"ଗୋପାଳ ଚନ୍ଦ୍ର ପ୍ରହରାଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨୬ କ ଧାଡ଼ି:
 
==ଲେଖକ ଜIବନୀ==
ଶ୍ରୀ ପ୍ରହରାଜ ୧୯୦୧ ମସିହାରେ '''ଉତ୍କଳ ସାହିତ୍ୟ''' ପତ୍ରିକାରେ [[ଭାଗବତ ଟୁଙ୍ଗୀରେ ସନ୍ଧ୍ୟା]] ଶୀର୍ଷକରେ ପ୍ରବନ୍ଧ ଲେଖିବା ଆରମ୍ଭ କରିଥିଲେ ଏବଂ ଏହା ହେଉଛି ଲେଖକଙ୍କର ପ୍ରଥମ କରି ପ୍ରକାଶିତ ହୋଇଥିବା ଲେଖା । ସେ [[ଫକରୀଫକୀର ମୋହନ ସେନାପତି]]ଙ୍କ ପଥକୁ ଅନୁସରଣ କରୁଥିଲେ ଏବଂ [[ଓଡ଼ିଆ]] ବ୍ୟଙ୍ଗ ସାହିତ୍ୟକୁ ଏକ ଉଲ୍ଲେଖନୀୟ ଉନ୍ନତୀ କରାଇଥିଲେ । ତାଙ୍କ ଲେଖାରେ [[ଓଡ଼ିଶା]]ର ଅପଭ୍ରଂଶିତ ଭାଷା ସ‌ହିତ ହିନ୍ଦୁସ୍ଥାନୀ, [[ପାରାସି]], [[ଇଂରାଜୀ ଭାଷା|ଇଂରାଜୀ]], [[ସଂସ୍କୃତ ଭାଷା|ସଂସ୍କୃତ]] ଏବଂ ଅନେକ ଭାଷାର ମିଶ୍ରଣ ଦେଖିବାକୁ ମିଳେ ।<ref name=Hindus>{{cite news|title=Reproducing a magnum opus|url=http://www.thehindu.com/todays-paper/tp-features/tp-literaryreview/article3219162.ece|accessdate=25 August 2016|date=3 September 2006}}</ref> ଜୀବନର ଶେଷ ଯାଏ ଭିନ୍ନ ଶୀର୍ଷକ ଥାଇ ସେ ଅନେକ କଷ୍ଟକର ପ୍ରବନ୍ଧ ବିଭିନ୍ନ ପତ୍ରିକାରେ ଲେଖିଥିଲେ । [[ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ|ପୂର୍ଣ୍ଣଚନ୍ଦ୍ର ଭାଷାକୋଷ]]ର ରଚନା ଶେଷ କରିବା ପାଇଁ ସେ ପାଖାପାଖି ୩୦ ବର୍ଷ ନେଇଥିଲେ ।<ref>{{cite book |title=Current Trends in Linguistics |url=http://books.google.com/?id=JqYMTdBws40C&pg=PA138&lpg=PA138&dq=%22Gopala+Chandra+Praharaj%22+-wikipedia#v=onepage&q=%22Gopala%20Chandra%20Praharaj%22%20-wikipedia&f=false |page=138 |year=1972 |accessdate=25 August 2016 |author1=Sebeok |first1=Thomas Albert}}</ref>
 
== ରଚନାବଳୀ ==