Content deleted Content added
ଟିକେ ଗଣନା
No edit summary
୨୧ କ ଧାଡ଼ି:
 
[[en:user:MKar]]
ପ୍ରିୟ ବନ୍ଧୁ କର ବାବୁ ,
ସମସ୍ତ ଉଇକିଆଳି ବନ୍ଧୁ ମାନଙ୍କୁ ମୋର ଅଭିନନ୍ଦନ । ଭଗବାନ ଙ୍କ କୃପା ରୁ ଆଜି ଓଡିଆ ୱିକିପୀଡିୟା ରେ ୧୦୦ ତମ ଅନୁବାଦ ଭାବରେ 'ସୁଦାମା' ସ୍ଥାନିତ ହେଲା ଏବଂ ଗତ ୧୦ ଦିନ ମଧ୍ୟ ରେ ନୂତନ ଅନୁବାଦ ସାରଣୀ ରେ ଓଡିଆ ଭାଷା ପ୍ରାୟ ୧୧ ଟି ସ୍ଥାନ ର ଉନ୍ନତି ଘଟେଇ ସରିଲାଣି ।ଗତ ସପ୍ତାହ ର ପରିସଙ୍ଖ୍ୟନ ଅନୁସାରେ ସମସ୍ତ ଭାଷା ର ଅନୁବାଦ ସଂଖ୍ୟା ରେ -୦୪ % ପରିବର୍ତନ ହେଇଥିବା ବେଳେ ଓଡିଆ ରେ ତାହା +୩୬% ପରିବର୍ଦ୍ଧନ ହେଇଥିବା ନିଶ୍ଚୟ ଆମ ସମସ୍ତଙ୍କ ପାଇଁ ଗର୍ବ ର ବିଷୟ । ଉଦ୍ୟମ ଜାରି ରହୁ । ସମସ୍ତ ସକ୍ରିୟ ଉଇକିଆଳି ମାନଙ୍କ ସହଯୋଗ ଓ ସମ୍ପାଦକ ମାନଙ୍କ ଦିଗଦର୍ଶନ ଦେବା ଜାରି ରହୁ ।
[[ବ୍ୟବହାରକାରୀ:Susant purohit|Susant purohit]] ([[ବ୍ୟବହାରକାରୀଙ୍କ ଆଲୋଚନା:Susant purohit|ମୋ ଆଲୋଚନା]]) ୧୨:୧୫, ୨୭ ସେପ୍ଟେମ୍ବର ୨୦୧୬ (IST)