"ତାଳପତ୍ର ପୋଥି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଫିଚ
No edit summary
୨ କ ଧାଡ଼ି:
[[File:Palm leaf etching of Odisha.webm|thumb|ତାଳପତ୍ରରେ ଖୋଦେଇ ପଦ୍ଧତି ।]]
[[ଫାଇଲ:COLLECTIE_TROPENMUSEUM_Geschrift_op_lontarblad_TMnr_1534-8b.jpg|thumb|ଇଣ୍ଡୋନେସିଆର ବାଲିରୁ ମିଳିଥିବା ଏକ ତାଳପତ୍ର ପୋଥି । ଏଥିରେ ତାଳପତ୍ରସବୁକୁ ଏକାଠି କରି କିପରି ଏକ ବହି ତିଆରି ହେଲା ସେ ବାବଦରେ ଜାଣିହେବ ।]]
'''ତାଳପତ୍ର ପୋଥି'''ଗୁଡ଼ିକ ଶୁଖିଲା ତାଳପତ୍ରରେ ତିଆରି ଅଭିଲେଖ । ଏଗୁଡ଼ିକ ସାଧାରଣତଃ ଅଭିଲେଖ ତିଆରି କାମରେ [[ଦକ୍ଷିଣ ଏସିଆ]] ଓ [[ଦକ୍ଷିଣପୂର୍ବ ଏସିଆ]]<nowiki/>ରେ ପଞ୍ଚମ ଶତାବ୍ଦୀରେ ବ୍ୟବହୃତ ହେଉଥିଲା ।<ref>http://www.cedar.buffalo.edu/~zshi/Papers/kbcs04_261.pdf</ref> ଏଗୁଡ଼ିକ ତା' ଆଗରୁ ମଧ୍ୟ ବ୍ୟବହୃତ ହୋଇଥାଇପାରେ ।<ref name="pbs.org">{{Cite web}}</ref> ତାଳପତ୍ରରେ ଅଭିଲିଖନ ପ୍ରଥମେ ଦକ୍ଷିଣ ଏସିଆରୁ ଆରମ୍ଭ ହୋଇ ପରେ ବାକି ଦେଶମାନଙ୍କରେ ଆରମ୍ଭ ହୋଇଥିଲା । ବୋରାସସ ଜାତିର (ପାଲମାଇରା ତାଳ) ଗଛର ପତ୍ର କିମ୍ବା  ତାଳ ([[ଓଳ ପତ୍ର]], କରିଫା ଅମ୍ବ୍ରାକୁଲିଫେରା ବା ତାଳିପଟ ତାଳ) ଶୁଖିଲା ପତ୍ରକୁ ଧୂଆଁରେ ରଖାଯାଇ.<ref name="pbs.org">{{Citecite web|url=http://www.pbs.org/thestoryofindia/gallery/photos/10.html |title=Literature &#124; The Story of India - Photo Gallery |publisher=PBS |date= |accessdate=2013-11-13}}</ref>
 
[[ନେପାଳ]]<nowiki/>ରୁ ମିଳିଥିବା ନବମ ଶତାବ୍ଦୀର ସଂସ୍କୃତ ଶୈବବାଦ ରଚନା ଏବେ ଯାଏ ଆବିଷ୍କୃତ ସର୍ବପୁରାତନ ପୋଥି । ଏହା ଅଧୁନା କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟ ପାଠାଗାରରେ ସଂରକ୍ଷିତ ।<ref name="cupparameshplm">[http://cudl.lib.cam.ac.uk/view/MS-ADD-01049-00001/9 Pārameśvaratantra (MS Add.1049.1) with images], Puṣkarapārameśvaratantra, University of Cambridge (2015)</ref>
 
== ଇତିହାସ ==
ତାଳପତ୍ର ପୋଥିଗୁଡ଼ିକ ଚାରିକୋଣିଆ କରି କଟାଯାଇଥିବା ଶୁଖିଲା ତାଳପତ୍ର ଉପରେ କାଳିରେ ଲେଖାଯାଇଥାଏ । ସାଧାରଣତଃ ପ୍ରତିଟି ପତ୍ରରେ କଣା କରାଯାଇଥାଏ ଫଳରେ ସୂତାରେ ସେଗୁଡ଼ିକ ବାନ୍ଧି ବହି ଭଳି କରିହେବ । ତାଳପତ୍ର ପୋଥି କେବଳ ଏକ ନିର୍ଦ୍ଦିଷ୍ଟ ସମୟ ଲାଗି ତିଆରି ହୋଇଥିଲା (କେଇ ଦଶନ୍ଧିରୁ ପାଖାପାଖି ୬୦୦ ବର୍ଷ ଯାଏ) ଓ ତାହା ପରେ ନୂଆ ତାଳପତ୍ରକୁ ଉତରାଯାଉଥିଲା । ପୁରୁଣା ତାଳପତ୍ର ଆର୍ଦ୍ରତା, ପୋକମାନଙ୍କ ବଢ଼ିବା ଓ ପତ୍ରର ଭଙ୍ଗୁର ଗୁଣ ସକାଶେ ନଷ୍ଟ ହୋଇଯାଉଥିବା ହେତୁ ନଷ୍ଟ ହୋଇଯାଉଥିବାରୁ ଏହି ପଦ୍ଧତି ଆପଣାଯାଇଥିଲା ।
ଓଡ଼ିଶାରେ କରଣମାନେ ପ୍ରଥମେ ଚାଳପତ୍ରରେ ଅଭିଲେଖ କରଣୀରେ ଲେଖି ତାହା ରାଜାଙ୍କ ଅନୁମୋଦନ ନିମନ୍ତେ ପୃଷ୍ଠପୋଷକଙ୍କୁ ଦେଉଥିଲେ । ରାଜାଙ୍କ ଅନୁମୋଦନ ପାଇଲା ପରେ ତାହା ତମ୍ବାପଟାରେ ଖୋଦାଯାଉଥିଲା । ଷଷ୍ଟ ଶତାବ୍ଦୀରେ ପ୍ରଥମେ ଏକ ତମ୍ବାପଟା ଅଭିଲେଖ ତାଳପତ୍ରରୁ ନକଲ ହୋଇଥିଲା । ଏହି ଶତାବ୍ଦୀରେ ବିଧିବଦ୍ଧ ଭାବେ ତାଳପତ୍ରରେ ଲିଖନ ଆରମ୍ଭ ହୋଇଥିବାର ଅନୁମାନ କରାଯାଏ । ଗୋଲାକାର ଲିପିରେ ତାଳପତ୍ରରେ ଲେଖିବା ଅପେକ୍ଷାକୃତ ସହଜ ହେତୁ ଓଡ଼ିଆରେ ଲିଖିତ ତାଳପତ୍ରର ସଂଖ୍ୟା ସର୍ବାଧିକ । ଅଧୁନା ତନ୍ତ୍ର, ଦର୍ଶନ, ଜ୍ୟୋତିଷ, ଆୟୁର୍ବେଦ, ଧର୍ମଶାସ୍ତ୍ର, ପୁରାଣ, ବୈଦିକ ସାହିତ୍ୟ, ପୁରାଣ ଆଦି ଖୋଦିତ ହୋଇଥିବା ପୋଥିସବୁ ମଠ, ଦେଉଳ, ଗାଦି, ରାଜଉଆସ, ବ୍ରାହ୍ମଣ ଶାସନ ଆଦିରେ ରହିଛି ।<ref name="pbs.org">{{cite web|url=http://www.pbs.org/thestoryofindia/gallery/photos/10.html |title=Literature &#124; The Story of India - Photo Gallery |publisher=PBS |date= |accessdate=2013-11-13}}</ref>
 
== ଆଧାର ==