"କ୍ରିଏଟିଭ କମନ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨ କ ଧାଡ଼ି:
କ୍ରିଏଟିଭ କମନ୍ସ(ସିସି) ଏକ ଆମେରିକୀୟ ଅଣଲାଭକାରୀ ସଂସ୍ଥା ଯାହା ରଚନାତ୍ମକ କାମକୁ ଆଇନ‌‌ଗତ ଭାବେ ବାଣ୍ଟିବା ଓ ବ୍ୟଭାର କରିବାରେ ସାହାୟତା କରେ। ଏହି ସଂସ୍ଥା କପିରାଇଟ ଲାଇସେନ୍ସ ରୂପରେ କ୍ରିଏଟିଭ କମନ୍ସ ଲାଇସେନ୍ସ ବା ସିସି ଲାଇସେନ୍ସ ପ୍ରକାଶିତ କରିଛି ଯାହା ନିଶୁଳ୍କ ଭାବେ ବ୍ୟବ‌ହାର କରିହେବ<ref>https://en.wikipedia.org/wiki/Creative_Commons#cite_note-2</ref>। ଏହି ଲାଇସେନ୍ସ ସ୍ରଷ୍ଠାକୁ କିଛି ଅଧିକାର ରଖିବାରେ ସାହାୟତା କରେ। ସ‌ହଜ ରେ ବ୍ୟବ‌ହାରକାରୀକୁ ଲାଇସେନ୍ସ ବିଷୟରେ ବୁଝେଇବା ପାଇଁ କିଛି ପ୍ରତୀକ ମଧ୍ୟ ବ୍ୟବ‌ହାର କରାଯାଏ। କ୍ରିଏଟିଭ କମନ୍ସ କପିରାଇଟର ଅନ୍ୟ ରୁପ ନୁହଁ କିନ୍ତୁ ତା ଉପରେ ଆଧାରିତ ଅଟେ।
 
ଏହି ସଂସ୍ଥା ୨୦୦୧ ମସିହାରେ '''ସେଣ୍ଟର ଫର ପବ୍ମିକ ଡୋମେନ''' ସାହାୟତାର, ଲରେନ୍ସ ଲେସିଗ, ହାଲ ଏବେଲ୍ସନ ଓ ଏରିକ ଏଲଡ୍ରେଡଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା।<ref>{{cite web|url=http://creativecommons.org/about/history|title=Creative Commons: History|accessdate=2011-10-09}}</ref>
== ସିସି ର ଲାଇସେନ୍ସ ==
[[File:Wanna Work Together? with subtitles - Creative Commons.ogv|thumb|thumbtime=97|[http://creativecommons.org/videos/wanna-work-together Wanna Work Together?] animation by Creative Commons]]