"ମିସେଲ ବାଚେଲେଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "Michelle Bachelet"
 
Created by translating the page "Michelle Bachelet"
୧ କ ଧାଡ଼ି:
'''ଭେରୋନିକା ମିସେଲ ବାଚେଲେଟ ଜେରିଆ''' ({{IPA-es|beˈɾonika miˈtʃel βatʃeˈle ˈxeɾja}}; ଜନ୍ମ ୨୯ ସେପ୍ଟେମ୍ବର ୧୯୫୧) ଜଣେ [[ଚିଲି]] ସୋସିଆଲିଷ୍ଟ ପାର୍ଟି ରାଜନେତା । ସେ ଚିଲିର ରାଷ୍ଟ୍ରପତି ଭାବେ ୨୦୧୪ ମସିହା ମାର୍ଚ୍ଚ ୧୧ଠାରୁ କାର୍ଯ୍ୟକରୁଛନ୍ତି । ସେ ଆଗରୁ ୨୦୦୬ରୁ ୨୯୧୦ ଯାଏ ରାଷ୍ଟ୍ରପତି ଭାବେ କାର୍ଯ୍ୟକରିଥିଲେ । ସେ ଆଗରୁ ୨୦୦୬ରୁ ୨୦୧୦ ଯାଏ ରାଷ୍ଟ୍ରପତି ଭାବେ କାମ କରି ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିଲେ । ରାଷ୍ଟ୍ରପତି ପଦରୁ ଅବସର ନେବା ପରେ ସଙ୍ଗେ ସଙ୍ଗେ ଆଉଥରେ ସେହି ନିର୍ବାଚିତ ହେବା ନିୟମ ନ ଥିବାରୁ ସେ ନବଗଠିତ ମିଳିତ ଜାତିସଂଘ ଲିଙ୍ଗଗତ ସମତା ଓ ନାରୀ ସଶକ୍ତିକରଣ ସଂଘ (ଇଉଏନ ଉଇମେନ)ର କାର୍ଯ୍ୟନିର୍ବାହୀ ପରିଚାଳକ ଭାବେ ନିଯୁକ୍ତ ହୋଇଥିଲେ । ୨୦୧୩ ଡିସେମ୍ବରରେ ବାଚେଲେଟ ଚିଲିର ରାଷ୍ଟ୍ରପତି ଭାବେ ନିଜେ ୨୦୦୬ ମସିହାରେ ପାଇଥିବା ୫୩.୫% ବହୁମତରୁ ଅଧିକ ୬୨% ବହୁମତ ସହ ପୁନର୍ନିବାଚିତ ହୋଇଥିଲେ । ୧୯୩୨ ପରଠାରୁ ପ୍ରତିଯୋଗିତାମୂଳକ ନିର୍ବାଚନରେ ଚିଲିର ରାଷ୍ଟ୍ରପତି ଭାର ଦୁଇଥର ଗ୍ରହଣ କରିବାରେ ସେ ପ୍ରଥମ ବ୍ୟକ୍ତି ।<ref>{{Cite web}}</ref>
 
== ବୃତ୍ତଚିତ୍ର ==
* ''ମିସେଲ ବାଚେଲେଟ - ସିମ୍ବଲ ଡେସ ନୁଏନ ଚିଲି'' (ଏବ ଡେମାଣ୍ଟ/SWR, ୨୦୦୪)<ref>[http://www.bankkaufmann.com/a-3529-PHOENIX-Sendeplan-Samstag-18-Maerz-2006.html PHOENIX Sendeplan Samstag, 18 March 2006], Bankkaufmann.com.</ref>
* ''ଲା ହିଜା ଡେଲ ଯେନେରାଲ'' ["ଜେନେରାଲଙ୍କ ଝିଅ"] (ମାରିଆ ଏଲେନା ଉଡ଼/୨୦୦୬)<ref>[http://bakerinstitute.org/events/a1revolucion-film-series-la-hija-del-general-the-generals-daughter ¡REVOLUCIÓN! FILM SERIES: "LA HIJA DEL GENERAL (THE GENERAL'S DAUGHTER)"]. </ref>
 
== ପ୍ରକାଶନ ==
* ବାଚେଲେଟ, ମିସେଲ. ୨୦୦୨. [http://www.fasoc.cl/files/articulo/ART40ed74340253d.pdf Los estudios comparados y la relación civil-militar.] [http://www.fasoc.cl/files/articulo/ART40ed74340253d.pdf "Reflexiones tras una década de consolidación democrática en Chile"], ''Revista Fuerzas Armadas y Sociedad'', 17(4): 29-35.
 
== ଆଧାର ==