"ଶଙ୍କର୍ଷଣ ମଙ୍ଗରାଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଶଙ୍କର୍ଷଣ ମଙ୍ଗରାଜ ଆରମ୍ଭ କରାଗଲା
 
ଜୀବନୀ
୪୬ କ ଧାଡ଼ି:
'''ଶଙ୍କର୍ଷଣ ମଙ୍ଗରାଜ''', [[ଆକାଶବାଣୀ କଟକ]]ର ଜଣେ ଅବସରପ୍ରାପ୍ତ ଭାଷ୍ୟକାର । "ଅନୁଚିନ୍ତା" କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ ସେ ଶ୍ରୋତାମାନଙ୍କ ନିକଟରେ ପରିଚିତ ।
 
ଶଙ୍କର୍ଷଣ, ୧୯୪୩ ମସିହାରେ<ref>{{cite book|title=Orissa reference: glimpses of Orissa|url=http://books.google.com/books?id=1RBuAAAAMAAJ|year=2001|publisher=TechnoCAD Systems}}</ref> [[ଖୋର୍ଦ୍ଧା ଜିଲ୍ଲା]]ର ଗାଁ ତରାପିରେ ଜନ୍ମଗ୍ରହଣ କରିଥିଲେ । ସେ କୁହୁଡି ଜନତା ହାଇସ୍କୁଲରୁ ଏକାଦଶ ତଥା ପୁରୀର [[ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ|ଏସ.ସି.ଏସ କଲେଜ]]ରୁ ପ୍ରି-ଇଉନିଭରସିଟି ପାସ କରିଥିଲେ । ତାପରେ [[ରେଭେନ୍ସା ମହାବିଦ୍ୟାଳୟ]]ରୁ ସ୍ନାତକ ଓ [[ରାଧାନାଥ ଟ୍ରେନିଂ କଲେଜ]]ରୁ ବି.ଇ.ଡି ପାସ କରି ଶିକ୍ଷକତା ଆରମ୍ଭ କରିଥିଲେ । ସ୍ନାତକୋତ୍ତର ପଢିବା ଇଚ୍ଛାରେ, ଚାକିରି ଛାଡି ପୁଣି ରେଭେନ୍ସାରେ ନାମ ଲେଖାଇଥିଲେ । ସ୍କୁଲବେଳରୁ ସେ ଗପ, କବିତା, ପ୍ରବନ୍ଧ ଓ ଜୀବନୀ ଆଦି ଲେଖିବା ଆରମ୍ଭ କରିଥିଲେ । ପତ୍ରପତ୍ରିକାରେ ତାଙ୍କ ଲେଖା ମଧ୍ୟ ପ୍ରକାଶ ପାଉଥିଲା । ସ୍ନାତକୋତ୍ତର ପଢିବା ବେଳକୁ ଜଣେ ଆକାଶବାଣୀରେ କାମ କରୁଥିବା ଜଣେ ପରିଚିତ ବ୍ୟକ୍ତି ତାଙ୍କୁ ଏକ ପରିବାର କଲ୍ୟାଣ ଭିତ୍ତିକ କାର୍ଯ୍ୟକ୍ରମରେ ଭାଗନେବାକୁ କହିଲେ । <ref>{{citeସେହି news|title=ପ୍ରଥମ ରୋଜଗାର|url=http://www.dharitri.com/chhutidina/110916/p10.htm|accessdate=17ବେତାର Septemberକାର୍ଯ୍ୟକ୍ରମରେ 2016ତାଙ୍କୁ ୬୦ ଟଙ୍କା ପାରିଶ୍ରମିକ ମିଳିଥିଲା । ତା ପରେ ଆକଶବାଣୀରେ ସେ ଆନାଉନ୍ସର ଭାବରେ ଯୋଗ ଦେଇଥିଲେ ଓ [[ଜୟପୁର, କୋରାପୁଟ|newspaper=ଧରିତ୍ରୀଜୟପୁରରେ]] ତାଙ୍କର ପ୍ରଥମ ପୋଷ୍ଟିଂ ହୋଇଥିଲା । ୨୫୦ଟଙ୍କା ଦରମା ମିଳୁଥିଲା । ପାଞ୍ଚ ବର୍ଷ ଜୟପୁରରେ ରହିଲା ପରେ, ତାଙ୍କର [[କଟକ]] ବଦଳି ହୋଇଥିଲା । କଟକରେ ଯୋଗଦେବାର ବର୍ଷେ ପରେ ସେ ଛୁଟି ନେଇ [[ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ]]ରେ ସାମ୍ବାଦିକତା ପାଠ ପଢିଥିଲେ । ପୁଣି ଆସି କଟକ କେନ୍ଦ୍ରରେ ଯୋଗଦେଇଥିଲେ । ୨୦୦୨ ମସିହାରେ ସେ ଆକାଶବାଣୀ କଟକ କେନ୍ଦ୍ରରୁ ଛୁଟିଦିନସିନିୟର ୧୧-୧୭ଆନାଉନ୍ସର ୨୦୧୬ଭାବରେ ପୃଷ୍ଠାସେବାନିବୃତ ୧୦}}</ref>ହୋଇଥିଲେ
 
== ସାହିତ୍ୟ ସର୍ଜନା ==
ଅବସର ପରେ ଶଙ୍କର୍ଷଣ ସାହିତ୍ୟ ସାଧନାରେ ବ୍ରତି ଅଛନ୍ତି । ଦିବ୍ୟ ସନ୍ଦେଶ ନାମକ ଏକ ମାସିକିଆ [[ଓଡ଼ିଆ ଭାଷା|ଓଡ଼ିଆ]] ପତ୍ରିକାର ସମ୍ପାଦନା କରୁଛନ୍ତି । "ଅନୁଚିନ୍ତା" ନାମରେ ତାଙ୍କର ଏକ ଆଧାତ୍ମିକ ପୁସ୍ତକ ମଧ୍ୟ ପ୍ରକାଶ ପାଇଛି ।<ref>{{cite news|title=ପ୍ରଥମ ରୋଜଗାର|url=http://www.dharitri.com/chhutidina/110916/p10.htm|accessdate=17 September 2016|newspaper=ଧରିତ୍ରୀ ଛୁଟିଦିନ ୧୧-୧୭ ୨୦୧୬ ପୃଷ୍ଠା ୧୦}}</ref>
== ଆଧାର ==
{{ଆଧାର}}