"ଜିତେନ୍ଦ୍ର ହରିପାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧ କ ଧାଡ଼ି:
ରଙ୍ଗବତୀ ପରି ଅନ୍ତର୍ଜାତିକ ଖ୍ୟାତି ପ୍ରାପ୍ତ ସଂଗୀତ ଗାଈ ଜିତେନ୍ଦ୍ର ହରିପାଳ ( ବା ଜିତେନ୍ଦ୍ରିୟ ହରିପାଳ ) ପ୍ରସିଦ୍ଧ ହେଇଥିଲେ । ସେ ଆଉଜଣେ ସମ୍ବଲପୁରୀ ଗାୟିକା କ୍ରୀଷ୍ଣା ପଟେଲ ଙ୍କ ସହ କୋଶଳୀ ଭାଷା ରେ ଯେଉଁ ଲୋକ ସଂଗୀତା " ରଙ୍ଗବତୀ " ର ଉପସ୍ଥାପନା କଲେ ୭୦ ଦଶକ ରେ ତାହା ଏତେ ଲୋକପ୍ରିୟ ହେଲା ଯେ ଗାଁ ଗହଳି , ସହର ବଜାର ସବୁଆଡେ ଦେଶ ସାରା ଏହି ଧୁନ ଚାଲିଥିଲା ବର୍ଷ ବର୍ଷ ଧରି । ଏବେ ଭି ସର୍ବତ୍ର ଏହି ଗୀତା ଚଳୁଛି , ମୂଳ ରୂପରେଖ ରେ , ରିମିକ୍ସ ରେ ଔ ସବୁ ଭାରତୀୟ ଭାଷା ତଥା ବିଦେଶୀ ଭାଷା ରେ ମଧ୍ୟ । ସେହି ଗୀତ ଟି ଗାଇଥିବା ଜିତେନ୍ଦ୍ର ହରିପାଳ ସମ୍ବଲପୁର ( ଓଡିଶା ) ର ଜେନ ଦଳିତ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ । ପରେ ସେ ରଙ୍ଗବତୀ  ର ପ୍ରଭୁତା ସଫଳତା ପରେ କୋଶଳୀ ଭାଷା ରେ ୧୦୦୦ ରୁ ଉର୍ଦ୍ଧ ଗୀତା ଗାଇଥିଲେ । ଆକାଶବାଣୀ କଳାକାର ହିସାବ ରେ ମଧ୍ୟ ବହୁତ ସଙ୍ଗୀତ ପରିବେଷଣ କରିଥିଲେ ଭି ବର୍ତମାନ ସୁଦ୍ଧା ଦାରିଦ୍ରତା ର କଷାଘାତ ରୁ ମୁକ୍ତ ହେଇ ପରି ନାହାନ୍ତି । 
 
 
== ବ୍ୟକ୍ତିଗତ ଜୀବନ ==