"ଚାଳିଶା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୨୩ କ ଧାଡ଼ି:
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ବୟସ ବୃଦ୍ଧି ସ‌ହିତ ଚାଳିଶା ଏକ ପ୍ରାକୃତିକ ଅବସ୍ଥା ଭାବରେ ସୃଷ୍ଟି ହୁଏ ।<!-- <ref name=NIH2010Pres/> --> [[ଚକ୍ଷୁ ଜବକାଚ]] ([[:en:Lens (vision)|lens of the eye]]) ଶକ୍ତ ହୋଇଯିବା ଯୋଗୁ ନିକଟରେ ଥିବା କୌଣସି ବସ୍ତୁକୁ ଦେଖିଲେ ତାହାର ଛବି [[ରେଟିନା]] ([[:en:retina|retina]]) ଉପରେ କେନ୍ଦ୍ରୀଭୂତ ନ ହୋଇ ତାହାର ପୃଷ୍ଠ ଭାଗରେ କେନ୍ଦ୍ରୀଭୂତ ହୁଏ ।<!-- <ref name=NIH2010Pres/> --> [[ସମୀପଦୃଷ୍ଟି]], [[ଦୂରଦୃଷ୍ଟି]] ଓ [[ଆସ୍ଟିମାଟିଜ୍ମ]] ଭଳି ଏହା ଏକ ପ୍ରକାର [[ଚକ୍ଷୁ ପ୍ରତିସରଣ ଦୋଷ]] ।<!-- <ref name=NIH2010Pres/> --> ଚକ୍ଷୁ ପରୀକ୍ଷା ([[:en:eye exam|eye exam]]) କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।<ref name=NIH2010Pres/>
 
<!-- ପ୍ରତିଷେଧ ଓ ଚିକିତ୍ସା -->
[[ଚଷମା]] ([[:en:eye glasses|eye glasses]]) ଦେଇ ଏହାର ଚିକିତ୍ସା କରାଯାଏ ।<!-- <ref name=NIH2010Pres/> --> ଚଷମା ଜବକାଚର ତଳ ଭାଗରେ ଅଧିକ ଫୋକସ ଶକ୍ତି ଥିବା କାଚ ଦିଆଯାଏ ।<!-- <ref name=NIH2010Pres/> --> କେତେକ ଲୋକଙ୍କର କେବଳ ପଢ଼ିବା ଚଷମା ([[:en:reading glasses|reading glasses]]) ବ୍ୟବ‌ହାର ଯଥେଷ୍ଟ ହୁଏ । <ref name=NIH2010Pres/>
 
== ଆଧାର ==
"https://or.wikipedia.org/wiki/ଚାଳିଶା"ରୁ ଅଣାଯାଇଅଛି