"ଅଦା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୭୩ କ ଧାଡ଼ି:
 
==ଔଷଧୀୟ ଗୁଣ==
<ref name=ସମାଜ-ଅଦା />
* ୧୦ ଗ୍ରାମ ଅଦାକୁ [[ଘିଅ]]ରେ ଭାଜି ଖାଇଲେ କାଶ, ଶ୍ୱାସ, କଫ ଆଦି ରୋଗରୁ ମୁକ୍ତି ମିଳିଥାଏ ।
* ୫ ଗ୍ରାମ ଅଦାରସ ଓ ୫ ଗ୍ରାମ [[ମହୁ]] ଏକତ୍ର ମିଶାଇ ପ୍ରତିଦିନ ସକାଳୁ ଖାଇଲେ [[ରକ୍ତ‌ହୀନତା]] ରୋଗରୁ ମୁକ୍ତି ମିଳିଥାଏ ।
* ପିଲାଙ୍କ [[କୃମି]] ରୋଗରୁ ବର୍ତ୍ତିବା ପାଇଁ ଅଦାରସ ୧ ଚାମଚ ଲେଖାଏଁ ଦିନ‌କୁ ୨ ଥର ପିଇବା ଆବଶ୍ୟକ ।
* [[ବାନ୍ତି]] କିମ୍ବା ବାନ୍ତି ହେବାର ସମ୍ଭାବନା ଦେଖାଦେଲେ ଅଦା, [[ପୁଦିନା|ପୋଦିନା]] ପତ୍ରରସ, [[ଲେମ୍ବୁ]]ରସ ଏକତ୍ର ମିଶାଇ ଖାଇଲେ ବାନ୍ତି ଭଲ ହୋଇଥାଏ ।
* ଅତ୍ୟଧିକ [[କାଶ]] ହେଲେ ଖଣ୍ଡେ ଅଦା ପାଟିରେ ରଖିଲେ ଉପଶମ ମିଳିଥାଏ ।
 
== ଆଧାର ==
"https://or.wikipedia.org/wiki/ଅଦା"ରୁ ଅଣାଯାଇଅଛି