"ଶୁଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୭ କ ଧାଡ଼ି:
ଶୁଆର ଦୁଇଟି ଆଖି, ଏକ ଶକ୍ତ ଵକ୍ର ଥଣ୍ଟ, ଶକ୍ତ ଗୋଡ଼, ପଞ୍ଝା ଅଛି।ବହୁତ ଶୁଆ ଦେଖିବାକୁ ଏକା ରଙ୍ଗର ଓ ଆଉ କିଛି ଶୁଆଙ୍କର ରଙ୍ଗ ଏକାଧିକ ରଙ୍ଗର ହୋଇଥାଏ।ଅଧିକାଂଶ ଶୁଆଙ୍କର ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ହେଉଛି ମଞ୍ଜି, ଫଳ, କଢ଼ ଓ ଗଛର ଅନ୍ୟ ଅଂଶ।କିଛି ଜାତିର ଶୁଆ ପଶୁମାନଙ୍କୁ ଓ ପଚା ସଢା ମାଂସ ଖାଇଥିବା ବେଳେ ଲୋରିସ୍ ଓ ଲୋରିକିଟ୍ସ ଶୁଆ ରସାଳ ପୁଷ୍ପ ଓ କୋମଳ ଫଳ ଖାଇଥାନ୍ତି।ପ୍ରାୟ ସବୁ ଶୁଆ ଗଛ କୋରଡ଼ରେ ରୁହନ୍ତି।
ଶୁଆମାନଙ୍କର ମେଧା ଶକ୍ତି, କାଉ, ଡାମରା କାଉ, ଭଦ ଭଦଳିଆ ପକ୍ଷୀମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଅଟନ୍ତି।ଏମାନେ ମନୁଷ୍ୟ ସ୍ୱରକୁ ଅନୁକରଣ କରିପାରି ନିଜର ଲୋକପ୍ରିୟତା ବୃଦ୍ଧି କରାଇପାରନ୍ତି ଓ ପୋଷା ମଧ୍ୟ ହୋଇ ପାରନ୍ତି।କିଛି ଶୁଆମାନେ ବୁଦ୍ଧିମାନ ହୋଇଥିବାରୁ ଚାରି ପାଞ୍ଚ ବର୍ଷର ମଣିଷ ପରି କଥା କହିଥାନ୍ତି।
==ଆଧାର==
 
[[ଶ୍ରେଣୀ:ପକ୍ଷୀ]]
"https://or.wikipedia.org/wiki/ଶୁଆ"ରୁ ଅଣାଯାଇଅଛି