"ମିସେଲ ବାଚେଲେଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "Michelle Bachelet"
No edit summary
୧ କ ଧାଡ଼ି:
{{Infobox officeholder
|name = ମିସେଲ ବାଚେଲେଟ
|image = Portrait Michelle Bachelet.jpg
|office = ୩୫୫ ତମ [[ଚିଲିର ରାଷ୍ଟ୍ରପତି]]
|term_start = ୧୧ ମାର୍ଚ୍ଚ ୨୦୧୪
|term_end =
|predecessor = [[ସେବାଷ୍ଟିଆନ ପିନିଏରା]]
|successor =
|term_start1 = ୧୧ ମାର୍ଚ୍ଚ ୨୦୦୬
|term_end1 = ୧୧ ମାର୍ଚ୍ଚ ୨୦୧୦
|predecessor1 = [[ରିକାର୍ଡ଼ ଲାଗୋସ]]
|successor1 = [[ସେବାଷ୍ଟିଆନ ପିନିଏରା]]
|office2 = [[ଇଉଏନ ଉଇମେନ]]ର କାର୍ଯ୍ୟନିର୍ବାହୀ ପରିଚାଳକ
|1blankname2 = {{nowrap|କାର୍ଯ୍ୟନିର୍ବାହୀ ପରିଚାଳକ}}
|1namedata2 = [[ବାନ କି-ମୁନ]]
|term_start2 = ୧୪ ସେପ୍ଟେମ୍ବର ୨୦୧୦
|term_end2 = ୧୫ ମାର୍ଚ୍ଚ ୨୦୧୩
|predecessor2 = ଅଧିଷ୍ଠୀତ
|successor2 = [[ଲକ୍ଷ୍ମୀ ପୁରୀ]] {{small|(କାର୍ଯ୍ୟକାରୀ)}}
|office3 = [[ପ୍ରେସିଡେଣ୍ଟ ପ୍ରୋ ଟେମ୍ପରେ ଅଫ ଦି ଇଉନିଅନ ଅଫ ସାଉଥ ଆମେରିକା ନେସନ୍ସ]]
|term_start3 = ୨୩ ମଇ ୨୦୦୮
|term_end3 = ୧୦ ଅଗଷ୍ଟ ୨୦୦୯
|predecessor3 = ଅଧିଷ୍ଠୀତ
|successor3 = [[ରାଫାଏଲ କୋରିଆ]]
|office4 = [[ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ (ଚିଲି)|ଜାତୀୟ ପ୍ରତିରକ୍ଷା ମନ୍ତ୍ରୀ]]
|president4 = [[ରିକାର୍ଡ଼ ଲାଗୋସ]]
|term_start4 = ୭ ଜାନୁଆରୀ ୨୦୦୨
|term_end4 = ୧ ଅକ୍ଟୋବର ୨୦୦୪
|predecessor4 = [[ମାରିଓ ଫର୍ଣାଡେଜ]]
|successor4 = [[ଜେମି ରାଭିନେଟ]]
|office5 = [[ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (ଚିଲି)|ସ୍ୱାସ୍ଥ୍ୟ ମନ୍ତ୍ରୀ]]
|president5 = [[ରିକାର୍ଡ଼ ଲାଗୋସ]]
|term_start5 = ୧୧ ମାର୍ଚ୍ଚ ୨୦୦୦
|term_end5 = ୭ ଜାନୁଆରୀ ୨୦୦୨
|predecessor5 = ଆଲେକ୍ସ ଫିଗୁଏରଆ
|successor5 = ଅସଭାଲ୍ ଆର୍ଟାଜା
|birth_name = ଭେରୋନିକା ମିସେଲ ବାଚେଲେଟ ଜେରିଆ
|birth_date = {{nowrap|{{birth date and age|1951|9|29|df=y}}}}
|birth_place = [[ସାଣ୍ଟିଆଗୋ]], [[ଚିଲି]]
|death_date =
|death_place =
|party = [[ସୋସିଆଲିଷ୍ଟ ପାର୍ଟି ଅଫ ଚିଲି|ସୋସିଆଲିଷ୍ଟ]]
|otherparty = [[Concertación]] {{small|(1988–2013)}}<br>[[Nueva Mayoría]] {{small|(2013–present)}}
|spouse = Jorge Dávalos Cartes {{small|(1979–1984)}}
|children = Sebastián<br>Francisca<br>Sofía
|alma_mater = [[University of Chile]]
|signature = Firma de Michelle Bachelet.svg
|website = {{url|michellebachelet.cl|Official website}}
}}
'''ଭେରୋନିକା ମିସେଲ ବାଚେଲେଟ ଜେରିଆ''' ({{IPA-es|beˈɾonika miˈtʃel βatʃeˈle ˈxeɾja}}; ଜନ୍ମ ୨୯ ସେପ୍ଟେମ୍ବର ୧୯୫୧) ଜଣେ [[ଚିଲି]] ସୋସିଆଲିଷ୍ଟ ପାର୍ଟି ରାଜନେତା । ସେ ଚିଲିର ରାଷ୍ଟ୍ରପତି ଭାବେ ୨୦୧୪ ମସିହା ମାର୍ଚ୍ଚ ୧୧ଠାରୁ କାର୍ଯ୍ୟକରୁଛନ୍ତି । ସେ ଆଗରୁ ୨୦୦୬ରୁ ୨୯୧୦ ଯାଏ ରାଷ୍ଟ୍ରପତି ଭାବେ କାର୍ଯ୍ୟକରିଥିଲେ । ସେ ଆଗରୁ ୨୦୦୬ରୁ ୨୦୧୦ ଯାଏ ରାଷ୍ଟ୍ରପତି ଭାବେ କାମ କରି ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିଲେ । ରାଷ୍ଟ୍ରପତି ପଦରୁ ଅବସର ନେବା ପରେ ସଙ୍ଗେ ସଙ୍ଗେ ଆଉଥରେ ସେହି ନିର୍ବାଚିତ ହେବା ନିୟମ ନ ଥିବାରୁ ସେ ନବଗଠିତ ମିଳିତ ଜାତିସଂଘ ଲିଙ୍ଗଗତ ସମତା ଓ ନାରୀ ସଶକ୍ତିକରଣ ସଂଘ (ଇଉଏନ ଉଇମେନ)ର କାର୍ଯ୍ୟନିର୍ବାହୀ ପରିଚାଳକ ଭାବେ ନିଯୁକ୍ତ ହୋଇଥିଲେ । ୨୦୧୩ ଡିସେମ୍ବରରେ ବାଚେଲେଟ ଚିଲିର ରାଷ୍ଟ୍ରପତି ଭାବେ ନିଜେ ୨୦୦୬ ମସିହାରେ ପାଇଥିବା ୫୩.୫% ବହୁମତରୁ ଅଧିକ ୬୨% ବହୁମତ ସହ ପୁନର୍ନିବାଚିତ ହୋଇଥିଲେ । ୧୯୩୨ ପରଠାରୁ ପ୍ରତିଯୋଗିତାମୂଳକ ନିର୍ବାଚନରେ ଚିଲିର ରାଷ୍ଟ୍ରପତି ଭାର ଦୁଇଥର ଗ୍ରହଣ କରିବାରେ ସେ ପ୍ରଥମ ବ୍ୟକ୍ତି ।<ref>{{Cite web}}</ref>