"ଅଭିମନ୍ୟୁ ସାମନ୍ତସିଂହାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଫର୍ମାଟିଂ ଆଉ ଅଧିକ ତଥ୍ୟ
୧ କ ଧାଡ଼ି:
{{Infobox person
| honorific_prefix = ବିଦଗ୍ଧ କବି
| name = '''ଅଭିମନ୍ୟୁ ସାମନ୍ତ ସିଂହାରସାମନ୍ତସିଂହାର'''
| image = Abhimanyu Samantasinghara.png
| caption = ଅଭିମନ୍ୟୁ ସାମନ୍ତ ସିଂହାର
| image = Abhimanyu Samantasinghara.png
| imagesize = 250px
| birth_date = {{birth date |df=y|1760|02|23}} (ମାଘ ସପ୍ତମୀ)
| birth_place =ବାଲିଆ, [[ଯାଜପୁର ଜିଲ୍ଲା]]
{{coord|20|43|32|N|86|16|22|E|region:IN}}
| death_date = {{death date and age |df=y|1806|6|15|1760|02|23}} (ରଜସଂକ୍ରାନ୍ତି)
| residence = ବାଲିଆ, [[ଯାଜପୁର ଜିଲ୍ଲା]]
| nationality = [[ଭାରତୀୟ]]
| occupation = କବି
| spouse = ବିମଳା ଦେବୀ
| residence = ବାଲିଆ, [[ଯାଜପୁର ଜିଲ୍ଲା]]
| parents = ଇନ୍ଦ୍ରଜିତ ସାମନ୍ତ ସିଂହାର
ତୁଳସୀ ଦେବୀ
| imagesize = 250px
| spouse = ବିମଳା ଦେବୀ
== ଜୀବନୀ ==
କବିଙ୍କର ଜନ୍ମ ୧୭୬୦ ମସିହା ଫେବୃଆରୀ ୨୩ତାରିଖ ଦିନ [[ଯାଜପୁର ଜିଲ୍ଲା]]ର *ବାଲିଆ ଠାରେ ହୋଇଥିଲା ।<ref>{{cite journal|title=EMINENT LITERARY LUMINARIES OF ORISSA|journal=ORISSA REFERENCE ANNUAL - 2004|year=2004|pages=୨୯୧|url=http://orissa.gov.in/e-magazine/orissaannualreference/ORA-2004/pdf/eminent_literacy_luminaries_of_orissa.pdf|accessdate= 6 February 2014}}</ref>ବାଲିଆ ଗ୍ରାମ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି ଠାରୁ ଅନତିଦୁରରେ ଅବସ୍ଥିତ। ତାଙ୍କର ପିତା ଥିଲେ ଜଣେ ଅପୁତ୍ରିକ ଜମିଦାର ଇନ୍ଦ୍ରଜିତ ସାମନ୍ତ ସିଂହାର । [[ସଦାନନ୍ଦ|ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା]] ନାମରେ ଜଣେ ପଣ୍ଡିତଙ୍କ ଦେବପୂଜା ହେତୁ ଅଭିମନ୍ୟୁ ଜନ୍ମ ହେବାର ପ୍ରବାଦ ରହିଅଛି ।<ref>[http://books.google.co.in/books?id=ObFCT5_taSgC&lpg=PA572&ots=mVz-0zyXt8&dq=abhimanyu%20samanta%20sinhara&pg=PA572#v=onepage&q=abhimanyu%20samanta%20sinhara&f=false|The Encyclopaedia Of Indian Literature (Volume One (A To Devo), Volume 1]</ref>
ସେ ହି ଅଭିମନ୍ୟୁଙ୍କ ଗୁରୁ ଥିଲେ । ମାତ୍ର ୯ ବର୍ଷ ବୟସରେ ସେ ପ୍ରଥମ ପଦ୍ୟ ରଚନା କରିଥିଲେ।
{{Rquote|left|କରମଙ୍ଗା ଗଛ ଛାଇ ଗୋ,
ମୋର ହୁଁ ଗୋ।ଗୋ ।
କରମ ଯାହାର ସଫଳ ହୋଇବ,
କୃଷ୍ଣଙ୍କୁ ଲଭିବ ସେହି ଗୋ,
ମୋର ହୁଁ ଗୋ ।| ଅଭିମନ୍ୟୁ ସାମନ୍ତସିଂହାର}}
ମୋର ହୁଁ ଗୋ।
କରମ ଯାହାର ସଫଳ ହୋଇବ,
କୃଷ୍ଣଙ୍କୁ ଲଭିବ ସେହି ଗୋ,
ମୋର ହୁଁ ଗୋ।
''*ବାଲିଆ ଗ୍ରାମ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି ଠାରୁ ଅନତିଦୁରରେ ଅବସ୍ଥିତ।''
== ସାହିତ୍ୟ କୃତି ==
Line ୪୦ ⟶ ୩୫:
* ସୁଲକ୍ଷଣା
* ପ୍ରେମ ତରଙ୍ଗିଣୀ
* ବାଘ ଗୀତ
* ଚଢ଼େଇ ଗୀତ
* ବୋଲେ ହୁଁ
* ପ୍ରେମ(ପ୍ରୀତି) ଚିନ୍ତାମଣି
:{{Rquote|right|ବାଲିଆ ବୋଲି ଯେ ଏକ ନଗର ତହିଁ ନୃପତି ସାମନ୍ତ ସିଂହାର|ବାଘ ଗୀତ,ବିଦଗ୍ଧ ଚିନ୍ତାମଣି}}
ବିଦଗ୍ଧ ଚିନ୍ତାମଣି ତାଙ୍କ ରଚିତ [[ଓଡ଼ିଆ ସାହିତ୍ୟ]]ର ଏକ ମୁଲ୍ୟବାନ ଗ୍ରନ୍ଥ । ଏଥିରୁକେତେଗୋଟି ଜନପ୍ରିୟ ଛାନ୍ଦର ବିଶିଷ୍ଟ ରାଗ ନାମ ଏହି ଗ୍ରନ୍ଥରେ ଦେଖିବାକୁ ମିଳେ, ଯଥା- ଗଡ଼ମାଳିଆ, ଫୁଲତୋଳା ଇତ୍ୟାଦି । ଏଭଳି ନାମଗୁଡ଼ିକୁ କବିଙ୍କ ଶ୍ରଦ୍ଧା ନାମ କୁହାଯାଇପାରେ । ଏହି ଗ୍ରନ୍ଥରୁ ତାଙ୍କ ଜନ୍ମ ବିଷୟରେ ମଧ୍ୟ ଜାଣିହୁଏ ।
{{Rquote|left|ଇନ୍ଦ୍ରଜିତ ଏ ଛାନ୍ଦ ଭଣାଇ
ରାଧା ଧ୍ୟାନ କରି| ବାଘ ଗୀତ, ବିଦଗ୍ଧ ଚିନ୍ତାମଣି}}<ref>[http://books.google.co.in/books?id=90_qAeMT1bwC&lpg=PA15&ots=SUxcJuIIyo&dq=abhimanyu%20samanta%20sinhara&pg=PA15#v=onepage&q=abhimanyu%20samanta%20sinhara&f=false|Palm leaf etchings of Orissa, Durga Prasad Patnaik]</ref>
:{{Rquote|rightcenter|ବାଲିଆ ବୋଲି ଯେ ଏକ ନଗର
ତହିଁ ନୃପତି ସାମନ୍ତ ସିଂହାର|ବାଘ ଗୀତ,ବିଦଗ୍ଧ ଚିନ୍ତାମଣି}}
ତାଙ୍କ ପିତା ଇନ୍ଦ୍ରଜିତ ସାମନ୍ତ ସିଂହାରଙ୍କ ସମ୍ପର୍କରେ ବି ଏଥିରେ ବର୍ଣ୍ଣିତ । ସେ ଯେ ସେଠାକାର ରାଜା ଥିଲେ ଓ ତାଙ୍କ ଲେଖାପାଇଁ ଉତ୍ସାହିତ କରିଥିଲେ ତାହା ଏଥିରେ ବର୍ଣ୍ଣିତ ।
* ବାଘ ଗୀତ
* ଚଢ଼େଇ ଗୀତ
* ବୋଲେ ହୁଁ
== ଆଧାର ==