"ପଦ୍ମଶ୍ରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୩ କ ଧାଡ଼ି:
=ପଦ୍ମଶ୍ରୀ=
 
'''ପଦ୍ମଶ୍ରୀ''' ଭାରତ ସରକାରଙ୍କ ଦ୍ୱାରା ବ୍ୟକ୍ତି ବେଶଷଙ୍କୁ ପ୍ରଦାନ କରାଯାଉଥିବା ୪ର୍ଥ ଉଚ୍ଚ ସମ୍ମାନ (ଅଣସାମରୀକ)। ଏହା ପ୍ରତି ବର୍ଷ [[ସାଧାରଣତନ୍ତ୍ର ଦିବସ]] ଉପଲକ୍ଷେ ପ୍ରଦାନ କରାହୋଇ ଥାଏ।<ref>{{cite web|url=http://mha.nic.in/sites/upload_files/mha/files/Scheme-PadmaAwards-050514.pdf |title=Padma award's schema|publisher=Ministry of Home Affairs |date= |accessdate=2014-08-13}}</ref>
 
==ଇତିହାସ==
 
୧୯୫୪ ମସିହା ରେ ପଦ୍ମ ସମ୍ମାନ ର ସ୍ଥାପନ ହୋଇଥଲା। କଳା, ଶିକ୍ଷା, ବିଜ୍ଞାନ, ଖେଳ, ସାମାଜିକ କାର୍ଯ୍ୟ, ଲୋକଜନ ସେବା, ଔଷଧ, ସାହିତ୍ୟ ଇତ୍ୟାଦି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କର ଯାଇଥାଏ। ଏହା କେବଳ ଭାରତୀୟ ନାଗରୀକମାନଙ୍କ ପାଇଁ ସିମୀତ ନୁହଁ, ଅନେକ ବିଦେଶୀ ବ୍ୟକ୍ତି ମାନେ ମଧ୍ୟ ଭାରତର ବିଭିନ୍ନ କ୍ଷେତ୍ର ରେ ସେମାନଙ୍କ ଅବଦାନ ପାଇଁ ଏହି ସମ୍ମାନ ରେ ସମ୍ମାନିତ ହୋଇସାରିଛନ୍ତି ।
 
୨୦୧୪ ମସିହା ସୁଦ୍ଧା ସମୁଦାୟ ୨୬୮୦ ଟି ପରିସ୍କାରପଦ୍ମଶ୍ରୀ ପ୍ରଦାନ କରାଯାଇ ସାରିଛି।<ref>{{cite press release |title=Padma Awards 2014 announced |url=http://www.pib.nic.in/release/release.asp?relid=102735 |publisher=[[Ministry of Home Affairs (India)|Ministry of Home Affairs]] |date=25 January 2014 |accessdate=25 January 2014}}</ref>
 
==ଆଧାର==
"https://or.wikipedia.org/wiki/ପଦ୍ମଶ୍ରୀ"ରୁ ଅଣାଯାଇଅଛି