"ଲକ୍ଷ୍ମଣ ନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
No edit summary
{{ଛୋଟ|Laxman Nayak}}
{{Infobox person
| name = | image =
| Born image =
| caption = ଲକ୍ଷ୍ମଣ ନାୟକ
| order = ସ୍ୱାଧୀନତା ସଂଗ୍ରାମୀ
| state = ଓଡ଼ିଶା
| Born =
| birth_date = {{birth date|1899|11|22|df=y}}
| birth_place = ତେନ୍ତୁଳିଗୁମ୍ମା, [[କୋରାପୁଟ ଜିଲ୍ଲା]], (ବର୍ତ୍ତମାନର [[ଓଡ଼ିଶାମାଲକାନଗିରି ଜିଲ୍ଲା]] )
| death_date = {{death date and age|1943|03|29|1899|11|22|df=yes}}
| death_place = ବ୍ରହ୍ମପୁର
| children =
| residence =
| profession = [[ସ୍ୱାଧୀନତା ସଂଗ୍ରାମୀ]]
| religion = [[ହିନ୍ଦୁ]]
| website =
| Nationalitynationality = [[ଭାରତୀୟ]]
| signature =
| signature_alt =
}}
 
'''ଲକ୍ଷ୍ମଣ ନାୟକ''' ( ୨୨ ନଭେମ୍ବର ୧୮୯୯ - ୨୯ ମାର୍ଚ୍ଚ ୧୯୪୩ )<ref>{{cite news|last=ଦୁର୍ଗା|first=ପଟ୍ଟନାୟକ|title=ସହିଦଙ୍କୁ ସମ୍ମାନ କେବଳ ଭାଷଣବାଜି !|url=http://odishanewsnitidin.com/index.php?ID=20&PubId=4&schedule=2016-09-11&PageNum=3|accessdate=11 September 2016|newspaper=ନିତିଦିନ}}</ref> ଓଡ଼ିଶାର ଜଣେ ଅଗ୍ରଣି ସ୍ଵାଧୀନତା ସଂଗ୍ରାମୀ । ଆଦିବାସୀ ପାଇଁ ସେ '''ମାଲକାନାଗିରିର ଗାନ୍ଧି''' ଭାବେ ପ୍ରସିଦ୍ଧ ଥିଲେ । <ref name="Laxman Naik" /> ଲକ୍ଷ୍ମଣ ନାୟକ ୧୮୯୯ ମସିହା [[ନଭେମ୍ବର]] ୨୨ ତାରିଖରେ [[କୋରାପୁଟ ଜିଲ୍ଲା]] (ବର୍ତ୍ତମାନର [[ମାଲକାନଗିରି ଜିଲ୍ଲା]])ର ତେନ୍ତୁଲିଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । <ref>{{cite web|title=Birth Anniversary of Sahhed Laxman Nayak|url=http://www.odisha.gov.in/portal/LIWPL/event_archive/Events_Archives/120Saheed_Laxman_Nayak.pdf|accessdate=12 April 2016}}</ref> ଲକ୍ଷ୍ମଣ ଥିଲେ ଦ୍ୱିତୀୟ ସନ୍ତାନ, ବଡଭାଇ ସନିଆ ଓ ସାନଭାଇ ଧନ ଭୁମିୟା । ତାଙ୍କ ପିତା ପଦଲମ ନାୟକ ଜାତିରେ ବୀର ଭୁମିୟା ଓ ଚାଷ ଥିଲା ଜୀବିକା । ଗ୍ରାମବାସୀଙ୍କ ମନୋନୟନ ଅନୁଯାୟୀ ତାଙ୍କୁ [[ଜୟପୁର, କୋରାପୁଟ|କୋରାପୁଟ]] ରାଜା ତୃତୀୟ ବିକ୍ରମଦେବ (ରାଜଗାଦୀ ୧୮୮୯ ରୁ ୧୯୨୦ ) ମୁସ୍ତାଦାର ବା ନାୟକ ପଦର ନିୟୁକ୍ତ କରିଥିଲେ । ଦାୟିତ୍ୱ ଥିଲା ତେନ୍ତୁଲିଗୁମା,ବେଜୁଣୀଗୁଡା,ଲେକିଗୁଡା, ଅଅଁଳାଗୁଡାର ଖଜଣା ଆଦାୟ ।
 
==ସଂକ୍ଷିପ୍ତ ବ୍ୟକ୍ତିଗତ ଜୀବନ ==
==ଆଧାର==
{{ଆଧାର}}
{{Authority control}}
 
[[ଶ୍ରେଣୀ:୧୮୯୯ ଜନ୍ମ]]
[[ଶ୍ରେଣୀ:୧୯୪୩ ମୃତ୍ୟୁ]]
[[ଶ୍ରେଣୀ:ଓଡ଼ିଶାର ସ୍ଵାଧୀନତା ସଂଗ୍ରାମୀ]]
[[ଶ୍ରେଣୀ:କଳାହାଣ୍ଡିକୋରାପୁଟ ଜିଲ୍ଲାର ଲୋକ]]
୨୫,୬୦୬

ଗୋଟି ସମ୍ପାଦନା