"ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "Digital object identifier"
Created by translating the page "Digital object identifier"
୧ କ ଧାଡ଼ି:
ଏକ '''ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର''' ('''DOI''') ଏକ ପ୍ରକାରର [[Persistent identifier|ପର୍ସିସେଣ୍ଟ ଆଇଡେଣ୍ଟିଫାୟର]] । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନ ଦ୍ୱାରା ପରିଚାଳିତ ।<ref>{{Citation|last=Paskin|first=Norman|chapter=Digital Object Identifier (DOI®) System|title=Encyclopedia of Library and Information Sciences|date=2010|publisher=Taylor and Francis|pages=1586–1592|edition=3rd}}</ref>
 
DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" ।<ref name="iso">{{Cite web}}</ref> ଏଣୁ ''DOI'' "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
 
ବସ୍ତୁର ମେଟାଡାଟା DOI ସହଯୋଗରେ ସାଇତାହୋଇଥାଏ । ଏଥିରେ ହୁଏତ ଏକ ଅବସ୍ଥିତି ଯଥା ୟୁଆରଏଲ (ବସ୍ତୁଟି କେଉଁଠି ମିଳିବ ତାହା ସୂଚାଇଥାଏ) ଆଦି ଅନ୍ତର୍ଭୁକ୍ତ । ଏକ ଡକୁମେଣ୍ଟ ପାଇଁ ଥିବା DOI ଉକ୍ତ ଡକୁମେଣ୍ଟର ଜୀବନକାଳ ସାରା ଠିକ ହୋଇ ରହିଥାଏ । ତେବେ ତାହାର ଅବସ୍ଥିତି ଓ ମେଟାଡାଟା ବଦଳିଥାଏ । ଏକ ଡକୁମେଣ୍ଟର DOIରୁ ତାହାର ମେଟାଡାଟା ବାବଦରେ ଜଣାଇବା ଯୋଗୁ କେବଳ URL ବ୍ୟବହାର କରିବା ଅପେକ୍ଷା ଏକ ସ୍ଥିର ଲିଙ୍କିଙ୍ଗ ମିଳିଥାଏ । କାରଣ URL ବଦଳିଲେ ମଧ୍ୟ ନୂଆ URLଟି ପାଇଁ ପ୍ରକାଶକଙ୍କୁ କେବଳ DOIର ମେଟାଡାଟା ବଦଳାଇବାକୁ ପଡ଼ିବ ।<ref>{{Cite book|title=How to Build a Digital Library|last=Witten, Ian H.|last2=David Bainbridge|last3=David M. Nichols|date=2010|publisher=Morgan Kaufmann|isbn=978-0-12-374857-7|edition=2nd|location=Amsterdam; Boston|pages=352–253|last-author-amp=yes}}</ref><ref>{{Cite journal|title=Linking to journal articles in an online teaching environment: The persistent link, DOI, and OpenURL|last=Langston|first=Marc|last2=Tyler|first2=James|date=2004|journal=The Internet and Higher Education|issue=1|doi=10.1016/j.iheduc.2003.11.004|volume=7|pages=51–58}}</ref><ref>{{Cite journal|url=http://www.bloomberg.com/bw/stories/2001-07-22/online-extra-how-the-digital-object-identifier-works|title=How the 'Digital Object Identifier' works|date=23 July 2001|publisher=[[BusinessWeek]]|accessdate=20 April 2010|quote=Assuming the publishers do their job of maintaining the databases, these centralized references, unlike current Web links, should never become outdated or broken.}}</ref>
 
== ଟୀକା ==