"ଆକାଶଗଙ୍ଗା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୧ କ ଧାଡ଼ି:
[[File:Milky Way Arch.jpg|thumb|Milky Way Arch]]
 
ଅମର ଆକାଶ ଗଙ୍ଗାର ବ୍ୟାସ ପ୍ରାୟ ୧,୦୦,୦୦୦ ରୁ ୧,୨୦,୦୦୦ [[ଆଲୋକବର୍ଷ]]। ଯାହାକି ପ୍ରାୟ ୧,୫୦,୦୦୦ ରୁ ୧,୮୦,୦୦୦ [[ଆଲୋକବର୍ଷ]] ପର୍ଯ୍ୟନ୍ତ ହୋଇପାରେ। ଆକାଶ ଗଙ୍ଗାରେ ପ୍ରାୟ ୧୦,୦୦୦ କୋଟି ରୁ ୪୦,୦୦୦ କୋଟି ପର୍ଯ୍ୟନ୍ତ ତାରକା ରହିପାରେ।ସେହିପରି ଆକାଶ ଗଙ୍ଗାରେ ୧୦,୦୦୦ କୋଟି ଗ୍ରହ ଅବସ୍ଥିତ। ଆମର ସୌରଜଗତ ଆକାଶ ଗଙ୍ଗାର ଗୋଲାକାର ପରିଧି ମଧ୍ୟରେ ଅବସ୍ଥିତ ଯାହାକି ଆକାଶ ଗଙ୍ଗାର କେନ୍ଦ୍ରରୁ ୨୭,୦୦୦ [[ଆଲୋକବର୍ଷ]] ଦୁରରେ ଅବସ୍ଥିତ। ଏହ ଆକାଶ ଗଙ୍ଗାର ଅନ୍ତଃ କ୍ଷେତ୍ରରେ ଅବସ୍ଥିତ। ଆକାଶ ଗଙ୍ଗାର କେନ୍ଦ୍ରରୁ ୧୦,୦୦୦ ଅଲୋକବର୍ଷ ପର୍ଯ୍ୟନ୍ତ କେବଳ ମହାକାଶିୟ ବାଦଲ ଏବଂ ଧୁଳିରେ ପରିପୂର୍ଣ୍ଣ।
 
[[ଶ୍ରେଣୀ:ମହାକାଶ ବିଜ୍ଞାନ]]