"ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "Digital object identifier"
Created by translating the page "Digital object identifier"
୪ କ ଧାଡ଼ି:
 
ବସ୍ତୁର ମେଟାଡାଟା DOI ସହଯୋଗରେ ସାଇତାହୋଇଥାଏ । ଏଥିରେ ହୁଏତ ଏକ ଅବସ୍ଥିତି ଯଥା ୟୁଆରଏଲ (ବସ୍ତୁଟି କେଉଁଠି ମିଳିବ ତାହା ସୂଚାଇଥାଏ) ଆଦି ଅନ୍ତର୍ଭୁକ୍ତ । ଏକ ଡକୁମେଣ୍ଟ ପାଇଁ ଥିବା DOI ଉକ୍ତ ଡକୁମେଣ୍ଟର ଜୀବନକାଳ ସାରା ଠିକ ହୋଇ ରହିଥାଏ । ତେବେ ତାହାର ଅବସ୍ଥିତି ଓ ମେଟାଡାଟା ବଦଳିଥାଏ । ଏକ ଡକୁମେଣ୍ଟର DOIରୁ ତାହାର ମେଟାଡାଟା ବାବଦରେ ଜଣାଇବା ଯୋଗୁ କେବଳ URL ବ୍ୟବହାର କରିବା ଅପେକ୍ଷା ଏକ ସ୍ଥିର ଲିଙ୍କିଙ୍ଗ ମିଳିଥାଏ । କାରଣ URL ବଦଳିଲେ ମଧ୍ୟ ନୂଆ URLଟି ପାଇଁ ପ୍ରକାଶକଙ୍କୁ କେବଳ DOIର ମେଟାଡାଟା ବଦଳାଇବାକୁ ପଡ଼ିବ ।<ref>{{Cite book|title=How to Build a Digital Library|last=Witten, Ian H.|last2=David Bainbridge|last3=David M. Nichols|date=2010|publisher=Morgan Kaufmann|isbn=978-0-12-374857-7|edition=2nd|location=Amsterdam; Boston|pages=352–253|last-author-amp=yes}}</ref><ref>{{Cite journal|title=Linking to journal articles in an online teaching environment: The persistent link, DOI, and OpenURL|last=Langston|first=Marc|last2=Tyler|first2=James|date=2004|journal=The Internet and Higher Education|issue=1|doi=10.1016/j.iheduc.2003.11.004|volume=7|pages=51–58}}</ref><ref>{{Cite journal|url=http://www.bloomberg.com/bw/stories/2001-07-22/online-extra-how-the-digital-object-identifier-works|title=How the 'Digital Object Identifier' works|date=23 July 2001|publisher=[[BusinessWeek]]|accessdate=20 April 2010|quote=Assuming the publishers do their job of maintaining the databases, these centralized references, unlike current Web links, should never become outdated or broken.}}</ref>
 
ଏକ DOI ନାମ ମାନକ ସୂଚକ ରେଜିଷ୍ଟ୍ରି ଯଥା [[ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର|ISBN]] ଓ ISRC ଆଦି ଠାରୁ ଅଲଗା । ଏକ ସୂଚକ ରେଜିଷ୍ଟ୍ରିର ଉଦ୍ଦେଶ୍ୟ ଦିଆଯାଇଥିବା ଏକ ରେଜିଷ୍ଟ୍ରି ଦଳ ପରିଚାଳନା କରିବା । କିନ୍ତୁ DOIର ପ୍ରାଥମିକ କାମ କାମ କରିପାରୁଥିବା ଓ ଅନ୍ତଃକାର୍ଯ୍ୟକାରୀ ଏକ ସୂଚକମାନଙ୍କ ସମାହାର ତିଆରିକରିବା ।
 
== ଟୀକା ==