"ଆଲୋକବର୍ଷ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
No edit summary |
ଟିକେ added Category:ମହାକାଶ ବିଜ୍ଞାନ using HotCat |
||
୧ କ ଧାଡ଼ି:
ଆଲୋକବର୍ଷ ହେଉଛି ଏକ ଦୂରତା ମପିବାର ଏକକ। ଏହା ସାହାଯ୍ୟରେ ମହାକାଶରେ ବିଭିନ୍ନ ମହାକାଶିକ ବସ୍ତୁ ମାନଙ୍କର ଦୂରତା ମପାଯାଏ। ଏହା ପ୍ରାୟ ୯ ଲକ୍ଷ କୋଟି କିଲୋମିଟର(୯୦,୦୦,୦୦,୦୦,୦୦,୦୦୦)। ଆଲୋକ ବହୁତ କ୍ଷିପ୍ର ବେଗରେ ଗତି କରିଥାଏ। ଏହ ଏକ ସେକେଣ୍ଡ ରେ ୨,୯୯,୭୯୩ କିଲୋମିଟର ଦୂରତା ଅତିକ୍ରମ କରିଥାଏ ଯାହାକି ପ୍ରାୟ ୩ ଲକ୍ଷ କିଲୋ ମିଟର ସହ ସମାନ। ଆନ୍ତର୍ଜାତିକ ମହାକାଶିୟ ଏକକ ଅନୁସାରେ ଏକ ଆଲୋକ ରଶ୍ମି ଏକ ବର୍ଷ(୩୬୫ ଦିନ ୬ ଘଣ୍ଟା) ରେ ମହାକାଶରେ ଯେତିକି ଦୂରତା ଅତିକ୍ରମ କରେ ତାହାକୁ ଏକ ଆଲୋକ ବର୍ଷ କୁହାଯାଏ।ଏହି ଦୂରତାର ଏକକକୁ ଗ୍ରହ, ନକ୍ଷେତ୍ର ଏବଂ ନିହାରୀକା ମାନଙ୍କର ଦୂରତା ମାପିବାକୁ ବ୍ୟବହାର କରାଯାଏ।
[[ଶ୍ରେଣୀ:ମହାକାଶ ବିଜ୍ଞାନ]]
|