"ସୁବର୍ଣ୍ଣପୁର ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
+ ଆଧାର
୬୦ କ ଧାଡ଼ି:
}}
 
'''ସୁବର୍ଣ୍ଣପୁର ଜିଲ୍ଲା''' ବା '''ସୋନପୁର ଜିଲ୍ଲା''' [[ଓଡ଼ିଶା]]ର ଏକ ପ୍ରଶାସନିକ ଜିଲ୍ଲା । [[ସୁବର୍ଣ୍ଣପୁର]] ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟାଳୟ । ସୋନପୁରରସୁବର୍ଣ୍ଣପୁର ଅଧିବାସୀଜିଲ୍ଲା ସାଧାରଣତ୧୯୯୩ ସୋନପୁରିଆମସିହା ଭାବରେଏପ୍ରିଲ ଜଣାଶୁଣା୧ ତାରିଖ ରେ ଗଠନ ହେଇଥିଲା ତା ପୂର୍ବରୁ [[ବଲାଙ୍ଗିର ଜିଲ୍ଲା]]ରେ ମିଶିକି ଥିଲା । ଏହି ଜିଲ୍ଲାକୁ ସୋନପୁର ଜିଲ୍ଲା ମଧ୍ୟ କୁହାଯାଏ । ଏହି ଜିଲ୍ଲାର ଉତ୍ତରରେ [[ସମ୍ବଲପୁର ଜିଲ୍ଲା]] ଅବସ୍ଥିତ ଏବଂ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ରେ [[ବୌଦ୍ଧ ଜିଲ୍ଲା]] ଅବସ୍ଥିତ ଏବଂ ପଂଶ୍ଚିମରେ ବଲାଙ୍ଗିର ଜିଲ୍ଲା ଅବସ୍ଥିତ । ସୋମବଂଶୀ ରାଜାମାନଙ୍କ ଶାସନ କାଳରୁ "ସୁବର୍ଣ୍ଣପୁର" ନାମଟି ଆସିଥିବା ବିଶ୍ଵାସ କରାଯାଏ । ସୋନପୁର ଏହାର ସାଂସ୍କୃତିକ ବିଭବ, କଳା, ସୋନପୁରର ତନ୍ତବୁଣା ଲୁଗା, କାରିଗରୀ, ହାତତିଆରି କଳାକୃତି, ପିତଳ ଓ ଟେରାକୋଟା କାମ ଓ ତରଭାର ଫିଲିଗିରି କାମ, ଉଲୁଣ୍ଡାର ପଥର ଖୋଦେଇ ଓ ଡୁଙ୍ଗୁରିପାଲିର ଧାନରେ ତିଆରି ହାତକାମ ପାଇଁ ପ୍ରସିଦ୍ଧ ।
 
== ଭୂଗୋଳ ==
ଓଡ଼ିଶାର ପଶ୍ଚିମ ଭାଗରେ ଅବସ୍ଥିତ ସୁବର୍ଣ୍ଣପୁର ଜିଲ୍ଲାର ଆୟତନ ୨,୨୮୪.୪ ବର୍ଗ&nbsp;କିମି <ref>[http://www.subarnapur.nic.in ସୁବର୍ଣ୍ଣପୁର ଜିଲ୍ଲାର ସରକାରୀ ପୃଷ୍ଠା]</ref>
<!--=== ଅବସ୍ଥିତି ===
latd:୨୦.୩୦ରୁ ୨୧.୧୧ ଓ longd: ୮୩.୨୭ରୁ ୮୪.୧୬
* ପୂର୍ବରେ :
* ପଶ୍ଚିମରେ:
* ଉତ୍ତରରେ :
* ଦକ୍ଷିଣରେ: ଅଛି୤ -->
=== ମୁଖ୍ୟ ନଦୀ ===
* [[ମହାନଦୀ]]
Line ୯୮ ⟶ ୯୨:
* ମହିମା ପୀଠ, ଖଲିଆପାଲି: ମହିମା ଧର୍ମର ଏକ ମୁଖ୍ୟ କେନ୍ଦ୍ର
* [[ମେଟାକାନୀ]], ଉଲୁଣ୍ଡା
* କପିଳେଶ୍ଵର ମନ୍ଦିର, ଚରଦା ଠାରେ ଅବସ୍ଥିତ ।
* ପାପକ୍ଷୟ ଘାଟ, ବିନିକା
*ସୁରେଶ୍ଵରୀ ମନ୍ଦିର – ଏହି ମନ୍ଦିର ସୋନପୁର ଠାରେ ଅବସ୍ଥିତ ।
* କପିଳେଶ୍ଵର ମନ୍ଦିର, ଚରଦା
* ରାମେଶ୍ଵର ମନ୍ଦିର – ଏହି ମନ୍ଦିର ମଧ୍ୟ ସୋନପୁର ଠାରେ ଅବସ୍ଥିତ ।
 
*ଚମ୍ପେଶ୍ଵର ଶିବ ମନ୍ଦିର – ଏହି ମନ୍ଦିର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଚମ୍ପାମାଳ ଗ୍ରାମରେ ଅବସ୍ଥିତ ।
*ପାପକ୍ଷୟ ଏକ ଦର୍ଶନୀୟ ପୀଠ । ଏହା ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଠାରୁ ୩ କି.ମି ଦୂରରେ ମହାନଦୀ କୂଳରେ ଅବସ୍ଥିତ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋହର ।
== ପର୍ବପର୍ବାଣୀ ==
[[ଫାଇଲ:Hanumana Podi Sonepur Subarnapur Odisha.jpg|thumb|150px|alt=Alt text|ଲଙ୍କାପୋଡ଼ି]]
* ଲଙ୍କା ପୋଡ଼ି: ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ୟା ଅବସରରେ ଲଙ୍କା ପୋଡ଼ି ଉତ୍ସବ ପାଳନ କରାଯାଇଥାଏ ।<ref>{{cite news|title=ସୁବର୍ଣ୍ଣପୁରରେ ଲଙ୍କାପୋଡ଼ି ଉତ୍ସବ|url=http://www.dharitri.com/Sambalpur/020916/p5.htm|accessdate=2 September 2016|newspaper=ଧରିତ୍ରୀ}}</ref> ହନୁମାନଙ୍କ ଲାଙ୍ଗୁଡ଼ରେ ନିଆଁ ଲଗାଇ ଲଙ୍କା ନାଶ କରିବା ଏଥିରେ ବର୍ଣ୍ଣିତ । ପିଲା ମାନେ ମାଟି ତିଆଅରି ହନୁମାନ ମୁର୍ତ୍ତି ତିଆରି କରି ସେଥିରେ କାଳ୍ପନିକ ଲଙ୍କା ଦହନ କରନ୍ତି ।
 
== ଗ୍ୟାଲେରି ==
<gallery>
{|
| [[File:Subarnameru Sonepur Subarnapur district Odisha.jpg|thumb|180px|left|alt=Alt text|ସୁବର୍ଣ୍ଣମେରୁ ମନ୍ଦିର]]
| [[ଫାଇଲ:Kotsamalae_Sonepur_Patali_Srikhetra_Odisha.jpg|thumb|180px|left|alt=Alt text|କୋଟସମଲାଏର [[ପାତାଳୀ ଶ୍ରୀକ୍ଷେତ୍ର]]]]
| [[ଫାଇଲ:Bali_jata_Lankeswari_Temple_Sonepur_Odisha.jpg|thumb|left|150px|alt=Alt text|ବଳି ଯାତ, ଲଙ୍କେଶ୍ଵରୀ ମନ୍ଦିର]]
[[ଫାଇଲ:Hanumana Podi Sonepur Subarnapur Odisha.jpg|thumb|150px|alt=Alt text|ଲଙ୍କାପୋଡ଼ି]]
|}
</gallery>
== ଆଧାର ==
{{ଆଧାର}}