"ଝାରସୁଗୁଡ଼ା ଜିଲ୍ଲା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
→ପର୍ଯ୍ୟଟନ ସ୍ଥଳ: ଜିଲ୍ଲା ର ପର୍ଯ୍ୟଟନ ସ୍ଥଳ ଉପରେ ବିଷଦ ବର୍ଣନା |
ଟିକେ →ଆଧାର |
||
୧୪୩ କ ଧାଡ଼ି:
ଝାରସୁଗୁଡା ଜିଲ୍ଲା ମଧ୍ୟରେ ଅନେକ ପ୍ରକୃତିକ ତଥା ଦର୍ଶନୀୟ ସ୍ଥାନ ମନ ରହିଛି । ଶେଠୀ ମଧ୍ୟ ରେ କୋଇଲିଘୁଘର ଜଳପ୍ରପାତ ଭାରତ ବିଖ୍ୟାତ । ଏହି ଜଳପ୍ରପାତ ଲଖନପୁର ନିକଟସ୍ଥ କୁଶମେଲବହଳ ନାମକ ଗ୍ରାମ ସନ୍ନିକଟ ରେ ଅବସ୍ଥିତ । ଏହି ଜଳ ପ୍ରପାତ ରେ 200 ଫୁଟ ଉପରୁ ଜଳ ନିର୍ଗତ ହେଇ ତାହା ବହି ଯାଏ ଓ ମହାନଦୀ ରେ ମିଶ୍ରଣ ହୁଏ । ଏହା ଛଡା ଝାରସୁଗୁଡା ରୁ ୨୫ କିଲୋମିଟର ଦୂର ରେ ବିକ୍ରମଖୋଳ ମଧ୍ୟ ଏକ ରମଣୀୟ ସ୍ଥାନ । ଏହି ବିକ୍ରମଖୋଳ ର ଗୁମ୍ଫା ଭିତରେ ପ୍ରାକ- ଐତିହାସିକ ଶିଳା ଲେଖ ମାନ ଅତି ମୂଲ୍ୟବାନ ପ୍ରତ୍ନତତ୍ଵ ବସ୍ତୁ ହିସାବ ରେ ଆଇତିହାସିକବିଦ ଓ ପ୍ରତ୍ନତତ୍ଵବିଦ ମାନଙ୍କୁ ଆକର୍ଷିତ କରେ । ଝାରସୁଗୁଡା ସହରସ୍ଥ ଝଡେଶ୍ଵର ମନ୍ଦିର , ବ୍ରଜରାଜ ନଗର ନିକଟସ୍ଥ ଚଣ୍ଡୀ ମନ୍ଦିର , ପାହାଡୀ ମନ୍ଦିର ମଧ୍ୟ ବହୁ ପୁରାତନ ସ୍ଥାପତ୍ୟ ର ପରିଚୟ ହିସାବ ରେ ଅଛି ।
<ref>http://www.nuaodisha.com/Odisha-Tourism/Tourist-Places-in-Jharsuguda.htm</ref>== ଆଧାର ==
{{ଆଧାର}}
|