"ବ୍ରହ୍ମପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
+ ଆଧାର
୬୩ କ ଧାଡ଼ି:
}}
 
'''ବ୍ରହ୍ମପୁର''' [[ଭାରତ]]ର ଦକ୍ଷିଣପୂର୍ବରେ ସ୍ଥିତ [[ଓଡ଼ିଶା]] ରାଜ୍ୟର, [[ଗଞ୍ଜାମ ଜିଲ୍ଲା]]ର ଏକ ପ୍ରମୁଖ ସହର । ଏହା ରାଜ୍ୟ ରାଜଧାନୀ [[ଭୁବନେଶ୍ଵର]] ଠାରୁ ପ୍ରାୟ ୧୬୦ କି.ମି. (୯୯ ମାଇଲ୍) ଦୂରରେ [[ବଙ୍ଗୋପ ସାଗର]] କୂଳରେ ଥିବା [[ଗୋପାଳପୁର]] ନିକଟରେ ଅବସ୍ଥିତ । ପୁରାତନ କାଳରୁ ଏହା ଓଡ଼ିଶାର ରେଶମ ସହର ଭାବେ ପରିଚିତ । ଏହାକୁ ବର୍ତ୍ତମାନ ଓଡ଼ିଶାର ନୃତ୍ୟ ନଗରୀ ଆଖ୍ୟା ଦିଆ ଯାଇଛି, ବିଶେଷ କରି ପ୍ରିନ୍ସ ଡାନ୍ସ ଗ୍ରୁପ ଓ ହରିହର ଦାସଙ୍କର ସଫଳତା ପରେ, ଏହା ଆହୁରି ପ୍ରସିଦ୍ଧି ଲାଭ କରିଛି । ଏହି ସହରର ଯୁବ ବୈଜ୍ଞାନିକ ଶ୍ରୀ ଅସିତ କୁମାର ସ୍ଵାଇଁ, ଆଣ୍ଟାର୍କଟିକାସ୍ଥିତ ଦକ୍ଷିଣ ମେରୁରେ ପହଞ୍ଚିବାରେ ପ୍ରଥମ [[ଓଡ଼ିଆ ଲୋକ|ଓଡ଼ିଆ]] ହେବାର ଗୌରବ ଲାଭ କରିଛନ୍ତି ।<ref>{{cite web |url= http://www.hindu.com/2007/02/04/stories/2007020407360200.htm |title=The Hindu : Other States / Orissa News : Cashing in on climate clues from the icy continent |work=hindu.com |year=2007 |quote=Asit Kumar Swain member of the Antarctica division of the Geological Survey of India (GSI). He is the first Oriya geologist to work in Antarctica |accessdate=10 August 2012}}</ref> [[ଭୁବନେଶ୍ଵର]] ଓ କଟକ ପରେ ଏହି ସହରଟି ଓଡ଼ିଶାର ତୃତୀୟ ବୃହତ୍ତମ ଓ ଜନବହୁଳ ନଗରୀ । ୨୦୦୯ ମସିହା ଅନୁସାରେ ଏହି ନଗରୀର ଜନସଙ୍ଖ୍ୟାଜନସଂଖ୍ୟା ୭,୯୯,୭୫୨ ଥିଲା । ଭୁବନେଶ୍ଵର, କଟକ, [[ରାଉରକେଲା]][[ସମ୍ବଲପୁର]]କଟକ ପରେ ବ୍ରହ୍ମପୁରକୁ ଓଡ଼ିଶାର ପଞ୍ଚମତୃତୀୟ ନଗର ନିଗମ ଭାବେ ଘୋଷିତଗଠିତ କରାଯାଇଛିହେଇଥିଲା । ଏଠାରେ ଗୋଟିଏ ଭେଷଜ ମହାବିଦ୍ୟାଳୟ [[ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ]] ଓ [[ଖଲ୍ଲିକୋଟ ସ୍ଵୟଂଶାସିତ ମହାବିଦ୍ୟାଳୟ]] ଅଛି ।
==ଇତିହାସ==
 
ରାଜ୍ୟର ସର୍ବପୁରାତନ ପୌର ପରିଷଦ ବ୍ରହ୍ମପୁର,<ref>{{cite web|url=http://www.odishatoday.com/orissa/First_Municipality_of_state_becomes_third_Municipal_Corporation_311208-51274581237.html|title=Berhampur: First Municipality of state becomes third Municipal Corporation|publisher=|accessdate=31 August 2016}}</ref> ୧୮୬୭ରେ ପ୍ରତିଷ୍ଠା ହେଇଥିଲା ।<ref name="Francis2002">{{cite book|author=W. Francis|title=Gazetteer of South India|url=http://books.google.com/books?id=_RG2x2xDQ5UC&pg=PA220|year=2002|publisher=Mittal Publications|pages=220–|id=GGKEY:4Y158YFPNGZ}}</ref> ୧୪୨ ବର୍ଷ ପରେ ୨୦୦୯ ପ୍ରାରମ୍ଭରେ ଏହା ଓଡ଼ିଶାର ତୃତୀୟ ମହାନଗର ନିଗମର ମାନ୍ୟତା ପାଇଥିଲା ।<ref>{{cite web|url=http://www.thehindu.com/todays-paper/tp-national/tp-otherstates/berhampur-becomes-a-corporation/article1405160.ece|title=Berhampur becomes a corporation|work=The Hindu|accessdate=31 August 2016}}</ref>
== ଜନସଂଖ୍ୟା ଓ ସାକ୍ଷରତା ==
୨୦୦୧ ମସିହାର [[ଭାରତୀୟ ଜନଗଣନା]] ଅନୁସାରେ, {{PAGENAME}} ସହରର ମୋଟ ଜନସଂଖ୍ୟା ୨୮୯୭୨୪ ଅଟେ ।<ref name=sens>{{cite web|title=way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ|url=http://web.archive.org/web/20040616075334/http://www.censusindia.net/results/town.php?stad=A&state5=999|accessdate=24 September 2015}}</ref> ସେଥି ମଧ୍ୟରୁ ୫୧.୮୦% ଜଣ ପରୁଷ ହୋଇଥିବା ବେଳେ ୪୮.୨୦% ଜଣ ନାରୀ ଅଟନ୍ତି । {{PAGENAME}}ର ସାକ୍ଷରତା ହାର ୭୩.୫୭% ଅଟେ । ଏହା ଜାତୀୟ ହାର ଠାରୁ -୮.୭୩% ପ୍ରତିଶତ କମ ଅଟେ । ସେଥିରୁ ୪୨.୯୦% ପ୍ରତିଶତ ପୁରୁଷ ଓ ୩୦.୬୭% ନାରୀ ଅଟନ୍ତି । ୧୦.୫୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।<ref name=sens/>
Line ୭୦ ⟶ ୭୧:
== କଳା ଓ ଚଳଣି ==
ବ୍ରହ୍ମପୁର ବହୁ ପୁରୁଣା ଓ ଗୁରୁତ୍ଵପୂର୍ଣ୍ଣ ବିଶିଷ୍ଟ ସହର ଯାହାକି ଆନ୍ଧ୍ରପ୍ରଦେଶ ଓ କଟକର ମଝି ସ୍ଥାନରେ ଅବସ୍ଥିତ ।
ବହୁ ପୁରାତନ ଦକ୍ଷିଣ ଭାଗ ବିଶିଷ୍ଟ ଏହି ସହରଟି ଓଡ଼ିଆ ପରମ୍ପରା ବିଶିଷ୍ଟ ଓଡ଼ିଶାର ଖ୍ୟାତନାମା ସହର । ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ସହର ବ୍ୟବସାୟର ପେଣ୍ଠସ୍ଥତଳୀପେଣ୍ଠସ୍ଥଳୀ । ଅନ୍ନପୂର୍ଣ୍ଣା ମାର୍କେଟ, ବଡ଼ ବଜାର, ଭାପୁର ବଜାର, ହନୁମାନ ବଜାର ଆଦି ଏହି ସହରର ପ୍ରମୁଖ ବ୍ୟବସାୟ ସ୍ଥଳୀ ।
ଏଠାରେ ପାଟ ଶାଢ଼ୀ ତିଆରି କରାଯାଇଥାଏ । ପାଟ ଶାଢ଼ୀର ସୁନ୍ଦର ଓ କମନୀୟ ତଥା ଚାତୁରୀ କାରିଗରୀ ପାଇଁ ଏହି ସହର ଖୁବ୍ ପ୍ରସିଦ୍ଧ ତେଣୁ ଏହାର ଅନ୍ୟ ନାମ "ରେଶମ ସହର "।
 
==ସାହିତ୍ୟାନୁଷ୍ଠାନ==
* ଉତ୍କଳ ଆଶ୍ରମ: ଶେରଗଡ଼ ଜମିଦାରଙ୍କଠାରୁ ଦାସସୁତ୍ରରେ ମିଳିଥିବା ଜାଗାରେ ଓଡ଼ିଆ ଭାଷା ଆନ୍ଦୋଳନର ନେତାମାନଙ୍କୁ ଆଶ୍ରୟ ଦେବା ନିମନ୍ତେ ଏହା ତିଆରି କରାଯାଇଥିଲା । <ref>{{cite web |url= http://articles.timesofindia.indiatimes.com/2012-11-29/bhubaneswar/35434697_1_basant-kumar-panigrahi-heritage-tag-odia |title=Heritage tag demand for Utkal Ashram - Times Of India |first= Hrusikesh |last=Mohanty |work=indiatimes.com |year=2012 |quote=The place for the ashram was donated by the then zamindar of Sheragada estate. A thatched house was built like an ashram to provide shelter to the leaders. |accessdate=20 December 2012}}</ref>
<!--
୧୯୧୪ ମସିହାରେ ପାରଳାଖେମୁଣ୍ଡିରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଅଧିବେଶନରେ ପୁରୀର ରାଧାକାନ୍ତ ମଠର ମହନ୍ତ ରାଧାକୃଷ୍ଣ ଦାସ ଗୋସ୍ଵାମୀଙ୍କର ଉଦ୍ୟମରେ ବ୍ରହ୍ମପୁରଠାରେ ଏକ ଅନୁଷ୍ଠାନ ଗଢ଼ିବା ପାଇଁ ସତ୍ୟବାଦୀ ବକୁଳବନର ସାଧକମାନଙ୍କର ପରାମର୍ଶକ୍ରମେ ଉତ୍କଳ ଆଶ୍ରମ ଗଢ଼ାଯାଇଥିଲା । ଉତ୍କଳ ଆଶ୍ରମ ଅନୁଷ୍ଠାନ ଗଞ୍ଜାମ ଜିଲ୍ଲା ଜମି ଖରିଦ କରି ବଡ଼ଖେମୁଣ୍ଡି ରାଜା ସାହେବ ସ୍ଵର୍ଗତ କୃପାମୟ ଦେଓଙ୍କଠାରୁ ପାଞ୍ଚହଜାର ଟଙ୍କା ପାଇ ଉତ୍କଳ ଆଶ୍ରମ ଗୃହର ଭିତ୍ତି ସ୍ଥାପନ ହୋଇଥିଲା । ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ସି.ବି. କାଟରାଲ ଗୃହର ଭିତ୍ତି ସ୍ଥାପନା କରିବା ସହ ୧୯୨୫ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବାପରେ ମାନ୍ଦ୍ରାଜ ପ୍ରଦେଶର ତତ୍କାଳୀନ ରାଜ୍ୟପାଳ ସ୍ଵର୍ଗତ ଭି. ଗେଶନ୍‌ଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଥିଲା । <ref>ନିହାର ପଟ୍ଟନାୟକ, ଓଡ଼ିଆ ଜାତୀୟତାର କର୍ମପୀଠ:ଉତ୍କଳ ଆଶ୍ରମ, ଖବର,୨ ଅପ୍ରେଲ ୨୦୧୨, ପୃଷ୍ଠା:୮</ref>
-->
* କଳିଙ୍ଗ ସାହିତ୍ୟ ସମାଜ <ref>ସମ୍ବାଦ ବ୍ରହ୍ମପୁର ସଂସ୍କରଣ 1.1.2006 </ref>
ଏହା ସହରର ପୁରାତନ ଓ ସମୃଦ୍ଧ ସାହିତ୍ୟାନୁଷ୍ଠାନ। ଦୀର୍ଘ ବର୍ଷ ଧରି ଏହା ସାହିତ୍ୟର ବିକାଶପାଇଁ ଏହା ବିଭିନ୍ନ ସଭା, ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ମିଳନୀ ଇତ୍ୟାଦି ଆୟୋଜନ କରିଥାଏ।
* ଜାତୀୟ ସଙ୍କୀତସଙ୍ଗୀତ କଳାକେନ୍ଦ୍ର
ଏହା ୧୯୫୪ ମସିହାରୁ କାର୍ଯ୍ୟରତ। ସାହିତ୍ୟସନ୍ଧ୍ୟା, କବିତା ଆସର, ପ୍ରତିଭାପୂଜା ପରି କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ କରିଥାଏ।
* ପଟେଲ ସାହିତ୍ୟ ସଂସଦ
Line ୮୮ ⟶ ୯୩:
 
==ଶିକ୍ଷାନୁଷ୍ଠାନ==
 
* [[ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ]]
* [[ଖଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ]]
Line ୯୮ ⟶ ୧୦୨:
* [[ଉମାଚରଣ ପଟ୍ଟନାୟକ ଯାନ୍ତ୍ରିକ ବିଦ୍ୟାଳୟ]]
 
== ଆଖ ପାଖର ଜଣାଶୁଣା ସ୍ଥାନଲୋକ ==
ବ୍ରହ୍ମପୁରର ଅସିତ କୁମାର ସ୍ଵାଇଁ, ଆଣ୍ଟାର୍କଟିକାସ୍ଥିତ ଦକ୍ଷିଣ ମେରୁରେ ପହଞ୍ଚିବାରେ ପ୍ରଥମ [[ଓଡ଼ିଆ ଲୋକ|ଓଡ଼ିଆ]] ହେବାର ଗୌରବ ଲାଭ କରିଛନ୍ତି ।<ref>{{cite web |url= http://www.hindu.com/2007/02/04/stories/2007020407360200.htm |title=The Hindu : Other States / Orissa News : Cashing in on climate clues from the icy continent |work=hindu.com |year=2007 |quote=Asit Kumar Swain member of the Antarctica division of the Geological Survey of India (GSI). He is the first Oriya geologist to work in Antarctica |accessdate=10 August 2012}}</ref>
* [[ଗୋପାଳପୁର]] ବନ୍ଦର
* [[ମହୁରୀ କାଳୁଆ]]
* [[ତାରାତାରିଣୀ ମନ୍ଦିର]]
* [[ନାରାୟଣୀ]]
* [[ନିର୍ମଳଝର]]
* [[ତପ୍ତପାଣି]]
* ବୈଦ୍ଧଗ୍ରାମ [[ଜିରାଙ୍ଗ]]
* [[ହରିପୁର]]
* [[ଗଞ୍ଜା]]
* ସୋନେପୁର(ବେଳା ଭୁମି)
* [[ଟାମ୍ପାରା]]
* [[ଧବଲେଶ୍ୱର]]
* [[ପୋତାଗଡ]]
* [[ମାରକୋଣ୍ଡି]]
=== ଉତ୍କଳ ଆଶ୍ରମ ===
ଶେରଗଡ଼ ଜମିଦାରଙ୍କଠାରୁ ଦାସସୁତ୍ରରେ ମିଳିଥିବା ଜାଗାରେ ଓଡ଼ିଆ ଭାଷା ଆନ୍ଦୋଳନର ନେତାମାନଙ୍କୁ ଆଶ୍ରୟ ଦେବା ନିମନ୍ତେ ଏହା ତିଆରି କରାଯାଇଥିଲା । <ref>{{cite web |url= http://articles.timesofindia.indiatimes.com/2012-11-29/bhubaneswar/35434697_1_basant-kumar-panigrahi-heritage-tag-odia |title=Heritage tag demand for Utkal Ashram - Times Of India |first= Hrusikesh |last=Mohanty |work=indiatimes.com |year=2012 |quote=The place for the ashram was donated by the then zamindar of Sheragada estate. A thatched house was built like an ashram to provide shelter to the leaders. |accessdate=20 December 2012}}</ref>
<!--
୧୯୧୪ ମସିହାରେ ପାରଳାଖେମୁଣ୍ଡିରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଅଧିବେଶନରେ ପୁରୀର ରାଧାକାନ୍ତ ମଠର ମହନ୍ତ ରାଧାକୃଷ୍ଣ ଦାସ ଗୋସ୍ଵାମୀଙ୍କର ଉଦ୍ୟମରେ ବ୍ରହ୍ମପୁରଠାରେ ଏକ ଅନୁଷ୍ଠାନ ଗଢ଼ିବା ପାଇଁ ସତ୍ୟବାଦୀ ବକୁଳବନର ସାଧକମାନଙ୍କର ପରାମର୍ଶକ୍ରମେ ଉତ୍କଳ ଆଶ୍ରମ ଗଢ଼ାଯାଇଥିଲା । ଉତ୍କଳ ଆଶ୍ରମ ଅନୁଷ୍ଠାନ ଗଞ୍ଜାମ ଜିଲ୍ଲା ଜମି ଖରିଦ କରି ବଡ଼ଖେମୁଣ୍ଡି ରାଜା ସାହେବ ସ୍ଵର୍ଗତ କୃପାମୟ ଦେଓଙ୍କଠାରୁ ପାଞ୍ଚହଜାର ଟଙ୍କା ପାଇ ଉତ୍କଳ ଆଶ୍ରମ ଗୃହର ଭିତ୍ତି ସ୍ଥାପନ ହୋଇଥିଲା । ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ସି.ବି. କାଟରାଲ ଗୃହର ଭିତ୍ତି ସ୍ଥାପନା କରିବା ସହ ୧୯୨୫ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବାପରେ ମାନ୍ଦ୍ରାଜ ପ୍ରଦେଶର ତତ୍କାଳୀନ ରାଜ୍ୟପାଳ ସ୍ଵର୍ଗତ ଭି. ଗେଶନ୍‌ଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଥିଲା । <ref>ନିହାର ପଟ୍ଟନାୟକ, ଓଡ଼ିଆ ଜାତୀୟତାର କର୍ମପୀଠ:ଉତ୍କଳ ଆଶ୍ରମ, ଖବର,୨ ଅପ୍ରେଲ ୨୦୧୨, ପୃଷ୍ଠା:୮</ref>
-->
 
== ଆଧାର ==
{{ଆଧାରReflist|30em}}
 
{{ଓଡ଼ିଶାର ସହର}}
{{ଓଡ଼ିଶା}}
 
{{ଓଡ଼ିଶା-ମୁଣ୍ଡିଆ-ଛାଞ୍ଚ}}
 
[[ଶ୍ରେଣୀ:ଗଞ୍ଜାମ ଜିଲ୍ଲାର ଗାଆଁ ଓ ସହର]]
 
{{ଓଡ଼ିଶା-ମୁଣ୍ଡିଆ-ଛାଞ୍ଚ}}