"ତାଳପତ୍ର ପୋଥି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୭ କ ଧାଡ଼ି:
 
== ଇତିହାସ ==
ତାଳପତ୍ର ପୋଥିଗୁଡ଼ିକ ଚାରିକୋଣିଆ କରି କଟାଯାଇଥିବା ଶୁଖିଲା ତାଳପତ୍ର ଉପରେ କାଳିରେ ଲେଖାଯାଇଥାଏ । ସାଧାରଣତଃ ପ୍ରତିଟି ପତ୍ରରେ କଣା କରାଯାଇଥାଏ ଫଳରେ ସୂତାରେ ସେଗୁଡ଼ିକ ବାନ୍ଧି ବହି ଭଳି କରିହେବ । ତାଳପତ୍ର ପୋଥି କେବଳ ଏକ ନିର୍ଦ୍ଦିଷ୍ଟ ସମୟ ଲାଗି ତିଆରି ହୋଇଥିଲା (କେଇ ଦଶନ୍ଧିରୁ ପାଖାପାଖି ୬୦୦ ବର୍ଷ ଯାଏ) ଓ ତାହା ପରେ ନୂଆ ତାଳପତ୍ରକୁ ଉତରାଯାଉଥିଲା    ପୁରୁଣା ତାଳପତ୍ର ଆର୍ଦ୍ରତା, ପୋକମାନଙ୍କ ବଢ଼ିବା ଓ ପତ୍ରର ଭଙ୍ଗୁର ଗୁଣ ସକାଶେ ନଷ୍ଟ ହୋଇଯାଉଥିବା ହେତୁ ନଷ୍ଟ ହୋଇଯାଉଥିବାରୁ ଏହି ପଦ୍ଧତି ଆପଣାଯାଇଥିଲା । ଓଡ଼ିଶାରେ କରଣମାନେ ପ୍ରଥମେ ଚାଳପତ୍ରରେ ଅଭିଲେଖ କରଣୀରେ ଲେଖି ତାହା ରାଜାଙ୍କ ଅନୁମୋଦନ ନିମନ୍ତେ ପୃଷ୍ଠପୋଷକଙ୍କୁ ଦେଉଥିଲେ । ରାଜାଙ୍କ ଅନୁମୋଦନ ପାଇଲା ପରେ ତାହା ତମ୍ବାପଟାରେ ଖୋଦାଯାଉଥିଲା । ଷଷ୍ଟ ଶତାବ୍ଦୀରେ ପ୍ରଥମେ ଏକ ତମ୍ବାପଟା ଅଭିଲେଖ ତାଳପତ୍ରରୁ ନକଲ ହୋଇଥିଲା । ଏହି ଶତାବ୍ଦୀରେ ବିଧିବଦ୍ଧ ଭାବେ ତାଳପତ୍ରରେ ଲିଖନ ଆରମ୍ଭ ହୋଇଥିବାର ଅନୁମାନ କରାଯାଏ । ଗୋଲାକାର ଲିପିରେ ତାଳପତ୍ରରେ ଲେଖିବା ଅପେକ୍ଷାକୃତ ସହଜ ହେତୁ ଓଡ଼ିଆରେ ଲିଖିତ ତାଳପତ୍ରର ସଂଖ୍ୟା ସର୍ବାଧିକ । ଅଧୁନା ତନ୍ତ୍ର, ଦର୍ଶନ, ଜ୍ୟୋତିଷ, ଆୟୁର୍ବେଦ, ଧର୍ମଶାସ୍ତ୍ର, ପୁରାଣ, ବୈଦିକ ସାହିତ୍ୟ, ପୁରାଣ ଆଦି ଖୋଦିତ ହୋଇଥିବା ପୋଥିସବୁ ମଠ, ଦେଉଳ, ଗାଦି, ରାଜଉଆସ, ବ୍ରାହ୍ମଣ ଶାସନ ଆଦିରେ ରହିଛି ।<ref name="pbs.org"/><ref name=odishamuseum>{{cite web|title=Making of Palmleaf Manuscript|url=http://www.odishamuseum.nic.in/?q=videos|publisher=Odisha Museum|accessdate=18 September 2016}}</ref>
ଓଡ଼ିଶାରେ କରଣମାନେ ପ୍ରଥମେ ଚାଳପତ୍ରରେ ଅଭିଲେଖ କରଣୀରେ ଲେଖି ତାହା ରାଜାଙ୍କ ଅନୁମୋଦନ ନିମନ୍ତେ ପୃଷ୍ଠପୋଷକଙ୍କୁ ଦେଉଥିଲେ । ରାଜାଙ୍କ ଅନୁମୋଦନ ପାଇଲା ପରେ ତାହା ତମ୍ବାପଟାରେ ଖୋଦାଯାଉଥିଲା । ଷଷ୍ଟ ଶତାବ୍ଦୀରେ ପ୍ରଥମେ ଏକ ତମ୍ବାପଟା ଅଭିଲେଖ ତାଳପତ୍ରରୁ ନକଲ ହୋଇଥିଲା । ଏହି ଶତାବ୍ଦୀରେ ବିଧିବଦ୍ଧ ଭାବେ ତାଳପତ୍ରରେ ଲିଖନ ଆରମ୍ଭ ହୋଇଥିବାର ଅନୁମାନ କରାଯାଏ । ଗୋଲାକାର ଲିପିରେ ତାଳପତ୍ରରେ ଲେଖିବା ଅପେକ୍ଷାକୃତ ସହଜ ହେତୁ ଓଡ଼ିଆରେ ଲିଖିତ ତାଳପତ୍ରର ସଂଖ୍ୟା ସର୍ବାଧିକ । ଅଧୁନା ତନ୍ତ୍ର, ଦର୍ଶନ, ଜ୍ୟୋତିଷ, ଆୟୁର୍ବେଦ, ଧର୍ମଶାସ୍ତ୍ର, ପୁରାଣ, ବୈଦିକ ସାହିତ୍ୟ, ପୁରାଣ ଆଦି ଖୋଦିତ ହୋଇଥିବା ପୋଥିସବୁ ମଠ, ଦେଉଳ, ଗାଦି, ରାଜଉଆସ, ବ୍ରାହ୍ମଣ ଶାସନ ଆଦିରେ ରହିଛି ।<ref name="pbs.org"/>
 
== ଆଧାର ==