"ଚେତନ ଭଗତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Wikipedia python library
ଟିକେNo edit summary
୧୮ କ ଧାଡ଼ି:
}}
 
ପ୍ରଖ୍ୟାତ ଔପନ୍ୟାସିକ ତଥା ଲେଖକ ଏବଂ ପ୍ରେରଣାଦାୟୀ ବକ୍ତା '''ଚେତନ ଭଗତ''' ଆଜି [[ଭାରତ|ଭାରତୀୟ]] ଯୁବପିଢିଙ୍କ ରୋଲ୍ ମଡେଲ୍ । ଚେତନଙ୍କ ଲିଖିତ ୫ଟି୬ ଟି ପୁସ୍ତକ'' ଫାଇଭ୍ ପଏଣ୍ଟ ସମୱାନ୍ '', '' ୱାନ୍ ନାଇଟ୍ ଆଟ୍ କଲ୍ ସେଣ୍ଟର୍ '', ''ଦ ଥ୍ରି ମିଷ୍ଟଟେକ୍ ଅଫ୍ ମାଇଁ ଲାଇଫ୍'' ,'' ଟୁ ଷ୍ଟେଟସ୍ , ଓ ରିଭଲ୍ୟୁସନ୍ ୨୦୨୦ : ଲଭ୍ , କରପସନ୍ ଆଣ୍ଡ ଆମ୍ବିସନ୍,ହାଫ୍ ଗାଲଫ୍ରେଣ୍ଡ୍ ''। ୨୦୧୦ ରେ ସେ ଟାଇମ୍ସର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସ୍ଥାନ ପାଇଥିଲେ ।<ref name="time100">[http://www.time.com/time/specials/packages/completelist/0,29569,1984685,00.html Time 100 most influential people in the world list 2010]. Time.com. Retrieved on 2012-06-19.</ref>
==ଜୀବନ ଓ ପରିବାର==
ଏପ୍ରିଲ ୨୨ , ୧୯୭୪ ରେ [[ନୂଆ ଦିଲ୍ଲୀ]]ର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ଆର୍ମି ମ୍ୟାନ ଓ ମା ସରକାରୀ କର୍ମଚାରୀ ଥିଲେ ।
"https://or.wikipedia.org/wiki/ଚେତନ_ଭଗତ"ରୁ ଅଣାଯାଇଅଛି