"ହୃଦ୍‌ରୋଧ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୧୮ କ ଧାଡ଼ି:
<!-- ସଂଜ୍ଞା ଓ ଲକ୍ଷଣ -->
'''ହୃଦ୍‌ରୋଧ''' ([[ଇଂରାଜୀ ଭାଷା]]ରେ '''Cardiac arrest''') ରୋଗରେ [[ହୃତ୍‌ପିଣ୍ଡ]] ସଙ୍କୋଚନ ହଠାତ୍ ବନ୍ଦ ହେବାରୁ ରକ୍ତ ସରବରାହ ବନ୍ଦ ହୋଇଯାଏ ।<ref name=NIH2016What/> [[ମୂର୍ଚ୍ଛା]] ଓ ଅସାଧାରଣ ଶ୍ୱାସକ୍ରିୟା ବା ଆଦୌ ଶ୍ୱାସକ୍ରିୟା ନ ହେବା ଆଦି ଲକ୍ଷଣ ଦେଖାଯାଏ । <ref name=Fie2009/><ref name=NIH2016Sign/> କେତେକ ଲୋକଙ୍କର [[ଛାତି ଯନ୍ତ୍ରଣା]] ([[:en:chest pain|chest pain]]), [[ଛୋଟ ଶ୍ୱାସକ୍ରିୟା]] ([[:en:shortness of breath|shortness of breath]]), [[ଅଇ]] ([[:en:nausea|nausea]]) ଇତ୍ୟାଦି ଲକ୍ଷଣ ହୃଦ୍‌ରୋଧ ହେବା ପୂର୍ବରୁ ଦେଖାଯାଏ ।<ref name=NIH2016Sign>{{cite web|title=What Are the Signs and Symptoms of Sudden Cardiac Arrest?|url=http://www.nhlbi.nih.gov/health/health-topics/topics/scda/signs|website=NHLBI|accessdate=16 August 2016|date=June 22, 2016}}</ref> କିଛି ମିନିଟ ମଧ୍ୟରେ ଚିକିତ୍ସା ନ ହେଲେ ସାଧାରଣତଃ ମୃତ୍ୟୁ ହୁଏ ।<ref name=NIH2016What>{{cite web|title=What Is Sudden Cardiac Arrest?|url=http://www.nhlbi.nih.gov/health/health-topics/topics/scda|website=NHLBI|accessdate=16 August 2016|date=June 22, 2016}}</ref>
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
କରୋନାରି ଧମନୀ ରୋଗ‌ଯୋଗୁ ([[:en:coronary artery disease|coronary artery disease]]) ସାଧରଣତଃ ହୃଦ୍‌ରୋଧ ରୋଗ ହୁଏ ।<!-- <ref name=NIH2016Ca/> --> ଅତ୍ୟଧିକ ରକ୍ତସ୍ରାବ ([[:en:bleeding|major blood loss]]), ଅମ୍ଳଜାନ ଅଭାବ, ଅଳ୍ପ ପୋଟାସିଅମ ([[:en:hypokalemia|very low potassium]]), ହୃଦ୍‌ପାତ ([[:en:heart failure|heart failure]]), ଓ ଅତ୍ୟଧିକ ଶାରୀରିକ ବ୍ୟାୟାମ କଲେ ମଧ୍ୟ ଏହି ରୋଗ ହୋଇପାରେ ।<!-- <ref name=NIH2016Ca/> --> କେତେକ ବଂଶାନୁକ୍ରମିକ ବେମାରୀ ଯେପରିକି [[ଦୀର୍ଘ କ୍ୟୁଟି ସିଣ୍ଡ୍ରୋମ]] ([[:en:long QT syndrome|long QT syndrome]]) ରୋଗରେ ହୃଦ୍‌ରୋଧ ସଙ୍କଟ ଥାଏ ।<!-- <ref name=NIH2016Ca/> --> ରୋଗ ଆରମ୍ଭ ସମୟରେ [[ଭେଣ୍ଟ୍ରିକୁଲାର ଫିବ୍ରିଲେସନ]] ([[:en:ventricular fibrillation|ventricular fibrillation]]) ହୁଏ&nbsp;।<ref name=NIH2016Ca>{{cite web|title=What Causes Sudden Cardiac Arrest?|url=http://www.nhlbi.nih.gov/health/health-topics/topics/scda/causes|website=NHLBI|accessdate=16 August 2016|date=June 22, 2016}}</ref> ନାଡ଼ି ଅନୁଭବ କରି ନ ପାରିଲେ ଏହି ରୋଗ ହୋଇଥିବା ସିଦ୍ଧ ହୁଏ ।<ref name=Fie2009/> ଉଭୟ [[ହୃଦ୍‌ଘାତ]] ଓ [[ହୃଦ୍‌ପାତ]] ରୋଗମାନଙ୍କରେ '''ହୃଦ୍‌ରୋଧ''' ହେଲେ ମଧ୍ୟ ସେହି ଦୁଇ ରୋଗ ସମାନ ନୁହେଁ ।<ref name=NIH2016What/>
 
 
== ଆଧାର ==
"https://or.wikipedia.org/wiki/ହୃଦ୍‌ରୋଧ"ରୁ ଅଣାଯାଇଅଛି