"ତମାଖୁର ସ୍ଵାସ୍ଥ୍ୟ ଉପରେ ପ୍ରଭାବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
[[File:Pfeifentabak-front.jpg|thumb|ତମ୍ବାଖୁ]]
[[ତମ୍ବାଖୁ]]ର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ଆଲୋଚନାରେ ଏହାର ସ୍ଥିତି, ପ୍ରକ୍ରିୟା ଓ ଅନ୍ୟାନ୍ୟ ବିଷୟ ରହିବ । ପ୍ରାଥମିକ ସ୍ତରରେ ସିଗାରେଟ ତମ୍ବାଖୁ ବା ଟବାକୋ ଉପରେ ଏହାର ଅନୁଶୀଳନ କେନ୍ଦ୍ରୀଭୁତ ହୋଇଛି ଓ ଅନ୍ୟାନ୍ୟ ତମ୍ବାଖୁ ଅପେକ୍ଷା ଏହା ଉପରେ ଏହାର ଅଧିକ ଅନୁଶୀଳନ ହୋଇଛି।<br />
ସଂସାରରେ ତମ୍ଵାଖୁ ହେଉଛି ଏକ ମାତ୍ର ସର୍ବାଧିକ ମୃତ୍ୟୁ ନିବାରଣକାରୀ ପଦାର୍ଥ<ref name="isbn92-4-159628-7">{{cite book | author = World Health Organization | title = WHO Report on the Global Tobacco Epidemic 2008: The MPOWER Package | edition = | language = | publisher = World Health Organization | location = Geneva | year = 2008 | pages = | isbn = 92-4-159628-7 | url = http://www.who.int/tobacco/mpower/mpower_report_full_2008.pdf }}{{Page needed|date=November 2010}}</ref> । [[ହୃତପିଣ୍ଡ]], [[କଲିଜା]] ଓ [[ଫୁସଫୁସ]] ଏହାର ପ୍ରଭାବରେ ଆକ୍ରାନ୍ତ ହୁଅନ୍ତି । [[ହୃଦଘାତ]], [[ସ୍ଟ୍ରୋକ୍]], [[କ୍ରନିକ୍ ଅବ୍‌ସ୍ଟ୍ରକ୍ଟିଭ ପଲ୍‌ମୋନାରି ରୋଗ]] ([[ଏମ୍ଫିସେମା]], [[କ୍ରନିକ ବ୍ରୋଙ୍କାଇଟିସ୍]]), ସ୍ଵର ପେଟିକା ପାଟି ଓ ଅଗ୍ନାଶୟରେ କର୍କଟ ଧୁମ୍ରପାନ ଧୁମ୍ରପାନ ଯୋଗୁ ହୁଏ । [[ଉଚ୍ଚ ରକ୍ତଚାପ]] ଓ ରକ୍ତନଳୀ ରୋଗ ମଧ୍ୟ ଏହା ଯୋଗୁ ହୁଏ । କେତେ ସମୟ ଧରି ଓ କେତେ ସଂଖ୍ୟକ ଧୁମ୍ରପାନ ହେଉଛି ତାହା ଉପରେ ଏହାର ପ୍ରଭାବ ନିର୍ଭର କରେ । ଅଳ୍ପ ବୟସରୁ ଆରମ୍ଭ ଓ ସିଗାରେଟରେ ଥିବା ଟାର ଏହି ରୋଗ ସଙ୍କଟ ବଢେଇ ଦିଏ । ଧୁମପାୟୀଙ୍କ ନିକଟରେ ରହି ଧୁଆଁ ପ୍ରଶ୍ଵାସରେ ନେଲେ ମଧ୍ୟ ସବୁ ବୟସ ନିମନ୍ତେ କ୍ଷତି କାରକ ହୁଏ<ref name="pmid3303311">{{cite journal | author = Vainio H | title = Is passive smoking increasing cancer risk? | journal = Scand J Work Environ Health | volume = 13 | issue = 3 | pages = 193–6 | year = 1987 | month = June | pmid = 3303311 | doi =10.5271/sjweh.2066 }}</ref> । ଏହାକୁ ସେକଣ୍ଡ ହ୍ୟାଣ୍ଡ ଧୁମ୍ରପାନ କହନ୍ତି । ଅବିକଶିତ ଦେଶମାନଙ୍କରେ ମିଳୁଥିବା ସିଗାରେଟରେ ଟାର ଅଧିକ ଥାଏ ଓ ଏଥିରେ ଫିଲ୍‌ଟର ନ ଥିବାରୁ ଅଧିକ ସଂଙ୍କଟ ଜନକ ହୁଏ<ref name = "Nichter_1991">{{cite journal | jstor = 648675 | doi = 10.1525/maq.1991.5.3.02a00040 | title = Saving the Children for the Tobacco Industry | year =1991 | author = Nichter M, Cartwright E | journal = Medical Anthropology Quarterly | volume = 5 | issue = 3 | pages = 236–56 }}</ref>। <br />