"କେନ୍ଦ୍ରାପଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

=== ମୁଖ୍ୟ ନଦୀ ===
[[ମହାନଦୀ]]ର ଏକ ଶାଖା ନଇ ଲୁଣା ନଦୀ କେନ୍ଦ୍ରପଡା ଦେଇ ପ୍ରବାହିତ ହେଇଛି ।
ଅନ୍ୟ ପ୍ରଧାନ ନଦୀ ମାନଙ୍କର ନାମ ଯଥାକ୍ରମେ ଗୋବରି, ବ୍ରାହ୍ମନୀ, ବୈତରଣୀ, ଖରଶ୍ରୋତା, ବିରୂପା, ପାଇକା, ଚିତ୍ରୋତପାଳା ଏବଂ ହଂସୁଆ।
 
== ଯୋଗାଯୋଗ ଓ ପରିବହନ ==
କେନ୍ଦ୍ରପଡ଼ା ସହରଟି ରାଜଧାନୀ [[ଭୁବନେଶ୍ଵର]]ଠାରୁ ପ୍ରାୟ ୭୫ କି.ମି. ଦୂରରେ ଅବସ୍ଥିତ । ପାଖାପାଖି ରେଳ ଷ୍ଟେସନ ହେଉଛି କଟକ ଓ ରାହାମ ।
୪୯

ଗୋଟି ସମ୍ପାଦନା