"ନାରାୟଣ ସାହୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସାରାଂଶ ଉପକ୍ରମରେ
୩୭ କ ଧାଡ଼ି:
| relatives =
| callsign =
| awards = ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର,<br />ଆକାଶବାଣୀ ନାଟ୍ୟକାର ପୁରସ୍କାର,<br />ଝଙ୍କାର ନାଟକ ପୁରସ୍କାର,<br />[[ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର]]
| signature =
| signature_alt =
| signature_size =
| module =
| module2 =
| module3 =
| module4 =
| module5 =
| module6 =
| website =
| footnotes =
}}
 
'''ନାରାୟଣ ସାହୁ''' (*ଜନ୍ମ ୨୫ ନଭେମ୍ବର ୧୯୫୫), ଓଡ଼ିଶାଜଣେ ସାହିତ୍ୟ[[ଓଡ଼ିଆ ଏକାଡେମୀଭାଷା|ଓଡ଼ିଆ]] ପୁରସ୍କାରପ୍ରାପ୍ତଅଧ୍ୟାପକ ଜଣେ ନାଟ୍ୟକାର ।<ref name="Malhotra2006">{{cite book|author=D. N. Malhotra|title=Sixty Years of Book Publishing in India, 1947-2007|url=http://books.google.com/books?id=1NfgAAAAMAAJ|year=2006|publisher=Federation of Indian Publishers|isbn=978-81-86519-06-6}}</ref> ଏଯାବତ ତାଙ୍କର ୨୦ରୁ ଉର୍ଦ୍ଧ ନାଟକ ପ୍ରକାଶିତ ହୋଇସାରିଛି । ବୃତ୍ତିରେ ସେ ଜଣେ ଅଧ୍ୟାପକ । [[ଉତ୍କଳ ବିଶ୍ଵବିଦ୍ୟାଳୟ]]ରେ ସେ ବହୁ ବର୍ଷ ଧରି ଅଧ୍ୟାପନଅଧ୍ୟାପନା କରିଛନ୍ତି । <ref>{{cite news|title=Sahitya Akademi Plans Monograph on Pranabandhu Kar's Centenary Year|url=http://www.newindianexpress.com/states/odisha/Sahitya-Akademi-Plans-Monograph-on-Pranabandhu-Kars-Centenary-Year/2014/09/14/article2430693.ece|accessdate=6 September 2016|newspaper=The New Indian Express}}</ref> ତାଙ୍କର ନାଟକ ''ଆଶ୍ରା ଖୋଜି ବୁଲୁଥିବା ଇଶ୍ଵର ପାଇଁ'' ପାଇଁ ତାଙ୍କୁ [[ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର]], ଆକାଶବାଣୀ ନାଟ୍ୟକାର ପୁରସ୍କାର, ଝଙ୍କାର ନାଟକ ପୁରସ୍କାର ଓ [[ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର]]ରେ ସମ୍ମାନୀତ ।
 
== ଜୀବନୀ ==
ନାରାୟଣ ସାହୁ ୧୯୫୫ ମସିହା ନଭେମ୍ବର ୨୫ତାରିଖରେ [[ବାଲେଶ୍ୱର ଜିଲ୍ଲା]]ର [[ସୋର]] ଅନ୍ତର୍ଗତ ଉତ୍ତରେଶ୍ଵରଠାରେ ଜନ୍ମଗ୍ରହଣ କରିଥିଲେ ।<ref>{{cite book|title=Reference India|url=http://books.google.com/books?id=1rQZAAAAYAAJ|year=2007|publisher=Tradesman & Men India.}}</ref> ପିଲାବେଳୁ ନାଟକ ଦେଖି, ସେଦିଗରେ ସେ ଆକର୍ଷିତ ହୋଇଥିଲେ । "ତାମସୀତୃଷ୍ଣା" ତାଙ୍କର ମଞ୍ଚସ୍ଥ ହୋଇଥିବା ପ୍ରଥମ ନାଟକ ଥିଲା । "ଆମେ କ୍ରାନ୍ତି" ନାମରେ ତାଙ୍କର ଏକ ନାଟ୍ୟସଂସ୍ଥା ରହିଛି ।
Line ୭୧ ⟶ ୬୬:
 
== ସମ୍ମାନ ଓ ପୁରସ୍କାର ==
* ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (''ଆଶ୍ରା ଖୋଜି ବୁଲୁଥିବା ଇଶ୍ଵର ପାଇଁ'') - ୧୯୯୧<ref>{{cite web|url=http://odishasahityaakademi.org/sahitya-award6.php|title=ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ|publisher=|accessdate=6 September 2016}}</ref><ref>http://odisha.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf</ref>
* ଆକାଶବାଣୀ ନାଟ୍ୟକାର ପୁରସ୍କାର - ୧୯୯୪
* ଝଙ୍କାର ନାଟକ ପୁରସ୍କାର - ୨୦୦୬