"ପାପିଲୋମାଭୁତାଣୁ ସଂକ୍ରମଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୨୪ କ ଧାଡ଼ି:
[[ଏଚପିଭି ଟିକା]] ([[:en:HPV vaccine|HPV vaccine]] ଅଧିକାଂଶ ଟାଇପର ଏଚପିଭି ଭୁତାଣୁମାନଙ୍କୁ ପ୍ରତିରୋଧ କରିପାରେ ।<ref name=CDC2015What>{{cite web|title=What is HPV?|url=http://www.cdc.gov/hpv/parents/whatishpv.html|website=CDC|accessdate=10 August 2016|date=December 28, 2015}}</ref> ଏହି ଟିକା ପ୍ରଭାବଶାଳୀ ହେବା ନିମନ୍ତେ ସଂକ୍ରମଣ ହେବା ପୂର୍ବରୁ ଓ ୯ରୁ ୧୩ ବର୍ଷ ବୟସ ମଧ୍ୟରେ ଦିଆଯିବା ଆବଶ୍ୟକ ।<!-- <ref name=WHO2016/> --> [[ସର୍ଭାଇକାଲ କ୍ୟାନସର ସ୍କ୍ରୀନିଙ୍ଗ]]ରେ ([[:en:Cervical cancer screening|Cervical cancer screening]]) ପାପାନିକୋଲୌ ([[:en:Papanicolaou test|Papanicolaou test]] ବା pap) ) ପରୀକ୍ଷା କରି କର୍କଟ ରୋଗକୁ ଗତି କରୁଥିବା ଅସାଧାରଣ ଜୀବକୋଷ ଓ ଆସେଟିକ ଏସିଡ ([[:en:acetic acid|acetic acid]]) ବ୍ୟବ‌ହାର ପରେ ଜରାୟୁଗ୍ରୀବା ଦର୍ଶନ କରି ପ୍ରାକ୍‌କର୍କଟ ଚିହ୍ନି ହୁଏ । <!-- <ref name=WHO2016/> --> ଏହି ପ୍ରାକ୍ ଚିହ୍ନଟ ଫଳରେ ଶୀଘ୍ରାତିଶୀଘ୍ର ଚିକିତ୍ସା ଆରମ୍ଭ କଲେ ଉତ୍ତମ ଫଳ ମିଳିପାରେ ।<ref name=WHO2016/> ସ୍କ୍ରୀନିଙ୍ଗ ଯୋଗୁ ବିକଶିତ ଦେଶମାନଙ୍କରେ ରୋଗ ଓ ମୃତ୍ୟୁ ସଂଖ୍ୟା ଯଥେଷ୍ଟ କମିଯାଇଛି ।<ref name=Saw2015>{{cite journal|last1=Sawaya|first1=GF|last2=Kulasingam|first2=S|last3=Denberg|first3=TD|last4=Qaseem|first4=A|last5=Clinical Guidelines Committee of American College of|first5=Physicians|title=Cervical Cancer Screening in Average-Risk Women: Best Practice Advice From the Clinical Guidelines Committee of the American College of Physicians.|journal=Annals of internal medicine|date=16 June 2015|volume=162|issue=12|pages=851–9|doi=10.7326/M14-2426|pmid=25928075|url=http://annals.org/article.aspx?articleid=2281177}}</ref> [[କ୍ରାୟୋ ଥେରାପି]] ([[:en:cryotherapy|freezing]]) ଫଳରେ ଭାତୁଡ଼ି ନିର୍ମୁଳ କରିଦିଆଯାଇପାରେ ।<ref name=Mil2015/>
 
<!-- ରୋଗାନୁଶୀଳନ ଓ ଇତିହାସ -->
 
ପୃଥିବୀରେ ଯୌନ ସଞ୍ଚାରିତ ସଂକ୍ରାମକ ରୋଗମାନଙ୍କ ମଧ୍ୟରେ ସବୁଠାରୁ ସାଧାରଣ ରୋଗ ହେଉଛି ଏଚପିଭି ରୋଗ ।<ref name=Mil2015/> ଅଧିକାଂଶ ଲୋକ ଜୀବନରେ କେତେବେଳେ ହେଲେ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।<ref name=CDC2015What/> ପୃଥିବୀରେ ସନ ୨୦୧୨ରେ ପ୍ରାୟ ୫୨୮,୦୦୦ ନୂଆ ଗର୍ଭାଶୟ ଗ୍ରୀବା ରୋଗ ଚିହ୍ନଟ ହୋଇଥିଲା ଓ ୨୬୬,୦୦୦ ମୃତ୍ୟୁ ହୋଇଥିଲା ।<ref name="WCR2014">{{cite book|title=World Cancer Report 2014|date=2014|publisher=World Health Organization|isbn=9283204298|pages=Chapter 5.12}}</ref> ଏହି ରୋଗର ୮୫% କେବଳ [[ବିକାଶଶୀଳ ଦେଶ]]ମାନଙ୍କରେ ହୋଇଥିଲା ।<ref name=WHO2016/> ଯୁକ୍ତରାଷ୍ଟ୍ର ଆମେରିକାରେ ଏଚପିଭି ଯୋଗୁ ପ୍ରତିବର୍ଷ ୨୭,୦୦୦ କର୍କଟ ରୋଗ ହେଉଛି ।<!-- <ref name=CDC2015QA/> --> ଯୌନ‌କ୍ରିୟା ସକ୍ରିୟ ବୟସ୍କ ଲୋକଙ୍କ ମଧ୍ୟରୁ ୧% ଲୋକଙ୍କର ଯୌନାଙ୍ଗ ଭାତୁଡ଼ି ହୁଏ ।<ref name=CDC2015QA>{{cite web|title=Human Papillomavirus (HPV) Questions and Answers|url=http://www.cdc.gov/hpv/parents/questions-answers.html|website=CDC|accessdate=11 August 2016|date=December 28, 2015}}</ref> ପୁରାତନ [[ଗ୍ରୀସ୍ ଦେଶ]] ସମୟରୁ ଭାତୁଡ଼ି କେଶ୍‌ମାନଙ୍କର ବର୍ଣ୍ଣନା ଥିବା ବେଳେ ସେମାନଙ୍କର ଭୁତାଣୁ ସମ୍ବନ୍ଧ ସନ ୧୯୦୭ରେ ଆବିଷ୍କୃତ ହୋଇଥିଲା ।<ref name="CRC Press">{{cite book|last1=Tyring|first1=Stephen|last2=Moore|first2=Angela Yen|last3=Lupi|first3=Omar|title=Mucocutaneous Manifestations of Viral Diseases: An Illustrated Guide to Diagnosis and Management|date=2016|publisher=CRC Press|isbn=9781420073133|page=207|edition=2|url=https://books.google.ca/books?id=uAjLBQAAQBAJ&pg=PA207|language=en}}</ref>
 
 
== ଆଧାର ==