"ଶୁଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୫ କ ଧାଡ଼ି:
 
ଶୁଆ ମୋଟାମୋଟି ଭାବେ ୩୯୩ ଜାତିର ଅଟନ୍ତି।ଶୁଆକୁ ସିଟାସିନି ମଧ୍ୟ କୁହାଯାଏ।ଏହି ଶୁଆମାନେ କ୍ରାନ୍ତୀୟ ଓ ଉପ-କ୍ରାନ୍ତୀୟ ଅଞ୍ଚଳରେ ମୁଖ୍ୟତଃ ଦେଖାଯାଆନ୍ତି।ଶୁଆମାନଙ୍କୁ ୩ ଟି ଶ୍ରେଣୀରେ ବିଭକ୍ତ କରାଯାଇଛି।ଯଥା:-[[:en: Psittacoidea|ସିଟାକୋଏଡିଆ]](ପ୍ରକୃତ ଶୁଆ),[[:en:Cacatuoidea|କାକୁଟୋଏଡିଆ]](କୋକା ଟୋସ୍) ଓ [[:en: Strigopoidea|ସ୍ଟ୍ରିଗୋପୋଏଡିଆ]](ନିଉଜଲ୍ୟାଣ୍ଡ ଶୁଆ)।ଶୁଆକୁ ଶୂକ ମଧ୍ୟ କୁହାଯାଏ।
ଶୁଆର ଦୁଇଟି ଆଖି, ଏକ ଶକ୍ତ ଵକ୍ର ଥଣ୍ଟ, ଶକ୍ତ ଗୋଡ଼, ପଞ୍ଝା ଅଛି।ବହୁତ ଶୁଆ ଦେଖିବାକୁ ଏକା ରଙ୍ଗର ଓ ଆଉ କିଛି ଶୁଆଙ୍କର ରଙ୍ଗ ଏକାଧିକ ରଙ୍ଗର ହୋଇଥାଏ।ହୋଇଥାଏ।ଅଧିକାଂଶ ଶୁଆଙ୍କର ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ହେଉଛି ମଞ୍ଜି, ଫଳ, କଢ଼ ଓ ଗଛର ଅନ୍ୟ ଅଂଶ।କିଛି ଜାତିର ଶୁଆ ପଶୁମାନଙ୍କୁ ଓ ପଚା ସଢା ମାଂସ ଖାଇଥିବା ବେଳେ ଲୋରିସ୍ ଓ ଲୋରିକିଟ୍ସ ଶୁଆ ରସାଳ ପୁଷ୍ପ ଓ କୋମଳ ଫଳ ଖାଇଥାନ୍ତି।
 
[[ଶ୍ରେଣୀ:ପକ୍ଷୀ]]
"https://or.wikipedia.org/wiki/ଶୁଆ"ରୁ ଅଣାଯାଇଅଛି