୪୯
ଗୋଟି ସମ୍ପାଦନା
(→ଜୀବନ) |
(→ଜୀବନ) |
||
'''ନବୀନ ପଟ୍ଟନାୟକ''' (୧୬ ଅକଟୋବର ୧୯୪୬) [[ଓଡ଼ିଶା]]ର ମୂଖ୍ୟମନ୍ତ୍ରୀ ଓ [[ବିଜୁ ଜନତା ଦଳ]]ର ମୁଖ୍ୟ । ସେ କ୍ରମାଗତ ଭାବେ ଚତୁର୍ଥ ଥର ନିର୍ବାଚିତ ହୋଇ ଓଡ଼ିଶାର ମୂଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଉଛନ୍ତି।
=== ଜୀବନ ===
ନବୀନ ପଟ୍ଟନାୟକ [[କଟକ]] ଠାରେ ପିତା [[ବିଜୁ ପଟ୍ଟନାୟକ]] ଓ ମାତା ଜ୍ଞାନ ପଟ୍ଟନାୟକଙ୍କ ସାନ ପୁଅ ଭାବରେ [[କଟକ]] ଠାରେ ଜନ୍ମ ନେଇଥିଲେ । ସେ [[ଡେରାଡୁନ]]ର ଉଏଲହାମ ସ୍କୁଲ ଓ ଡୁନ ସ୍କୁଲରେ ଶିକ୍ଷାଲାଭ କରିଥିଲେ । ତାହା ପରେ [[ଦିଲ୍ଲୀ]] ବିଶ୍ଵବିଦ୍ୟାଳୟରୁ କମର୍ସରେ ସ୍ନାତକ ଡିଗ୍ରି ହାସଲ କରିଥିଲେ । ସେ ଜଣେ ଅବିବାହିତ ପୁରୁଷ । ନବୀନ ପଟ୍ଟନାୟକ ଯୁବକ ବେଳରେ ଥିଲେ ଜଣେ ଲେଖକ ଏବଂ ଯୁବା ଅବସ୍ଥା ସେ ଓଡିଶା ଓ ରାଜନୀତି ଠାରୁ ଦୂରରେ
[[ଫାଇଲ:Naveen Patnaik at the IIT Bhubaneswar.jpg|thumb|ଆଇ.ଆଇ.ଟି. ଭୁବନେଶ୍ଵରରେ ନବୀନ ପଟ୍ଟନାୟକ]]
|
ଗୋଟି ସମ୍ପାଦନା