-ଶ୍ରେଣୀ:ଓଡ଼ିଆ ଲୋକ; -ଶ୍ରେଣୀ:ଓଡ଼ିଆ ସାହିତ୍ୟ using HotCat
Hellohappy (ଆଲୋଚନା | ଅବଦାନ) (ସାହିତ୍ୟ ସର୍ଜନା) |
(-ଶ୍ରେଣୀ:ଓଡ଼ିଆ ଲୋକ; -ଶ୍ରେଣୀ:ଓଡ଼ିଆ ସାହିତ୍ୟ using HotCat) |
||
ଶୈଶବରୁ କାହ୍ନୁଚରଣ ସାହିତ୍ୟପ୍ରତି ଆକୃଷ୍ଟ ଥିଲେ । [[ଫକୀର ମୋହନ ସେନାପତି]]ଙ୍କ ରଚନାରୁ ସେ ପ୍ରଭାବିତ ହୋଇଥିଲେ । ପ୍ୟାରୀମୋହନ ଏକାଡେମୀରେ ପାଠ ପଢିବାବେଳେ ତାଙ୍କର କେତୋଟି କବିତା ବିଦ୍ୟାଳୟ ପତ୍ରିକାରେ ପ୍ରକାଶିତ ହୋଇଥିଲା । କିନ୍ତୁ ସେ କବିତା ଲେଖିବା ଜାରୀ ରଖିନଥିଲେ । ତାଙ୍କୁ ଲାଗୁଥିଲା ଯଦି [[ସଂସ୍କୃତ ଭାଷା|ସଂସ୍କୃତ]]ରେ କବିତା ଲେଖିନପାରିଲି, ତେବେ ସେ ଜଣେ ପ୍ରକୃତ କବି ବୋଲାଇପାରିବେ ନାହିଁ । ପରବର୍ତ୍ତୀ ସମୟରେ ତାଙ୍କର ହୃଦବୋଧ ହେଲା ଯେ, ତାଙ୍କ ମା ମାଉସୀ, ବାପା ଦାଦି କହୁଥିବା ଭାଷାରେ ମଧ୍ୟ ଗପ ଉପନ୍ୟାସ ଲେଖାଯାଇପାରିବ । ତାପରେ ତାଙ୍କ ଲେଖନୀ ଚଳଚଞ୍ଚଳ ହୋଇଉଠିଲା ଓ ସୃଷ୍ଟି ହୋଇ ଚାଲିଲା ଗୋଟିକ ପରେ ଗୋଟିଏ ଉପନ୍ୟାସ ।<ref>{{cite news|title='ବାଲିରାଜା'ର ସ୍ରଷ୍ଟା|url=http://sambadepaper.com/Details.aspx?id=185082&boxid=23641543|accessdate=11 August 2015|newspaper=ସମ୍ବାଦ ୧୧/୦୮/୨୦୧୫ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୪|date=11 August 2015}}</ref>
=== ଉପନ୍ୟାସ ===
{{div col|3}}
* ବାଲିରାଜା, ୧୯୩୨<ref>{{cite web|last1=ନାୟକ|first1=ଡ. ଅର୍ଚ୍ଚନା|title=କାହ୍ନୁଚରଣ ଏବଂ ସମକାଳର ଭାରତୀୟ ଉପନ୍ୟାସ|url=http://online.fliphtml5.com/dblk/tcdr/#p=27|publisher=ସତ୍ୟବାଦୀ|accessdate=1 September 2016}}</ref>
* ହା ଅନ୍ନ (୧୯୩୫)
* ଅଦେଖା ହାତ (୧୯୪୩)
* ଦୁନିଆର ଦାଉ (୧୯୩୪)
* ନିଷ୍ପତ୍ତି (୧୯୩୨)
*
* ଦୁନିଆର ଦାଉ (୧୯୩୦)
* ହା ଅନ୍ନ (୧୯୩୫)
* ବଗବଗୁଲୀ (୧୯୬୪)
* ଇତିହାସ (୧୯୬୯)
*
* ଛୁଟିଲେ ଘଟ (୧୯୬୮)
* ତିରଙ୍ଗାର ତଳେ (୧୯୬୯)
* କ୍ଷଣିକ (୧୯୮୦)
* ତରକା (୧୯୮୧)
*
* ଲଲାଟଲିଖନ (୧୯୮୩)
* ମେଲାଣି ମାଗୁଣି (୧୯୮୩)
* ପାବନୀ (୧୯୮୪)
* ଯକ୍ଷ (୧୯୮୫)
{{div col end}}
== ସମ୍ମାନ ଓ ପୁରସ୍କାର ==
*
== ଆଧାର ==
{{ଆଧାର}}
{{Authority control}}
{{ଓଡ଼ିଆ ସାହିତ୍ୟ}}
[[ଶ୍ରେଣୀ:
[[ଶ୍ରେଣୀ:୧୯୯୪ ମୃତ୍ୟୁ]]▼
[[ଶ୍ରେଣୀ:କଟକ ଜିଲ୍ଲାର ଲୋକ]]
[[ଶ୍ରେଣୀ:ସାହିତ୍ୟିକ]]
[[ଶ୍ରେଣୀ:ଔପନ୍ୟାସିକ]]
▲[[ଶ୍ରେଣୀ:୧୯୯୪ ମୃତ୍ୟୁ]]
[[ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା]]
|