"ଶ୍ରୀରାମ ମନ୍ଦିର, ଡୁମୁରିପୁଟ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ରୋବଟ୍: ପ୍ରସାଧନ ବଦଳ |
No edit summary |
||
୧ କ ଧାଡ଼ି:
{{About|ଶ୍ରୀରାମ ମନ୍ଦିର, ଡୁମୁରିପୁଟ||ରାମ ମନ୍ଦିର}}
[[ଫାଇଲ:Dumuriput Hanuman.JPG|thumb|ହନୁମାନ, ଡୁମୁରିପୁଟ]]
[[କୋରାପୁଟ ଜିଲ୍ଲା]] ସଦର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ଡୁମୁରିପୁଟରେ ଏହି ଶ୍ରୀରାମ ମନ୍ଦିର ଅବସ୍ଥିତ
[[କୋରାପୁଟ]]ରୁ ସୁନାବେଡ଼ା ରାସ୍ତାରେ ୧୨ କିମି ଦୁର ଡୁମୁରିପୁଟ ଛକରୁ ଏହି ମନ୍ଦିରକୁ ଯାଇ ପହଞ୍ଚିହୁଏ
== ପୂଜା ==
ପ୍ରତ୍ୟେକ ଦିନ ବାଳଭୋଗରୁ ପୂଜାକାର୍ଯ୍ୟ ଆରମ୍ଭ ହୋଇ ମଧ୍ୟାହ୍ନରେ ଅନ୍ନପ୍ରସାଦ ଭୋଗ, ସନ୍ଧ୍ୟା ଆଳତି, ରାତ୍ରି ଭୋଗ ପରେ ରାତି ୯ରେ ରୀତିନୀତି ସମାପନ ହୋଇଥାଏ
ଏଠରେ ଶ୍ରୀରାମ ନବମୀ, ମେଷ ସଂକ୍ରାନ୍ତିରେ ହନୁମାନ ଜୟନ୍ତୀ, [[କାର୍ତ୍ତିକ]] ମାସରେ ସଂକୀର୍ତ୍ତନ, [[ମାର୍ଗଶୀର]] ମାସ ପଞ୍ଚମୀରେ ସୀତା ବିବାହ ଆଦି ଉତ୍ସବ ପାଳନ କରାଯାଇଥାଏ
ମନ୍ଦିର ପରିସରରେ କଲ୍ୟାଣ ମଣ୍ଡପ ଓ ଧର୍ମଶାଳା ଅଛି
== ଆଧାର ==
|