"ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପୁରସ୍କାର ପାଇଥିବା ସାହିତ୍ୟିକ ମାନଙ୍କର ତାଲିକା
୧ କ ଧାଡ଼ି:
'''ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ''' ଏକ ସାରସ୍ୱତ ସମ୍ମାନ<ref>{{cite book|title=Pratibha India|url=http://books.google.com/books?id=1yBaAAAAMAAJ|year=1997|publisher=A. Sitesh}}</ref> ଯାହା [[ଓଡ଼ିଶା ସାହିତ୍ୟ ଏକାଡେମୀ]] ଦ୍ୱାରା ଓଡ଼ିଆ ସାହିତ୍ୟର ଜଣେ ସାହିତ୍ୟିକଙ୍କ ସମଗ୍ର ରଚନାବଳୀ ପାଇଁ ପ୍ରଦାନ କରାଯାଇଥାଏ । ଏହା ଏକାଡେମୀ ଦ୍ୱାରା ପ୍ରଦତ୍ତ ସର୍ବୋଚ୍ଚ ସାରସ୍ଵତ ସମ୍ମାନ । ଏହା ପଞ୍ଚଦଶ ଶତାବ୍ଦୀର [[ଓଡ଼ିଆ ଭାଷା|ଓଡ଼ିଆ କବି]] ଓ [[ଓଡ଼ିଆ ଭାଗବତ]]ର ରଚୟିତା [[ଜଗନ୍ନାଥ ଦାସ]]ଙ୍କ ନାମରେ ନାମିତ । ପୁରସ୍କାର ବିଜେତାଙ୍କୁ ମାନପତ୍ର, ଉପଢୌକନ ସହ ନଗଦ ଏକ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଏ । <ref>ସମ୍ବାଦ ୨୪/୦୬/୨୦୧୪ ପୃଷ୍ଠା ୩</ref> ୧୯୯୩ରୁ ପ୍ରବର୍ତ୍ତିତ ଏହି ପୁରସ୍କାର ଏ ପର୍ଯ୍ୟନ୍ତ (୨୦୧୩ ଯାଏଁ) କୋଡ଼ିଏ ଜଣ ସାରସ୍ଵତ ସାଧକଙ୍କୁ ପ୍ରଦାନ କରାଯାଇସାରିଛି । ଏହି ପୁରସ୍କାରରସମ୍ମାନର ପ୍ରଥମ ପ୍ରାପକ ହେଉଛନ୍ତି ଓଡ଼ିଆ କବି ରାଧାମୋହନ ଗଡ଼ନାୟକ ।<ref>{{cite web|title=ATIBADI JAGANNATH DAS AWARDS|url=http://orissa.gov.in/e-magazine/orissaannualreference/ORA-2011/pdf/100.pdf|publisher=ଓଡ଼ିଶା ସରକାର|accessdate=15 April 2014}}</ref>
 
==ପୁରସ୍କାରପ୍ରାପ୍ତ ସାହିତ୍ୟିକ ମାନଙ୍କର ତାଲିକା==
 
{| class="wikitable" border="1sortable"
!ବିଜେତାଙ୍କ ନାମ!!କେଉଁ ବର୍ଷ!!ସୂଚନା
|-
!ବିଜେତାଙ୍କସାହିତ୍ୟିକଙ୍କ ନାମ!!କେଉଁସମ୍ମାନ ବର୍ଷ !!ସୂଚନା
|-
||[[ରାଧାମୋହନ ଗଡ଼ନାୟକ]]||୧୯୯୩||
Line ୪୮ ⟶ ୫୦:
|-
||[[ଶାନ୍ତନୁ କୁମାର ଆଚାର୍ଯ୍ୟ]]||୨୦୧୪||
|-
|}<ref>http://odishasahityaakademi.org/ati-badi-jagannath-das-award.php</ref>
||[[ମଧୁସୂଦନ ପତି]]||୨୦୧୪||
|-
||[[ବିଭୂତି ପଟ୍ଟନାୟକ]]||୨୦୧୬||<ref>{{cite news|title=Bibhuti Patnaik to receive Atibadi Jagannath Das Award|url=http://timesofindia.indiatimes.com/city/bhubaneswar/Bibhuti-Patnaik-to-receive-Atibadi-Jagannath-Das-Award/articleshow/54200342.cms|accessdate=9 September 2016|newspaper=ଟାଇମ୍ସ ଅଫ ଇଣ୍ଡିଆ}}</ref>
|}
 
==ଆଧାର==
{{ଆଧାର}}
==ଅଧିକ ତଥ୍ୟ==
* [http://odishasahityaakademi.org/ati-badi-jagannath-das-award.php ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାରପ୍ରାପ୍ତ ସାରସ୍ଵତ ସାଧକ/ ସାଧିକା]
{{ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର}}