"ଅଦା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୭୯ କ ଧାଡ଼ି:
* [[ବାନ୍ତି]] କିମ୍ବା ବାନ୍ତି ହେବାର ସମ୍ଭାବନା ଦେଖାଦେଲେ ଅଦା, [[ପୁଦିନା|ପୋଦିନା]] ପତ୍ରରସ, [[ଲେମ୍ବୁ]]ରସ ଏକତ୍ର ମିଶାଇ ଖାଇଲେ ବାନ୍ତି ଭଲ ହୋଇଥାଏ ।
* ଅତ୍ୟଧିକ [[କାଶ]] ହେଲେ ଖଣ୍ଡେ ଅଦା ପାଟିରେ ରଖିଲେ ଉପଶମ ମିଳିଥାଏ ।
* ଗଳାରେ [[କଫ]] ଜମିଥିଲେ କିମ୍ବା ଗଳା ଦରଜ ହେଲେ ଅଦା ଓ ପୋଦିନା ପତ୍ରରସକୁ ଏକତ୍ର ମିଶାଇ ଚାଟିଲେ ଉପକାର ମିଳିଥାଏ ।
* ଥଣ୍ଡା ହୋଇଥିଲେ ଅଦା, [[ତୁଳସୀ]] ପତ୍ରକୁ [[ଚା']] କରି ପିଇଲେ ଉପଶମ ମିଳିଥାଏ ।
* ଛାତିରେ କଫ ଜମିଲେ କିମ୍ବା ଗଳା ଦରଜ ହେଲେ ୧୦ ଗ୍ରାମ ଅଦାରସ, ୫ ଗ୍ରାମ ମ‌ହୁ ଓ ୫ ଗ୍ରାମ ହଳଦୀ ମିଶାଇ ଚାଟିଲେ ଲାଭ ମିଳିଥାଏ ।
* ଗଳା ଦରଜରେ ଅଦାରସ ଓ [[ଲୁଣ]]କୁ ଉଷୁମ ପାଣିରେ କୁଳି କଲେ ଉପକାର ମିଳିଥାଏ ।
* [[ଅଧକପାଳି]] ମୁଣ୍ଡ ବିନ୍ଧା ବା ମାଇଗ୍ରେନ୍‌ର ସମ୍ଭାବନା ଥିଲେ ୫୦୦-୬୦୦ ମି.ଗ୍ରା ଶୁଣ୍ଠି ୩/୪ ଦିନ ପର୍ଯ୍ୟନ୍ତ ଖାଇଲେ ଅଧକପାଳି ରୋଗରୁ ମୁକ୍ତି ମିଳିଥାଏ ।
 
== ଆଧାର ==
"https://or.wikipedia.org/wiki/ଅଦା"ରୁ ଅଣାଯାଇଅଛି