"ଅଦା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Migrating 86 interwiki links, now provided by Wikidata on d:q35625 (translate me)
୨୩ କ ଧାଡ଼ି:
[[ଫାଇଲ:gingerfield.jpg|thumb|ଅଦା କ୍ଷେତ ]]
 
'''ଅଦା''' ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା [[ଗଦ]] ଗଛ ପରି ଦିଶେ । ଏ ଗଛର ମୂଳକୁ ଅଦା ଭାବରେ ବ୍ୟବହାର କରାଯାଏ । [[ସାରୁ]], [[ହଳଦୀ]], [[କପୁରା]] ପରି ଏଇ ଗଛର ଚେରକୁ ବ୍ୟବହାର କରାଯାଏ । [[ଆମ୍ବକଷିଆ ଅଦା]] ବୋଲି ଆଉ ଏକ ପ୍ରକାର ଅଦା ରହିଛି, କିନ୍ତୁ ତାହା ଗୁଣରେ ନିକୃଷ୍ଟ। [[ଓଡ଼ିଶା]]ରେ ସର୍ବତ୍ର ଏହି ଗଛ ଦେଖାଯାଏ। [[ଆୟୁର୍ବେଦ]]ରେ ଅଦାକୁ ମହୌଷଧି ବୋଲି କୁହାଯାଇଛି । ଏହାକୁ କଞ୍ଚା ବେଳେ ''ଅଦା'' ଓ ଶୁଖିଗଲେ ''ଶୁଣ୍ଠି'' କୁହାଯାଏ । [[ବଦ‌ହଜମି]], [[ଗ୍ୟାସ୍‌ଟ୍ରିକ୍|ଗ୍ୟାସ୍]], ପେଟ ବିନ୍ଧା, ପେଟ କାମୁଡ଼ା, କାଶ ଆଦି ରୋଗରୁ ମୁକୁଳିବା ପାଇଁ ଅଦା ବ୍ୟବ‌ହାର କରାଯାଇଥାଏ ।<ref>{{cite news|title=କେତେ ଉପକାରୀ ଅଦା|url=http://www.thesamaja.com/|accessdate=30 August 2016}}</ref>
 
== ବିବିଧ ଭାରତୀୟ ପ୍ରାଦେଶିକ ନାମ ==
[[ଫାଇଲ:Ingwer 2 fcm.jpg|thumb|ଅଦା]]
"https://or.wikipedia.org/wiki/ଅଦା"ରୁ ଅଣାଯାଇଅଛି