"ଚତୁର୍ଶୃଙ୍ଗୀ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Psubhashish ପୃଷ୍ଠାଟିକୁ ଚତୁର୍ଶ୍ରିଙ୍ଗୀ ମନ୍ଦିରରୁ ଚତୁର୍ଶୃଙ୍ଗୀ ମନ୍ଦିରକୁ ଘୁଞ୍ଚାଇଲେ: ସଠିକ ବନାନ
ସଠିକ ବନାନ
୧ କ ଧାଡ଼ି:
ଚତୁର୍ଶ୍ରିଙ୍ଗୀଚତୁର୍ଶୃଙ୍ଗୀ ମନ୍ଦିର ବୋଲି ମଧ୍ୟ କୁହାଯାଉଥିବା ଚତୁରଶ୍ରୀଙ୍ଗୀଚତୁର୍ଶୃଙ୍ଗୀ ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା ଭରତ ର ମହାରାଷ୍ଟ୍ର ରାଜ୍ୟ ର ପୁନା ସହର ରେ ଅବସ୍ଥିତ । ଏହା ସେନାପତି ବାପତ ରାସ୍ତା ସନ୍ନିକଟ ରେ ଥିବା ପାହାଡ ର ଗଡାଣି ରେ ଅବସ୍ଥିତ । କଥିତ ଅଛି ଯେ ଏହି ମନ୍ଦିର ମରାଠା ରାଜା ଶିବାଜୀ ଙ୍କ ରାଜୁତି କାଳ ରେ ନିର୍ମିତ ହେଇଥିଲା । ଏହି ମନ୍ଦିର ଚତୁର୍ଶ୍ରିଙ୍ଗୀଚତୁର୍ଶୃଙ୍ଗୀ  ଦେବସ୍ଥାନ ଟ୍ରଷ୍ଟ ଦ୍ଵାରା ପରିଚାଳିତ ହୁଏ । 
 
ଚତୁର୍ଶ୍ରିଙ୍ଗୀଚତୁର୍ଶୃଙ୍ଗୀ  କହିଲେ ପ୍ରକୃତ ରେ ଚାରି ଟି ଶ୍ରୁଙ୍ଗର୍ଶୃଙ୍ଗୀ ( peaks) ଥିବା ପର୍ବତ କୁ ବୁଝାଏ । ଏହି ଚତୁର୍ଶ୍ରିଙ୍ଗୀଚତୁର୍ଶୃଙ୍ଗୀ ମନ୍ଦିର ର ଉଛତା  ୯୦ ଫୁଟ ହେଇଥିବାବେଳେ ଏହା ୧୨୫ ଫୁଟ ଦୀର୍ଘ । ଏହି ମନ୍ଦିର ବିଶ୍ବାସ ତଥା ପରମ ଶକ୍ତି କୁ ନିଦର୍ଶନ କରେ । ଏହାର ଅଧିଷ୍ଠାତ୍ରୀ ଦେବୀ ଙ୍କ ଆସନ ପାଖରେ ଦର୍ଶନ କରିବାକୁ ଯାଉଥିବା ଭକ୍ତ ଙ୍କୁ ଶତାଧିକ ସୋପାନ ଚଢିବାକୁ ହୁଏ। ମନ୍ଦିର ପ୍ରାଙ୍ଗଣ ରେ ଦେବୀ ଦୂର୍ଗା ତଥା ଭଗବାନ ଗଣେଶ ଙ୍କ ମନ୍ଦିର ମଧ୍ୟ ରହିଛି । ଏହା ମଧ୍ୟରେ ଅଷ୍ଟବିନାୟକ ଙ୍କ  ମନ୍ଦିରରେ ସୁନ୍ଦର ମୂର୍ତି  ଆଠଟି ମଧ୍ୟ ରହିଛି । ଏହି ସବୁ ସାନ ମନ୍ଦିର ସେଠାରେ ଥିବା ସାନ ପାହାଡ ରେ ୪ ଟି ଶ୍ରୁଙ୍ଗର୍ଶୃଙ୍ଗୀ ଉପରେ ଅବସ୍ଥିତ । ଆହୁରି ମଧ୍ୟ ବେତାଳ ମହାରାଜ ଙ୍କ ମଧ୍ୟ ଏକ ମନ୍ଦିର ସେଇ ପ୍ରାଙ୍ଗଣ ଭିତରେ ବିରାଜମାନ । 
 
== କିମ୍ବଦନ୍ତୀ ==
କିମ୍ବଦନ୍ତୀ କହେ , ପୁରାତନ କାଳ ରେ ସେ ଅଞ୍ଚଳ ରେ  ଦୁର୍ଲଭସେଠ ପୀତାମ୍ବରଦାସ ମହାଜନ ନାମକ ଜଣେ ଧନୀ ଓ ପ୍ରତିପତ୍ତିଶାଳୀ ବଣିକ ବସବାସ କରୁଥିଲେ ।ସେ  ଦେବୀ ଶପ୍ତଶ୍ରୁଙ୍ଗୀଶପ୍ତର୍ଶୃଙ୍ଗୀ ଙ୍କର ଜଣେ ନିଷ୍ଠାପର ଭକ୍ତ ଥିଲେ ଏବଂ ଦେଶ ର ବିଭିନ୍ନ ଆଞ୍ଚଳ ରେ ଥିବା ତାଙ୍କର ମଦିର କୁ ଦର୍ଶନ ନିମନ୍ତେ ନିୟମିତ ଯାଉଥିଲେ । କିନ୍ତୁ ସମୟକ୍ରମେ  ବାର୍ଦ୍ଧକ୍ୟ ଆସିବା ପରେ ସେ ଆଉ ଦୀର୍ଘ ପଥ  ଯାତ୍ରା କରିବାକୁ ଅସମର୍ଥ ହେବା ଯୋଗୁ ଆଉ ଦର୍ଶନ ପାଇଁ ଯାଇ ପାରିଲେ ନାହିଁ । ଦିନେ ରାତିରେ ଦେବୀ ଶପ୍ତଶ୍ରୁଙ୍ଗୀଶପ୍ତର୍ଶୃଙ୍ଗୀ ସ୍ଵପ୍ନ ରେ ତାଙ୍କୁ ଦର୍ଶନ ଦେଇ କହିଲେ " ତମେ ଯଦି ମୋ ପାଖକୁ ଆସି ପାରୁନାହଁ, ମୁ ତୁମ ପାଖକୁ ଯିବି ଓ ତୁମ  ନିକଟ ରେ ରହିବି ।"  ସେ ତାଙ୍କୁ ପୁନେ ସହର ର ଉତ୍ତର ପଶ୍ଚିମ ଭାଗ ରେ ଥିବା ପର୍ବତ କୁ ଆସି ଖୋଦନ କାର୍ଯ୍ୟ କରିବାକୁ ନିର୍ଦେଶ ଦେଲେ । ସତକୁ ସତ ନିର୍ଧାରିତ ଜାଗା ଚିହ୍ନଟ କରି ସେଠାରେ ଖୋଦନ କରିବାରୁ ଅଲୌକିକ ଭାବରେ ସେଠାରେ ଦେବୀ ସ୍ୱୟମ୍ଭୁ ଙ୍କ ପ୍ରକୃତିକ ମୂର୍ତି ପ୍ରଘଟ ହେଲା । ଶେଠ ସେଇ ସ୍ଥଳ ରେ ମନ୍ଦିର ନିର୍ମାଣ କାଳେ ଯାହାକି ପରବର୍ତୀ କାଳ ମାନଙ୍କ  ରେ ପୁନଃ ଉନ୍ନତିକରଣ ହେଇ ବର୍ତମାନ ର ସ୍ଥିତି କୁ ଆସିଲା ।  
 
== ଆରାଧ୍ୟ ଦେବୀ ==
ଏହି ମନ୍ଦିର ର ମୁଖ୍ୟ ଆରାଧ୍ୟ ଦେବୀ ହଉଛନ୍ତି ଦେବୀ ଚତୁର୍ଶ୍ରିଙ୍ଗୀଚତୁର୍ଶୃଙ୍ଗୀ ଯିଏ  ଦେବୀ ଅମ୍ବାରେଶ୍ଵରୀ ନାମ ରେ ମଧ୍ୟ ପରିଚିତ । ଏପରିକି ପୁନା  ସହର ର ଅଧଷ୍ଠାତ୍ରୀ ଦେବୀ ହିସାବ ରେ ତାଙ୍କୁ ସମସ୍ତେ ଆରାଧନା କରିଥାଆନ୍ତି । ମନ୍ଦିର ପରିଚାଳନା ପାଇଁ ଚତୁର୍ଶ୍ରିଙ୍ଗୀଚତୁର୍ଶୃଙ୍ଗୀ ଟ୍ରଷ୍ଟ ରହିଛି ଏବଂ ପ୍ରତିବର୍ଷ ନବରାତ୍ର ସମୟ ରେ ପାହାଡ ର ପଦ ଦେଶ ରେ ବିରାଟ ମେଳା ର ଆୟୋଜନ ହୁଏ । ଏହି ମେଳା କୁ ବିଭିନ୍ନ ଅଞ୍ଚଳ ରୁ ବହୁ ଭକ୍ତ ଆସନ୍ତି ଦେବୀ ଚତୁର୍ଶ୍ରିଙ୍ଗୀଚତୁର୍ଶୃଙ୍ଗୀ ଙ୍କ ଆରାଧନା ପାଇଁ ।  
 
== ବିଶଦ ବିବରଣୀ ପାଇଁ ==