"ଅଦା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୭୧ କ ଧାଡ଼ି:
 
ଅଦା ସେବନ ଦ୍ୱାରା ଶରୀରରେ ରକ୍ତପ୍ରବାହ ବଢ଼ିଥାଏ । ଆଧୁନିକ ବୈଜ୍ଞାନିକ ପରୀକ୍ଷା ଦ୍ୱାରା ଅଦା [[ପାଚନତନ୍ତ୍ର]] ସଂକ୍ରମଣ, [[ହୃଦ୍‌ରୋଗ]] ସଂକ୍ରମଣ, [[ଅଧକପାଳି]] (ମାଇଗ୍ରେନ୍), [[ଗଣ୍ଠି ବାତ|ଆଣ୍ଠୁ ଗଣ୍ଠି ବାତ]], [[କର୍କଟ]] ଆଦି ରୋଗରୁ ମୁକ୍ତି ଦେଇଥାଏ ବୋଲି ଜଣାପଡ଼ିଛି । ଅଦାର ବ୍ୟବ‌ହାର [[ବଦ‌ହଜମି]], [[ଗ୍ୟାସ୍‌ଟ୍ରିକ୍|ଗ୍ୟାସ୍]], ପେଟ କାମୁଡ଼ା, ପେଟ ବିନ୍ଧା, କାଶ ଆଦି ପ୍ରଶମିତ କରିଥାଏ । ଅଦା ଖାଦ୍ୟ ହଜମରେ ମଧ୍ୟ ସ‌ହାୟକ ହୁଏ । ଏହା ମଧ୍ୟ ଏକ ଶକ୍ତିଶାଳୀ ଜୀବାଣୁ ନାଶକ । ଏହା [[ବୃହଦନ୍ତ୍ର]]ରେ ସୃଷ୍ଟି ହେଉଥିବା [[ଜୀବାଣୁ]]ଙ୍କ ବଢ଼ିବାରେ ବାଧା ସୃଷ୍ଟି କରିଥାଏ । ଫଳରେ ପେଟର ଗ୍ୟାସ୍‌ରୁ ମୁକ୍ତି ମିଳିଥାଏ । ନିୟମିତ ଅଦା ସେବନ ଦ୍ୱାରା ପେଟର ବ‌ହୁ ରୋଗ ଜୀବାଣୁ ଧ୍ୱଂସ ହୋଇଯାନ୍ତି ।<ref name=ସମାଜ-ଅଦା>{{cite news|title=କେତେ ଉପକାରୀ ଅଦା|url=http://www.thesamaja.com/|accessdate=30 August 2016}}</ref>
 
==ଔଷଧୀୟ ଗୁଣ==
<ref name=ସମାଜ-ଅଦା />
 
== ଆଧାର ==
"https://or.wikipedia.org/wiki/ଅଦା"ରୁ ଅଣାଯାଇଅଛି