"ଡିସ୍‌ହାଇଡ୍ରୋସିସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଡିସ୍‌ହାଇଡ୍ରୋସିସ ଏକ ନୂଆ ବିଷୟ ଆରମ୍ଭ କରାଗଲା
 
ଅଧିକ ତ‌ଥ୍ୟ ଦିଆଗଲା
୨୦ କ ଧାଡ଼ି:
<!-- ସଂଜ୍ଞା ଓ ଲକ୍ଷଣ -->
'''ଡିସ୍‌ହାଇଡ୍ରୋସିସ''' ([[ଇଂରାଜୀ ଭାଷା]]ରେ '''Dyshidrosis''' ଏକ ପ୍ରକାର ଚର୍ମ ପ୍ରଦାହ ([[:en:dermatitis|dermatitis]]) ରୋଗ; ଏଥିରେ ପାପୁଲି ଓ ପାଦ ତଳିପାରେ ଗଲୁକାରୀ ଫୋଟକା ହୁଏ ।<ref>{{cite web|title=What Is Atopic Dermatitis? Fast Facts|url=http://www.niams.nih.gov/health_info/atopic_dermatitis/atopic_dermatitis_ff.asp|website=NIAMS|accessdate=11 August 2016|date=November 2014}}</ref> ଫୋଟକା ଆକାର ୧ରୁ ୨ ମିମି ହୋଇଥାଏ ଓ ୩ ସପ୍ତାହରେ ଉପଶମ ହୋଇଯାଏ ।<ref name=Lof2006/><ref name=Ja2011/> ସାଧାରଣତଃ ଫୋଟକା ଲାଲ ଦେଖାଯାଏ ନାହିଁ । <ref name=Lof2006/> ଫୋଟକାଗୁଡ଼ିକ କିନ୍ତୁ ବାରମ୍ବାର ହୁଏ ।<ref name=Ja2011/> ବାରମ୍ବାର ଫୋଟକା ହେବାଦ୍ୱାରା ଚମ ମୋଟା ([[:en:lichenification|skin thickening]]) ହୁଏ ବା ଫାଟିଯାଏ ।<ref name=Lof2006/>
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ଏହାର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।<!-- <ref name=Ja2011/> --> ରୋଗ ସୃଷ୍ଟି କରିବାରେ ଆଲର୍ଜେନ, ଶାରୀରିକ ତ‌ଥା ମାନସିକ [[ଚାପ]] ([[:en:Stress (biology)|stress]]), ବାରମ୍ଭାର ହସ୍ତ ପ୍ରକ୍ଷାଳନ ଓ ଧାତୁଦ୍ରବ୍ୟମାନଙ୍କର ଭୂମିକା ଥାଏ ।<!-- <ref name=Ja2011/> --> ଏହି ରୋଗକୁ ଦେଖି ଓ ଲକ୍ଷଣ ଶୁଣି ସ‌ହଜରେ ରୋଗ ନିର୍ଣ୍ଣୟ କରିହୁଏ । <!-- <ref name=Ja2011/> --> ଏ ରୋଗ ନିର୍ଣ୍ଣୟ ନିମନ୍ତେ ଆଲର୍ଜି ପରୀକ୍ଷା ([[:en:Allergy testing|Allergy testing]]) ଓ ଅନ୍ୟାନ୍ୟ ରୋଗ ଅନୁପସ୍ଥିତି ଦେଖିବା ନିମନ୍ତେ ଜୀବାଣୁ କଲଚର ([[:en:microbial culture|culture]]) କରାଯାଏ ।<ref name=Ja2011>{{cite journal|last1=Colomb-Lippa|first1=D|last2=Klingler|first2=AM|title=Dyshidrosis.|journal=JAAPA : official journal of the American Academy of Physician Assistants|date=July 2011|volume=24|issue=7|pages=54|pmid=21748961}}</ref> ଅନୁରୂପ ଲକ୍ଷଣ ଦେଖାଯାଉଥିବା ଅନ୍ୟ ରୋଗମାନଙ୍କ ନାମ: ପୁସ୍ଚୁଲାର ସୋରିଆସିସ ([[:en:pustular psoriasis|pustular psoriasis]]) ଓ [[କାଛୁ]] ।<ref name=Lof2006/>