"କଳାହାଣ୍ଡି ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୭ କ ଧାଡ଼ି:
| longEW = E
| coordinates_display = inline,title
|map_caption = [[ଓଡ଼ିଶା|ଓଡ଼ିଶାରେ]]ରେ ଅବସ୍ଥାନ
| named_for =
| seat_type = [[ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକା|ବିଧାନ ସଭା]]
| seat = ୫ଟି ଆସନ {{collapsible list|title={{nbsp}}|୧. [[ଲାଞ୍ଜିଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଲାଞ୍ଜିଗଡ଼]](୭୭)</br>୨. [[ଜୁନାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଜୁନାଗଡ଼]](୭୮)</br>୩. [[ଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଧର୍ମଗଡ଼]](୭୯)</br>୪. [[ଭବାନୀପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଭବାନୀପାଟଣା]](୮୦)</br>୫. ନର୍ଲା(୮୧)}}
|subdivision_type = ଦେଶ
|subdivision_name = [[ଭାରତ]]
୨୯ କ ଧାଡ଼ି:
| subdivision_type3 = ଭାଷା
| subdivision_name3 =[[ଓଡ଼ିଆ ଭାଷା|ଓଡ଼ିଆ]], [[ଇଂରାଜୀ]]
| area_total_km2 = ୭,୯୨୦7920
| population_total = ୧୫,୭୩,୦୫୪
| population_as_of =୨୦୧୧
| population_rank = [[ଓଡ଼ିଶା|ଓଡ଼ିଶାରେ]]ରେ ଏକାଦଶ (୧୧/୩୦)
| population_density_km2 = 199
| population_urban = ୧,୨୧,୯୨୪
୪୬ କ ଧାଡ଼ି:
| temp_summer =
| temp_winter =
| area_total_km2 = ୭,୯୨୦
| area_blank1_title =
| area_blank1_km2 =
|timezone = [[ଭାରତୀୟ ମାନକ ସମୟ|IST]] (+୫.୩୦)
|postal_code_type = ଡାକ କୋଡ଼ (ପିନ୍)
Line ୫୬ ⟶ ୫୩:
| registration_plate = OD-08
|blank_name_sec1 = ଜିଲ୍ଲାପାଳ
|blank_info_sec1= ଗୋବିନ୍ଦ୍ରଡ. ଚନ୍ଦ୍ରବୃନ୍ଦା ସେଠୀଡି
| website = {{official|kalahandi.nic.in}}
}}
 
'''କଳାହାଣ୍ଡି''' (ଆଞ୍ଚଳିକ ଭାଷାରେ କଳାହାନି ମଧ୍ୟ କୁହାଯାଇଥାଏ) [[ଭାରତ|ଭାରତରଓଡ଼ିଶା]] [[ଓଡ଼ିଶା|ଓଡ଼ିଶାରେ]]ପଶ୍ଚିମାଞ୍ଚଳରେ ଥିବାଅବସ୍ଥିତ ଏକ ଜିଲ୍ଲା । ଏହା ଏକ ପୁରାତନ ସଭ୍ୟତାର ମୂଳକେନ୍ଦ୍ର ଭାବରେ ବିବେଚିତ । ପ୍ରତ୍ନତତ୍ତ୍ଵ ପ୍ରମାଣ ଅନୁସାରେ ଏଠାରେ ପ୍ରସ୍ତର ଯୁଗ ଓ ଲୌହ ଯୁଗର ମାନବ ବସତିର ସୂଚନା ମିଳିଥାଏ ।<ref>B.Mishra, J. Bengal Art, Vol.9&10, 2004-2005, 383-410</ref>
 
ଅସୁରଗଡ଼ ଠାରେ ୨୦୦୦ ବର୍ଷ ଆଗରୁ ଏକ ଉନ୍ନତ ଓ ସଭ୍ୟ ସହର ଜନ ବସତି ଥିବା ଜଣାଯାଏ ।<ref>P.Mohanty, B. Mishra, Op. Cit,2000; C.R. Mishra, S. Pradhan, op. cit. 1989-1990, Infra, F.N.79</ref>
 
ଆଗ କାଳରେ ଏହା '''ମହାକାନ୍ତର''' (ଅର୍ଥ ବିଶାଳ ଜଙ୍ଗଲ) ଓ ''କାରୁଣ୍ଡା ମଣ୍ଡଳ'' (କାରୁଣ୍ଡାର ଅର୍ଥ ମାଣିକ) ଭାବରେ ଜଣା ଥିଲା ଯାହା ଏଠାରେ ମାଣିକ<!--Manik-->, ଲାଲ ପଥର<!--Garnet (red stone)-->, ବେରୁଜ<!--Beruz-->, ନୀଲମ<!--Neelam (blue stone)-->, ଓ ଆଲେକଜାଣ୍ଡ୍ରା<!--Alexandra--> ଆଦି ମିଳୁଥିବାର ଜଣାଯାଏ । [[ମାଣିକେଶ୍ୱରୀ ମନ୍ଦିର|ମାଣିକେଶ୍ଵରୀ]] (ମାଣିକର ଠାକୁରାଣୀ) କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କ ଉପସ୍ଥିତି ଏହି ଜିଲ୍ଲାର ଇତିହାସ ସହ ଯୋଡ଼ା । ଏହା ଫିରିଙ୍ଗି ଶାସନ କାଳରେ ଏକ ରାଜ ଶାସନାଧୀନ ରାଜ୍ୟ ଥିଲା ଓ କଳାହାଣ୍ଡି ଜିଲା "କଳାହାଣ୍ଡି" ଓ [[ନୂଆପଡ଼ା ଜିଲାଜିଲ୍ଲା|ନୂଆପଡ଼ା]]କୁ ନେଇ ତିଆରି ହୋଇଥିଲା । ୧୯୬୭ରେ, ଶାସନର ସୁବିଧା ନିମନ୍ତେ କଳାହାଣ୍ଡିର କାଶୀପୁର ବ୍ଲକ [[ରାୟଗଡ଼ା ଜିଲାଜିଲ୍ଲା]]କୁ ସ୍ଥାନାନ୍ତର କରାଗଲା । ୧୯୮୦ରେ, କଳାହାଣ୍ଡିର ନାମ ପଛୁଆ ଓ ଅନାହାର ମୃତ୍ୟୁ ସହ ଯୋଡ଼ାଗଲା ।<ref name="mindfully.org">http://www.mindfully.org/Food/Kalahandi-Syndrome-Sharma19apr02.htm</ref> ତେବେ ଏସବୁ ସତ୍ତ୍ୱେ ବି ଇତିହାସ, ଚାଷ ବାସ, ବନ ସମ୍ବଳ, ମୁଲ୍ୟବାନ ପଥର, ବକ୍ସାଇଟ, ଲୋକନାଟ, ହାତକାମ ଓ କଳାରେ ଏହା ଏକ ସମୃଦ୍ଧ ଜିଲ୍ଲା । ୧୯୯୩ରେ, ନୂଆପଡ଼ା ସଦର ମହକୁମା ଏକ ଅଲଗା ଜିଲ୍ଲା ଭାବରେ ଗଢ଼ାଗଲା, କିନ୍ତୁ [[କଳାହାଣ୍ଡି (ଲୋକ ସଭା ନିର୍ବାଚନ ମଣ୍ଡଳୀ)|କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀ]]ରେ <!--[[Kalahandi (Lok Sabha constituency)]]--> ଏବେ ଯାଏଁ ବି '''କଳାହାଣ୍ଡି''' ଓ [[ନୂଆପଡ଼ା ଜିଲ୍ଲା]] ଅଛି।
 
== ଭୂଗୋଳ ==
[[ଫା|thumb|right|କଳାହାଣ୍ଡିର ପ୍ରକୃତି]]
କଳାହାଣ୍ଡି {{coord|20|4|58.8|N|83|12|0|E}} ରେ ଅବସ୍ଥିତ ।<ref>''Orissa District Gazetters, Kalahandi, 2</ref> ଓ ଏହା [[ଓଡ଼ିଶା]]ର ଦକ୍ଷିଣ-ପଶ୍ଚିମ ଭାଗକୁ ନେଇ ତିଆରି ।
 
Line ୭୬ ⟶ ୭୨:
 
=== ଜନଗଣନା ===
୨୦୧୧ ଜନଗଣନା <ref>[http://www.censusindia.gov.in/2011-prov-results/data_files/orissa/Data%20Sheet-%20Orissa-Provisional.pdf Census 2011: Odisha: Provisional Population Totals]</ref> ଅନୁସାରେ କଳାହାଣ୍ଡି ଜିଲ୍ଲାର ମୋଟ ଲୋକସଂଖ୍ୟା ୧୫,୭୩,୦୫୪ |ଏଥିମଧ୍ୟରୁ।ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୪,୫୧,୧୩୦ ଓ ସହରାଞ୍ଚଳରେ ୧,୨୧,୯୨୪ ଲୋକ ବାସ କରନ୍ତି <ref>[http://www.censusindia.gov.in/2011-prov-results/paper2/data_files/Orissa/Data-sheet-Orissa.pdf Census 2011: Odisha: Rural Urban Distribution]</ref> |
* ପୁରୁଷ: ୭,୮୫,୧୭୯
* ମହିଳା: ୭,୮୭,୮୭୫
Line ୮୭ ⟶ ୮୩:
'''କଳାହାଣ୍ଡି''' ଆକ୍ଷରିକ ଭାବରେ ''କଳାରେ ଭରା ହାଣ୍ଡି''କୁ ବୁଝାଇଥାଏ । ଏହି ଶବ୍ଦ '''ଗୁଡ଼ହାଣ୍ଡି ଗୁମ୍ଫା'''ରେ କଳା ଓ ନାଲି ରଙ୍ଗରେ ଖୋଦିତ ପ୍ରାକ-ଐତିହାସିକ କଳାରୁ ଆସିଥିବା ବିଶ୍ଵାସ କରାଯାଇଥାଏ । ଏଠାରେ ପଥରରେ ତିଆରି ନାନା ଅଳଙ୍କାର ଦେଖିବାକୁ ମିଳିଥାଏ । ''ହବସିପୁରୀ ଢାଞ୍ଚା''ରେ ତିଆରି ଶାଢ଼ୀ ଏଠାରେ ଦେଖିବାକୁ ମିଳିଥାଏ । ଖଲିପଦରର କାଠ କମ ମଧ୍ୟ ଦେଶ ବିଦେଶକୁ ରପ୍ତାନି କରାଯାଇଥାଏ ।
== ଲୋକ ନାଟ ==
କଳାହାଣ୍ଡିରେ ନାନା ପ୍ରକାର ଆଦିବାସୀ ଓ ଅଣ-ଆଦିବାସୀ ନାଟ ଦେଖିବାକୁ ମିଳିଥାଏ । ଏଠାକାର ନାଚ [[ବଲାଙ୍ଗିର ଜିଲା|ବଲାଙ୍ଗିର]]ଜିଲ୍ଲା[[ସମ୍ବଲପୁର ଜିଲା]]ରେଜିଲ୍ଲାରେ ଦେଖାଯାଉଥିବା '''[[ଡାଲଖାଇ]], [[ଜାଇଫୁଲ]], [[ରସରକେଳି]], [[ସଜନୀ]]''' ଆଦି ନାଚ ସହ ସାମଞ୍ଜସ୍ୟ ଦେଖିବାକୁ ମିଳିଥାଏ ।<ref>C. Pasayat, (Ed.) (2008), Paschima Odisara Lokageeta (in Oriya), Bhubaneswar: Folklore Foundation</ref> ସାରି ଗୀତ, ଫୋଲିଆ ଗୀତ, ପ୍ରକୃତି ସହ ଯୋଡ଼ା ନାନାପ୍ରକାରର ଗୀତ ମଧ୍ୟ ଏଠାରେ ପ୍ରଚଳିତ ଯାହା [[କୋରାପୁଟ ଜିଲାଜିଲ୍ଲା]]ର '''ବୋରିଆ ଗୀତ, ନିଆଳିମାଳି, କଳାକୋଳିକ'' ଆଦି ଗୀତ ସହ ସାମଞ୍ଜସ୍ୟ ଥିବାର ଦେଖାଯାଏ ।
[[ଫା|thumb|right|ଘୁମୁରା ନାଚ]]
କଲାହାଣ୍ଡି ଜିଲ୍ଲାରେ ଘୁମୁରା ସବୁଠୁ ପ୍ରସିଦ୍ଧ ବୀର ବାଦ୍ୟ ଅଟେ ।<!--ଲୋକେ ଏହାକୁ ଭୁଲି ଜାଉଛନ୍ତି.ଏହି ବାଦ୍ୟ ଆମ ଦେହର ରକ୍ତ ସହିତ ମିସି କି ରହିଛି.-->
କଳାହାଣ୍ଡିରେ ନାନା ପ୍ରକାର ଆଦିବାସୀ ଓ ଅଣ-ଆଦିବାସୀ ନାଟ ଦେଖିବାକୁ ମିଳିଥାଏ । ଏଠାକାର ନାଚ [[ବଲାଙ୍ଗିର ଜିଲା|ବଲାଙ୍ଗିର]] ଓ [[ସମ୍ବଲପୁର ଜିଲା]]ରେ ଦେଖାଯାଉଥିବା '''[[ଡାଲଖାଇ]], [[ଜାଇଫୁଲ]], [[ରସରକେଳି]], [[ସଜନୀ]]''' ଆଦି ନାଚ ସହ ସାମଞ୍ଜସ୍ୟ ଦେଖିବାକୁ ମିଳିଥାଏ ।<ref>C. Pasayat, (Ed.) (2008), Paschima Odisara Lokageeta (in Oriya), Bhubaneswar: Folklore Foundation</ref> ସାରି ଗୀତ, ଫୋଲିଆ ଗୀତ, ପ୍ରକୃତି ସହ ଯୋଡ଼ା ନାନାପ୍ରକାରର ଗୀତ ମଧ୍ୟ ଏଠାରେ ପ୍ରଚଳିତ ଯାହା [[କୋରାପୁଟ ଜିଲା]]ର '''ବୋରିଆ ଗୀତ, ନିଆଳିମାଳି, କଳାକୋଳିକ'' ଆଦି ଗୀତ ସହ ସାମଞ୍ଜସ୍ୟ ଥିବାର ଦେଖାଯାଏ ।
[[ଫା|thumb|right|କଳାହାଣ୍ଡିର ଘୁମୁରା ନାଚ]]
 
କଲାହାଣ୍ଡି ଜିଲ୍ଲାରେ ଘୁମୁରା ସବୁଠୁ ପ୍ରସିଦ୍ଧ ବୀର ବାଦ୍ୟ ଅଟେ ।<!--ଲୋକେ ଏହାକୁ ଭୁଲି ଜାଉଛନ୍ତି.ଏହି ବାଦ୍ୟ ଆମ ଦେହର ରକ୍ତ ସହିତ ମିସି କି ରହିଛି.-->
== ଦର୍ଶନୀୟ ସ୍ଥାନ ==
[[File:Phulijharan.jpg|thumb|ଫୁରଲିଝରଣ ଜଳପ୍ରପାତ]]
* [[ଜୁନାଗଡ]]
* [[ଅସୁରଗଡ]]
* [[ଧର୍ମଗଡ]]
*ବେଲଖଡୀ
*କୁସୁଲଳା
*[[ଫୁରଲିଝରଣ]]
* [[File:Phulijharan.jpg|thumb|ଫୁରଲିଝରଣଡୋକ୍ରିଚଞ୍ଚଡ଼ା ଜଳପ୍ରପାତ]]
* [[ଅସୁରଗଡ଼]]
* [[ଧର୍ମଗଡ଼]]
 
== ଆଧାର ==
Line ୧୦୬ ⟶ ୯୭:
{{commons category|Kalahandi district|କଳାହାଣ୍ଡି ଜିଲ୍ଲା}}
* {{official|http://kalahandi.nic.in/}}
* [http://groups.yahoo.com/group/kalahandia/ Kalahandia, an e-Group Club]
* [http://kbk.nic.in/kalahandi.htm/ Map of Kalahandi]
* [http://bhub2.ori.nic.in/kpolice/phone.asp Important Phone Numbers]
* [http://www.interconnection.org/antodaya/ Antodaya Kalahandi]
* [http://www.ohpcltd.com/indravati/index.htm/ Indravati Project]
 
Line ୧୨୩ ⟶ ୧୧୧:
|Northwest = [[ନୂଆପଡ଼ା ଜିଲ୍ଲା]]
}}
{{DEFAULTSORT:କଳାହାଣ୍ଡି ଜିଲ୍ଲା}}
{{ଓଡ଼ିଶା}}
 
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
{{DEFAULTSORT:କଳାହାଣ୍ଡି ଜିଲ୍ଲା}}
[[ଶ୍ରେଣୀ:କଳାହାଣ୍ଡି ଜିଲ୍ଲା]]
[[ଶ୍ରେଣୀ:ଭାରତୀୟ ଜିଲ୍ଲା ସମୁହ]]