"ଇରମ ଚାନୁ ଶର୍ମିଳା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "Irom Chanu Sharmila"
Created by translating the page "Irom Chanu Sharmila"
୨ କ ଧାଡ଼ି:
 
୨୦୧୪ ମସିହାରେ ଭାରତୀୟ ଜାତୀୟ ନିର୍ବାଚନରେ ସଂଖ୍ୟାଗରିଷ୍ଠ ଦୁଇ ରାଜନୀତିକ ଦଳ କଂଗ୍ରେସ ଓ ଭାରତୀୟ ଜନତା ଦଳ ଇରମଙ୍କୁ ନିର୍ବାଚନରେ ଲଢ଼ିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେ ମନାକରିଦେଇଥିଲେ । ତା'ପରେ ନିୟମ ଅନୁସାରେ ଜେଲରେ ଥିବାରୁ କୌଣସି ନାଗରିକଙ୍କୁ ଭୋଟ ଦେବାର ଅଧିକାର ନ ଥିବାରୁ ତାଙ୍କୁ ଭୋଟଦାନ ପାଇଁ ମନାକରାଯାଇଥିଲା । ।<ref name="zeenews17">{{Cite web}}</ref><ref name="toi14">{{Cite web}}</ref><ref name="bs17">{{Cite web}}</ref> କୌଣସି ଆଧାର ନଥିବାରୁ ୨୦୧୨ ଅଗଷ୍ଟ ୧୯ରେ ତାଙ୍କୁ ନ୍ୟାୟାଳୟ ତରଫରୁ ପୁଲିସ ହେପାଜତରୁ ବାହାରିବା ଲାଗି ଅନୁମତି ମିଳିଥିଲା । ତାଙ୍କୁ ୨୦୧୪ ଅଗଷ୍ଟ ୨୨ରେ ଆଗର ଗିରଫ ଭଳି ସମାନ ଆଧାରରେ ଆଉଥରେ ଗିରଫ କରାଯାଇ ୧୫ ଦିନ ହେପାଜତରେ ରଖାଯାଇଥିଲା ।<ref name="ToIAug2014">{{Cite news|title=Irom Chanu Sharmila charged with attempted suicide, sent to judicial custody again|url=http://timesofindia.indiatimes.com/india/Irom-Chanu-Sharmila-charged-with-attempted-suicide-sent-to-judicial-custody-again/articleshow/40709338.cms|accessdate=22 August 2014|access-date=22 August 2014|work=The Times of India|date=22 August 2014}}</ref> ଆମେନ୍‌ଷ୍ଟି ଇଣ୍ଟରନ୍ୟାସନାଲ ତାଙ୍କୁ ଜଣେ ରାଜନୀତିକ ବନ୍ଦୀ ଘୋଷଣା କରିଥିଲା ।
 
== ବହି ==
* ଫ୍ରାଗ୍ରାନ୍ସ ଅଫ ପିସ (୨୦୧୦)
 
== ଆଧାର ==