"ସାମାଜିକ ଆନ୍ଦୋଳନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ସଂଯୁକ୍ତ ଭାବେ କିଛି ବ୍ୟକ୍ତିବିଶେଷ ଅଥବା ଅନୁଷ୍ଠା..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧ କ ଧାଡ଼ି:
ସଂଯୁକ୍ତ ଭାବେ କିଛି ବ୍ୟକ୍ତିବିଶେଷ ଅଥବା ଅନୁଷ୍ଠାନ ଏକ ମହତ କାର୍ଯ୍ୟ ସମ୍ପାଦନ ଏବଂ ଏହାର ବୃହତ୍ତର ଲକ୍ଷ୍ୟ ପୂରଣ କରିବାକୁ ଏକ ପ୍ରକାର ଉଦ୍ୟମ ବଜାୟ ରଖିବାକୁ ସାମାଜିକ ଆନ୍ଦୋଳନ (Social Movement)କୁହାଯାଏ।ଆନ୍ଦୋଳନ କୁ ସଂମ୍ପୂର୍ଣ କରିବାର ପ୍ରୟାସ ଏହାର ସଦସ୍ୟମାନଙ୍କଠାରେ ଏକ ପ୍ରକାର ନିଶା(Stimuli)ଦେଖାଯାଇଥାଏ। ସାମାଜିକ ଆନ୍ଦୋଳନର ଫଳାଫଳ ପ୍ରାୟତଃ ବାଞ୍ଛନୀୟ ଯଦି ଦାବିଗୁଡିକ ସମୟୋପଯୋଗୀ ହୋଇଥାଏ<ref>John Scott,Oxford Dictionary of Sociology,USA </ref> ।ବର୍ତ୍ତମାନ(୨୦୧୬) ମମୟରେ ଦେଖାଯାଉଥିବା ସାମାଜିକ ଆନ୍ଦୋଳନଗୁଡିକ ହେଲା ଶ୍ରମିକ ସଙ୍ଗଠନ ଆନ୍ଦୋଳନ <ref>The Samaj, Daily Edition, 3rd September 2016, Bhubaneswar Ed </ref> ,ଓଡିଆ ଭାଷା ସାହିତ୍ୟ ଆନ୍ଦୋଳନ ,ନୟାଗଡ ଚାଷୀ ଆନ୍ଦୋଳନ ,ମହାନଦୀ ଜଳ ବଞ୍ଚାଅ ଆନ୍ଦୋଳନ ,ଭବିଷ୍ୟତ ପାଇଁ ଖଣି ଓ ପାଣି ଆନ୍ଦୋଳନ ,ନାରୀ ନିର୍ଯ୍ୟାତନା ଆନ୍ଦୋଳନ ଏବଂ ଓଡିଆ ଯୁବ ସମାଜବିଜ୍ଞାନ ପରିଷଦ<ref>https://www.facebook.com/groups/1349186338429709/?ref=br_rs</ref> ।ସାମାଜିକ ଆନ୍ଦୋଳନ ଗୁଡିକ ସର୍ବଦା ଯୁଗୋପଯୋଗୀ ହେବା ଦରକାର ।ଅହିଂସାଭାବ ଆଧାରିତ ଓ ଶାନ୍ତିପୂର୍ଣ ଆନ୍ଦୋଳନ ଗୁଡିକ ସମାଜ,ବୁଦ୍ଧିଜିବୀ ତଥା ତୃତୀୟ ମହଲାରେ ବିଶେଷ ପ୍ରଭାବ ପକାଇଥାଏ ।