"ତାଳପତ୍ର ପୋଥି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେNo edit summary
୪ କ ଧାଡ଼ି:
'''ତାଳପତ୍ର ପୋଥି'''ଗୁଡ଼ିକ ଶୁଖିଲା ତାଳପତ୍ରରେ ତିଆରି ଅଭିଲେଖ । ଏଗୁଡ଼ିକ ସାଧାରଣତଃ ଅଭିଲେଖ ତିଆରି କାମରେ [[ଦକ୍ଷିଣ ଏସିଆ]] ଓ [[ଦକ୍ଷିଣପୂର୍ବ ଏସିଆ]]ରେ ପଞ୍ଚମ ଶତାବ୍ଦୀରେ ବ୍ୟବହୃତ ହେଉଥିଲା ।<ref>http://www.cedar.buffalo.edu/~zshi/Papers/kbcs04_261.pdf</ref> ଏଗୁଡ଼ିକ ତା' ଆଗରୁ ମଧ୍ୟ ବ୍ୟବହୃତ ହୋଇଥାଇପାରେ ।<ref name="pbs.org">{{cite web|url=http://www.pbs.org/thestoryofindia/gallery/photos/10.html |title=Literature &#124; The Story of India - Photo Gallery |publisher=PBS |date= |accessdate=2013-11-13}}</ref> ତାଳପତ୍ରରେ ଅଭିଲିଖନ ପ୍ରଥମେ ଦକ୍ଷିଣ ଏସିଆରୁ ଆରମ୍ଭ ହୋଇ ପରେ ବାକି ଦେଶମାନଙ୍କରେ ଆରମ୍ଭ ହୋଇଥିଲା । ବୋରାସସ ଜାତିର (ପାଲମାଇରା ତାଳ) ଗଛର ପତ୍ର କିମ୍ବା  ତାଳ ([[ଓଳ ପତ୍ର]], କରିଫା ଅମ୍ବ୍ରାକୁଲିଫେରା ବା ତାଳିପଟ ତାଳ) ଶୁଖିଲା ପତ୍ରକୁ ଧୂଆଁରେ ରଖାଯାଇ.<ref name="pbs.org"/>
 
[[ନେପାଳ]]<nowiki/>ରୁ ମିଳିଥିବା ନବମ ଶତାବ୍ଦୀର ସଂସ୍କୃତ ଶୈବବାଦ ରଚନା ଏବେ ଯାଏ ଆବିଷ୍କୃତ ସର୍ବପୁରାତନ ପୋଥି । ଏହା ଅଧୁନା କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟ ପାଠାଗାରରେ ସଂରକ୍ଷିତ ।<ref name="cupparameshplm">[http://cudl.lib.cam.ac.uk/view/MS-ADD-01049-00001/9 Pārameśvaratantra (MS Add.1049.1) with images], Puṣkarapārameśvaratantra, University of Cambridge (2015)</ref>
 
== ଇତିହାସ ==