"ଦୁର୍ଗାବତୀ ଦେବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "Durgawati Devi"
 
No edit summary
୧ କ ଧାଡ଼ି:
{{Infobox person
|name=ଦୁର୍ଗାବତୀ ଦେବୀ
|image=
|birth_date={{birth date|1907|10|07|df=yes}}
|birth_place=
|death_date={{death date and age|1999|10|15|1907|10|07|df=yes}}
|death_place=[[ଗାଜିୟାବାଦ]], [[ଉତ୍ତର ପ୍ରଦେଶ]], ଭାରତ
|caption=Durga Bhabhi
|movement=ଭାରତୀୟ ସ୍ୱାଧୀନତା ସଂଗ୍ରାମ
|organization=[[Hindustan Socialist Republican Association]]
|religion = [[ହିନ୍ଦୁ ଧର୍ମ|ହିନ୍ଦୁ]]
|spouse = ଭଗବତି ଚରଣ ବୋରା
|children=
}}
'''ଦୁର୍ଗାବତୀ ଦେବୀ''' ('''ଦୁର୍ଗା ଭାଉଜ''') (୭ ଅକ୍ଟୋବର ୧୯୦୭ – ୧୫ ଅକ୍ଟୋବର ୧୯୯୯) ଜଣେ ଭାରତୀୟ ଆନ୍ଦୋଳନ‌କାରି ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ। ବ୍ରିଟିଶ ରାଜ ସମୟରେ ଅସ୍ତ୍ର ସ‌ହିତ ଆନ୍ଦୋଳନ କରିଥିବା ବା ଅହିଂସାତ୍ମକ ଆନ୍ଦୋଳନ କରିଥିବା ମହିଳାଙ୍କ ମଧ୍ୟରୁ ଜଣେ। ସେ ସୌଣ୍ଡାର୍ସ ହତ୍ୟାକାଣ୍ଡ ପରେ ଟ୍ରେନ ଯୋଗେ [[ଭଗତ ସିଂହ|ଭଗତ]] ସିଂହଙ୍କୁ ପଳାୟନ କରିବାରେ ସ‌ହାୟତା କରିଥିଲେ।<ref name="tribuneindia1999">{{Cite web}}</ref> ସେ Hindustan Socialist Republican Association (HSRA)ର ସଦସ୍ୟ ଭଗବତି ଚରଣ ବୋରାଙ୍କ ପତ୍ନୀ ଥିଲେ ଓ ସେଥିଲେ HSRAର ଅନ୍ୟ ସଦସ୍ୟ ମାନେ ତାଙ୍କୁ ଭାଉଜ ଭାବେ ଡାକୁଥିଲେ।