୧,୬୦୩
ଗୋଟି ସମ୍ପାଦନା
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
||
ଏହା ପାରମ୍ପରିକ ଓଡ଼ିଆ ଓଷା ମଧ୍ୟରୁ ଅନ୍ୟତମ । ଏହି ବ୍ରତରେ '''ବଜ୍ର ମହାକାଳୀ'''ଙ୍କୁ ଉପାସନା କରାଯାଏ । ଏଥିରେ ସାତ ପ୍ରକାରର ଫୁଲ, ସାତଟି ଦୁବ ଆଉ ଚାଉଳ, ସାତ ପ୍ରକାର ଶାଗ ବ୍ୟଞ୍ଜନ, ସାତ ପ୍ରକାର ପରିବାର ଘାଣ୍ଟ, ସାତ ଫଳ ସାତଟି କଖାରୁ ପତ୍ରରେ ପରଷାଯାଇ ଭୋଗ କରାଯାଏ । ସାତ ସୂତାରେ ସାତଟି ହଳଦୀ ଗଣ୍ଠି ବନ୍ଧାଯାଇ ସାତ ଡାଳ(ବଜ୍ରମୂଳୀ, ମହାକାଳ, ଆଖୁ, ଅଁଳା, ବେଲ, ଆମ୍ବ, ଧାନ) ଦେଇ ଶିଳ-ଶିଳିପାକୁ ପୂଜା କରାଯାଏ । ସାଧବ ପରିବାରରେ ସୁନାର ହଳଦୀଗଣ୍ଠିରେ ପୂଜା ହେଉଥିଲା । ଶେଷରେ ସାତ ଡାଳରେ ବନ୍ଧାଯାଇଥିବା ଛାଟରେ ସଭିଙ୍କୁ ଧୀରେ ପ୍ରହାର କଲେ ଠାକୁରାଣୀ ତାଙ୍କୁ ବଜ୍ର ଭଳି ବଳବାନ କରିଥାନ୍ତି ବୋଲି ବିଶ୍ୱାସ ରହିଛି ।
|
ଗୋଟି ସମ୍ପାଦନା