"ଚାଳିଶା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୧୯ କ ଧାଡ଼ି:
}}
<!-- ସଂଜ୍ଞା ଓ ଲକ୍ଷଣ -->
'''ଚାଳିଶା''' ବା '''ପ୍ରେସବାୟୋପିଆ''' (ଇଂରାଜୀ ଭାଷାରେ '''Presbyopia''') ମାନବ [[ଚକ୍ଷୁ]]ର ଏକ ଅବସ୍ଥା ଯାହା ବୟସ ବୃଦ୍ଧି ସ‌ହ ଜଡ଼ିତ ଓ ଏହା ଫଳରେ ପାଖରେ ଥିବା ପଦାର୍ଥ ଉପରେ ଦୃଷ୍ଟି କେନ୍ଦ୍ରୀଭୂତ (focus) କରିବା ଶକ୍ତି କ୍ରମାନୁସାରେ କମିଯାଏ ।<!-- <ref name=NIH2010Pres/> --> ଛୋଟ ଅକ୍ଷର ପଢ଼ିବା କଷ୍ଟକର ହୁଏ, ପଢ଼ିବା ପଦାର୍ଥ କିଛି ଦୂରରେ ରଖି ପଢ଼ିବାକୁ ହୁଏ, ମୁଣ୍ଡବଥା ଓ ଚକ୍ଷୁପୀଡ଼ା ([[:en:eyestrain|eyestrain]]) ହୁଏ ।<!-- <ref name=NIH2010Pres/> --> ଲୋକ ଅନୁସାରେ ବିଭିନ୍ନ ମାତ୍ରାର ଅସୁବିଧା ସାମନା କରନ୍ତି ।<!-- <ref name=NIH2010Pres/> --> ଅନ୍ୟାନ୍ୟ [[ଚକ୍ଷୁ ପ୍ରତିସରଣ ଦୋଷ]] ମଧ୍ୟ ଚାଳିଶା ସ‌ହିତ ଥାଇପାରେ ।<ref name=NIH2010Pres/>
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ବୟସ ବୃଦ୍ଧି ସ‌ହିତ ଚାଳିଶା ଏକ ପ୍ରାକୃତିକ ଅବସ୍ଥା ଭାବରେ ସୃଷ୍ଟି ହୁଏ ।<!-- <ref name=NIH2010Pres/> --> [[ଚକ୍ଷୁ ଜବକାଚ]] ([[:en:Lens (vision)|lens of the eye]]) ଶକ୍ତ ହୋଇଯିବା ଯୋଗୁ ନିକଟରେ ଥିବା କୌଣସି ବସ୍ତୁକୁ ଦେଖିଲେ ତାହାର ଛବି [[ରେଟିନା]] ([[:en:retina|retina]]) ଉପରେ କେନ୍ଦ୍ରୀଭୂତ ନ ହୋଇ ତାହାର ପୃଷ୍ଠ ଭାଗରେ କେନ୍ଦ୍ରୀଭୂତ ହୁଏ ।<!-- <ref name=NIH2010Pres/> --> [[ସମୀପଦୃଷ୍ଟି]], [[ଦୂରଦୃଷ୍ଟି]] ଓ [[ଆସ୍ଟିମାଟିଜ୍ମ]] ଭଳି ଏହା ଏକ ପ୍ରକାର [[ଚକ୍ଷୁ ପ୍ରତିସରଣ ଦୋଷ]] ।<!-- <ref name=NIH2010Pres/> --> ଚକ୍ଷୁ ପରୀକ୍ଷା ([[:en:eye exam|eye exam]]) କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।<ref name=NIH2010Pres/>
 
== ଆଧାର ==
"https://or.wikipedia.org/wiki/ଚାଳିଶା"ରୁ ଅଣାଯାଇଅଛି