"ଭାଇନା, କ'ଣ କଲା ସେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୬୪ କ ଧାଡ଼ି:
 
==ମନ୍ତବ୍ୟ==
[[ଓଡ଼ିଆ ଭାଷା|ଓଡ଼ିଆ]] ହାସ୍ୟ ଅଭିନେତା [[ପପୁ ପମ ପମ]]ଙ୍କ ଉପରେ ଚଳଚ୍ଚିତ୍ରଟି ନିର୍ମାଣ ହେଉଥିବା କଥା ଅନେକ କ‌ହିଥିଲ, ତେଣୁ ଏହାକୁ ପସନ୍ଦ କରି ନ ଥିଲେ । ଏହି ଚଳଚ୍ଚିତ୍ରକୁ ସମାଲୋଚନା କରିବାକୁ ଯାଇ ସେ କ‌ହିଥିଲେ କି, "ଯେଉଁ ଫିଲ୍ମ ୭ଦିନରେ ହୁଏ, ତାକୁ ଫିଲ୍ମ କୁହାଯିବା କଥା ନୁହେଁ ।"<ref>{{cite news|title=ମେଘ ମିଛ, ସୂର୍ଯ୍ୟ ସତ: ପପୁ ପମ୍‌ପମ୍‌|url=http://odishareporter.in/papu-back-interview/|accessdate=16 September 2016|newspaper=Odisha Reporters|date=26 August 2016}}</ref> ଏପରିକି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପୂର୍ବରୁ ମଧ୍ୟ ଏହା ବିରୁଦ୍ଧରେ ଅଦାଲତରେ ଆବେଦନ ହୋଇଥିଲା । ଚଳଚ୍ଚିତ୍ରରେ ମାତ୍ରାଧିକ ଅଶ୍ଳୀଳ ଦୃଶ୍ୟ ଓ କାଷ୍ଟିଂ କାଉଚ୍‌ ବିବାଦରେ ଫସିଥିବା [[ପପୁ ପମ ପମ]]ଙ୍କ ବ୍ୟକ୍ତିଗତ କାହାଣୀ ଉପରେ ଏହା ଆଧାରିତ ହୋଇଥିବାରୁ ପପୁଙ୍କ ବ୍ୟକ୍ତିଗତ ଜୀବନ ଏଥିରେ ପ୍ରଭାବିତ ହେବାର ଆଶଙ୍କା କରି ଏହାକୁ ମୁକ୍ତିଲାଭ ନ କରିବାକୁ ଅଦାଲତରେ ଆବେଦନ କରିଥିଲେ ସୁଶାନ୍ତ ପଣ୍ଡା । ପରେ ପରେ [[ପପୁ ପମ ପମ]] ମଧ୍ୟ ଅଦାଲତରେ ଆବେଦନ କରିଥିଲେ ।<ref>{{cite news|title=ମୁକ୍ତିଲାଭ କରିବା ପୂର୍ବରୁ ବିବାଦରେ ଛନ୍ଦି ହୋଇଯାଇଛି ‘ଭାଇନା, କ’ଣ କଲା ସେ’|url=http://sambad.in/news/entertainment/controversy-of-kankalase/5658.html|accessdate=4 October 2016|newspaper=[[ସମ୍ବାଦ]]|date=16 September 2016}}</ref>
 
==ଆଧାର==