"ନବୀନ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ନିର୍ବାଚନମଣ୍ଡଳୀ +ନିର୍ବାଚନ ମଣ୍ଡଳୀ)
୩୪ କ ଧାଡ଼ି:
'''ନବୀନ ପଟ୍ଟନାୟକ''' (୧୬ ଅକଟୋବର ୧୯୪୬) [[ଓଡ଼ିଶା]]ର ମୂଖ୍ୟମନ୍ତ୍ରୀ ଓ [[ବିଜୁ ଜନତା ଦଳ]]ର ମୁଖ୍ୟ । ସେ କ୍ରମାଗତ ଭାବେ ଚତୁର୍ଥ ଥର ନିର୍ବାଚିତ ହୋଇ ଓଡ଼ିଶାର ମୂଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଉଛନ୍ତି।
=== ଜୀବନ ===
ନବୀନ ପଟ୍ଟନାୟକ [[କଟକ]] ଠାରେ ପିତା [[ବିଜୁ ପଟ୍ଟନାୟକ]] ଓ ମାତା ଜ୍ଞାନ ପଟ୍ଟନାୟକଙ୍କ ସାନ ପୁଅ ଭାବରେ [[କଟକ]] ଠାରେ ଜନ୍ମ ନେଇଥିଲେ । ସେ [[ଡେରାଡୁନ]]ର ଉଏଲହାମ ସ୍କୁଲ ଓ ଡୁନ ସ୍କୁଲରେ ଶିକ୍ଷାଲାଭ କରିଥିଲେ । ତାହା ପରେ [[ଦିଲ୍ଲୀ]] ବିଶ୍ଵବିଦ୍ୟାଳୟରୁ କମର୍ସରେ ସ୍ନାତକ ଡିଗ୍ରି ହାସଲ କରିଥିଲେ । ସେ ଜଣେ ଅବିବାହିତ ପୁରୁଷ । ନବୀନ ପଟ୍ଟନାୟକ ଯୁବକ ବେଳରେ ଥିଲେ ଜଣେ ଲେଖକ ଏବଂ ଯୁବା ଅବସ୍ଥା ସେ ଓଡିଶା ଓ ରାଜନୀତି ଠାରୁ ଦୂରରେ ଥିଲେ କିନ୍ତୁ ତାଙ୍କ ପିତା ସ୍ବର୍ଗତ ବିଜୁ ବାବୁଙ୍କ ଦେହାନ୍ତ ପରେ ସେ ୧୯୯୭ ରେ ରାଜନୀତି ଭିତରକୁ ପ୍ରବେଶ କରିଥିଲେ ଏହାର ୧ ବର୍ଷ ପରେ [[ବିଜୁ ଜନତା ଦଳ]] ର ସ୍ଥାପନ ସେ କରିଥିଲେ ।
 
[[ଫାଇଲ:Naveen Patnaik at the IIT Bhubaneswar.jpg|thumb|ଆଇ.ଆଇ.ଟି. ଭୁବନେଶ୍ଵରରେ ନବୀନ ପଟ୍ଟନାୟକ]]