"ଚାଳିଶା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୨୬ କ ଧାଡ଼ି:
<!-- ପ୍ରତିଷେଧ ଓ ଚିକିତ୍ସା -->
[[ଚଷମା]] ([[:en:eye glasses|eye glasses]]) ଦେଇ ଏହାର ଚିକିତ୍ସା କରାଯାଏ ।<!-- <ref name=NIH2010Pres/> --> ଚଷମା ଜବକାଚର ତଳ ଭାଗରେ ଅଧିକ ଫୋକସ ଶକ୍ତି ଥିବା କାଚ ଦିଆଯାଏ ।<!-- <ref name=NIH2010Pres/> --> କେତେକ ଲୋକଙ୍କର କେବଳ ପଢ଼ିବା ଚଷମା ([[:en:reading glasses|reading glasses]]) ବ୍ୟବ‌ହାର ଯଥେଷ୍ଟ ହୁଏ । <ref name=NIH2010Pres/>
 
<!-- ରୋଗାନୁଶୀଳନ ଓ ସଂସ୍କୃତି -->
ବୟସ ୩୫ ଟପିଲେ ଯେ କୌଣସି ଲୋକର ଚାଳିଶା ସଙ୍କଟ ଆସିଯାଏ ଓ ସମସ୍ତେ କିଛି ପରିମାଣରେ ଆକ୍ରାନ୍ତ ହୁଅନ୍ତି ।<ref name=NIH2010Pres>{{cite web|title=Facts About Presbyopia|url=https://nei.nih.gov/health/errors/presbyopia|website=NEI|accessdate=11 September 2016|date=October 2010}}</ref> [[ପୁରାତନ ଗ୍ରୀସ]] ଦେଶର [[ଆରିସ୍ଟ‌ଟଲ]]ଙ୍କ ଲେଖାରେ ମଧ୍ୟ ଏହି ବେମାରୀ ବିଷୟ ଲିପିବଦ୍ଧ ହୋଇଛି ।<!-- <ref name=Wad2000/> --> କାଚ ନିର୍ମିତ ଜବକାଚ ପ୍ରଥମେ ୧୩ଶ ଶତାବ୍ଦୀର ଶେଷ ଭାଗରେ ବ୍ୟବ‌ହୃତ ହେଲା ।<ref name=Wad2000>{{cite book|last1=Wade|first1=Nicholas J.|last2=Wade|first2=Nicholas|title=A Natural History of Vision|date=2000|publisher=MIT Press|isbn=9780262731294|page=50|url=https://books.google.ca/books?id=aLiyFCm5ylMC&pg=PA50|language=en}}</ref> ପ୍ରେସବାୟୋପିଆ ଶବ୍ଦ ଗ୍ରୀକ ଭାଷାରୁ ଆସିଥିବା (Greek πρέσβυς) ପ୍ରେସବିସ (πρέσβυς - presbys) ଶବ୍ଦର ଅର୍ଥ ବୃଦ୍ଧ ଲୋକ ଓ ଓପସ (ὤψ - ops)) ଶବ୍ଦର ଅର୍ଥ ଯେପରି ଦେଖ ("see like") ।<ref>{{cite web|url=http://dictionary.reference.com/browse/presbyopia |title=Presbyopia|publisher=Dictionary.reference.com |accessdate=2013-04-19}}</ref>
 
== ଆଧାର ==
"https://or.wikipedia.org/wiki/ଚାଳିଶା"ରୁ ଅଣାଯାଇଅଛି