"ଚତୁର୍ଶୃଙ୍ଗୀ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୮ କ ଧାଡ଼ି:
== ଆରାଧ୍ୟ ଦେବୀ ==
ଏହି ମନ୍ଦିର ର ମୁଖ୍ୟ ଆରାଧ୍ୟ ଦେବୀ ହଉଛନ୍ତି ଦେବୀ ଚତୁର୍ଶ୍ରିଙ୍ଗୀ ଯିଏ  ଦେବୀ ଅମ୍ବାରେଶ୍ଵରୀ ନାମ ରେ ମଧ୍ୟ ପରିଚିତ । ଏପରିକି ପୁନା  ସହର ର ଅଧଷ୍ଠାତ୍ରୀ ଦେବୀ ହିସାବ ରେ ତାଙ୍କୁ ସମସ୍ତେ ଆରାଧନା କରିଥାଆନ୍ତି । ମନ୍ଦିର ପରିଚାଳନା ପାଇଁ ଚତୁର୍ଶ୍ରିଙ୍ଗୀ ଟ୍ରଷ୍ଟ ରହିଛି ଏବଂ ପ୍ରତିବର୍ଷ ନବରାତ୍ର ସମୟ ରେ ପାହାଡ ର ପଦ ଦେଶ ରେ ବିରାଟ ମେଳା ର ଆୟୋଜନ ହୁଏ । ଏହି ମେଳା କୁ ବିଭିନ୍ନ ଅଞ୍ଚଳ ରୁ ବହୁ ଭକ୍ତ ଆସନ୍ତି ଦେବୀ ଚତୁର୍ଶ୍ରିଙ୍ଗୀ ଙ୍କ ଆରାଧନା ପାଇଁ ।  
 
== ଏହା ସହ ଦେଖନ୍ତୁ ==
* <nowiki>https://en.wikipedia.org/wiki/List_of_Hindu_temples_in_India</nowiki>
 
== ବିଶଦ ବିବରଣୀ ପାଇଁ ==