"ପ୍ରଶାନ୍ତ ନନ୍ଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ + ଆଧାର
ସାହିତ୍ୟ ସର୍ଜନା
୨୦ କ ଧାଡ଼ି:
}}
 
'''ପ୍ରଶାନ୍ତ ନନ୍ଦ''' (ଜନ୍ମ ୨ ମଇ ୧୯୪୭)<ref>{{cite web|title=Shri Prashanta Nanda|url=http://odishaassembly.nic.in/memberprofile.aspx?img=60|publisher=OdishaAssembly|accessdate=3 February 2015}}</ref> [[ଓଡ଼ିଶା]]ର ଜଣେ କଥାଚିତ୍ର ଅଭିନେତା ଓ ନିର୍ଦ୍ଦେଶକ । ସେ ଜଣେ ରାଜନେତା ଭାବରେ ମଧ୍ୟ ସକ୍ରୀୟ ଓ ଓଡ଼ିଶାର ଶିକ୍ଷାମନ୍ତ୍ରୀ ଭାବରେ ମଧ୍ୟ କାମ କରିଛନ୍ତି ।<ref>{{cite news| url=http://www.hindu.com/2007/03/13/stories/2007031310650500.htm | location=Chennai, India | work=The Hindu | title=Actor Prashanta new BJP vice-president | date=March 13, 2007}}</ref><ref>http://www.orissauncensored.com/InterviewDetail.asp?id=1&nw=1</ref>
 
== ଫିଲ୍ମରେ ଭୂମିକା ==
ପ୍ରଶାନ୍ତ ନନ୍ଦ, ସ୍କୁଲରେ ପଢିବା ବେଳଠୁଁ [[ଆକାଶବାଣୀ କଟକ|ଆକାଶବାଣୀ]] ଶିଶୁସଂସାର କାର୍ଯ୍ୟକ୍ରମରେ ଭାଗନେଉଥିଲେ । ମଞ୍ଚରେ ଶିଶୁକଳାକାର ଭାବରେ ମଧ୍ୟ ଅଭିନୟ କରୁଥିଲେ । ଗୋଟିଏ ଡ୍ରାମାରେ ଅଭିନୟ ଦେଖି, [[ଧୀର ବିଶ୍ଵାଳ]] ଓ [[କୃଷ୍ଣଚନ୍ଦ୍ର ତ୍ରିପାଠୀ (କବିରାଜ)|କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ]] ତାଙ୍କୁ <!-- ୧୯୬୨ମସିହା ମେ ୨ତାରିଖରେ --> [[ଦସ୍ୟୁ ରତ୍ନାକର]] କଥାଚିତ୍ରରେ ପ୍ରଥମେ ଅଭିନୟ କରିବାର ସୁଯୋଗ ପାଇଥିଲେଦେଇଥିଲେ ।<ref name="http://odishanewsnitidin.com/index.php?ID=20&PubId=3&schedule=2016-05-15&PageId=6956&PageNum=12">ନଜର୍, ନିତିଦିନ: [http://odishanewsnitidin.com/index.php?ID=20&PubId=3&schedule=2016-05-15&PageId=6956&PageNum=12 ସୁବର୍ଣ୍ଣ ସ୍ମୃତି (୧୨)], accessdate: May 19, 2016</ref> ସେ ଏଯାବତ ୪୦ଟି ଚଳଚ୍ଚିତ୍ରରେ ଅଭିନୟ କରିବା ସହ, ୨୪ଟି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି ।
=== ନିର୍ଦ୍ଦେଶକ ଭାବରେ ===
{{div col|3}}
୫୦ କ ଧାଡ଼ି:
* [[ଦସ୍ୟୁ ରତ୍ନାକର]], ୧୯୬୨
{{div col end}}
 
== ସାହିତ୍ୟ ସର୍ଜନା ==
ରାଜନୀତି ଓ ଅଭିନୟ ବ୍ୟତିତ ପ୍ରଶାନ୍ତ ସାହିତ୍ୟରେ ମଧ୍ୟ ସକ୍ରୀୟ । ବିଭିନ୍ନ ଖବରକାଗଜରେ ସ୍ତମ୍ଭ ଲେଖିବା ବ୍ୟତିତ ତାଙ୍କର ୪ଗି ଉପନ୍ୟାସ ଓ ୩ଟି ଗଳ୍ପ ସଂକଳନ ମଧ୍ୟ ପ୍ରକାଶିତ ହୋଇସାରିଛି ।
=== ଉପନ୍ୟାସ ===
* ଅନୁସ୍ରବ
* ପଲସା
* କଳିଙ୍ଗ ଧାତା
* ତ୍ରିକନ୍ୟା
=== ଗଳ୍ପ ସଂକଳନ ===
* ଅକ୍ଷୟ ଅବକ୍ଷୟ
* ଅଥଚ ଆମେ
* ଓଲଟ ପାଲଟ<ref>{{cite news|url=http://www.sambadepaper.com/Details.aspx?id=289384&boxid=594463|accessdate=26 September 2016|newspaper=ସମ୍ବାଦ ୨୫/୦୯/୨୦୧୬ ରବିବାର ସଂସ୍କରଣ ପୃଷ୍ଠା ୬}}</ref>
 
== ପୁରସ୍କାର ଓ ସମ୍ମାନ ==
* ଜୟଦେବ ପୁରସ୍କାର - ୧୯୮୮